ଆର୍ୟନଙ୍କ ଜାମିନ ଆବେଦନ ଶୁଣାଣି କାଲି ଯାଏଁ ସ୍ଥଗିତ

ମୁମ୍ବାଇ: ଡ୍ରଗ୍ସ ପାର୍ଟି ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଉପରେ ଆଜି ମଧ୍ୟ ସେସନ୍ସ କୋର୍ଟ କୌଣସି ନିଷ୍ପତ୍ତି ନେଇପାରି ନାହାଁନ୍ତି । କୋର୍ଟ ଗୁରୁବାର ପର୍ଯ୍ୟନ୍ତ ଶୁଣାଣିକୁ ସ୍ଥଗିତ ରଖିଛନ୍ତି। ଆସନ୍ତାକାଲି ପୁଣି ଥରେ ଏହି ମାମଲାର ଶୁଣାଣି ହେବ। ଫଳରେ…

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ, ଅକ୍ଷର ପଟେଲଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁର ସାମିଲ

ନୂଆଦିଲ୍ଲୀ: ବିସିସିଆଇ ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ଦଳରେ ଏକ ବଡ଼ ପରିବର୍ତ୍ତନ କରିଛି। ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କ ସ୍ଥାନରେ ଦ୍ରୁତ ବୋଲର ଶାର୍ଦ୍ଦୁଲ ଠାକୁରଙ୍କୁ ୧୫ ଜଣିଆ ଦଳରେ ସାମିଲ କରାଯାଇଛି । ଅକ୍ଷରଙ୍କୁ ଷ୍ଟାଣ୍ଡ ବାଇ ତାଲିକାରେ ରଖାଯାଇଛି। ଫର୍ମ ପାଇଁ ସଂଘର୍ଷ କରୁଥିବା…

ବିନା ଅନୁମତିରେ ଦାଣ୍ଡିଆ କାର୍ଯ୍ୟକ୍ରମ ଆୟୋଜନ କରୁଥିବାରୁ ରାଜଧାନୀର ରେସ୍ତୋରାଁ ସିଲ୍ କଲା ବିଏମସି

ଭୁବନେଶ୍ୱର- ରାଜଧାନୀର ନିକୋ ପାର୍କ ନିକଟରେ ଥିବା ନାଇନ୍‌ଥ ଷ୍ଟ୍ରିଟ୍ ରେସ୍ତୋରାଁକୁ ସିଲ୍ କରିଛି ବିଏମସି । ବିନା ଅନୁମତିରେ ଦାଣ୍ଡିଆ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ନେଇ ସୂଚନା ପାଇବା ପରେ ସଂପ୍‌ୃକ୍ତ ରେସ୍ତୋରାଁକୁ ସିଲ୍ କରିଦିଆଯାଇଛି । ବିଏମସି କମିଶନର ସଂଜୟ ସିଂହଙ୍କ…

କେରଳ: ନାଗ ସାପ ଲଗାଇ ପତ୍ନୀକୁ ହତ୍ୟା କରିଥିବା ସ୍ବାମୀକୁ ଡବଲ୍ ଆଜୀବନ କାରାଦଣ୍ଡ

କୋଚି: ସାପ ଲଗାଇ ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ଏସ୍.ସୂରଜ ନାମକ ବ୍ୟକ୍ତିଙ୍କୁ କେରଳର କୋଲାମସ୍ଥିତ ସେସନ୍ସ କୋର୍ଟ ଡବଲ୍ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂରଜ ପ୍ରଥମେ ତାଙ୍କ ପତ୍ନୀଙ୍କୁ ନିଦ ବଟିକା ଦେଇଥିଲେ । ସେ ଶୋଇ ପଡ଼ିବା ପରେ ପତ୍ନୀଙ୍କ ଉପରକୁ ବିଷଧର ନାଗ ସାପ ଛାଡ଼ି…

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ରଙ୍ଗେଇଲୁଣ୍ଡା ବ୍ଲକ ବିଜେଡ଼ି

ଗଞ୍ଜାମ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ସବୁରି ପ୍ରିୟ । ନିଆରା ଯୋଜନା ସାଙ୍ଗକୁ ସମସ୍ତଙ୍କ ଦୁଃଖ ବୁଝିବାରେ ସେ ହେଉଛନ୍ତି ମାହିର । ଯେଉଁ କାରଣରୁ ସବୁବେଳେ ସେ ପ୍ରଂଶସାର ପାତ୍ର ହୋଇଥାନ୍ତି । ରଙ୍ଗେଇଲୁଣ୍ଡା ବ୍ଳକ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ…