କରୋନା ଅପଡେଟ୍: ଦେଶରେ ଆଉ ୧୫,୮୨୩ ନୂଆ ମାମଲା, ୨୨୬ ମୃତ

ନୂଆଦିଲ୍ଲୀ: ଗତକାଲି ଦେଶରେ କରୋନା ସଂକ୍ରମଣ କ୍ଷେତ୍ରରେ ହ୍ରାସ ଘଟିଥିଲା। ତେବେ ଗତକାଲି ତୁଳନାରେ ଆଜି ମାମଲା ପୁଣି ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫, ୮୨୩ ନୂଆ ମାମଲା ରିପୋର୍ଟ ହୋଇଛି। ଏହି ସମୟରେ ୨୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଗତକାଲି ଦେଶରେ ୧୪ ହଜାର ୩୧୩ ମାମଲା…

ପୁଣି ବଢ଼ିଲା ସିଏନଜି, ପିଏନଜିର ଦର

ନୂଆଦିଲ୍ଲୀ: ଦରଦାମ୍ ବୃଦ୍ଧିରେ ହନ୍ତସନ୍ତ ହେଉଥିବା ସାଧାରଣ ଲୋକଙ୍କୁ ଆଉ ଏକ ଝଟକା ଲାଗିଛି। ଦିଲ୍ଲୀ ଏନସିଆର୍ ରେ ସିଏନଜି ଏବଂ ପିଏନଜିର ଦର ୧୩ ଦିନ ମଧ୍ୟରେ ଦ୍ୱିତୀୟ ଥର ବୃଦ୍ଧି ପାଇଛି | ଦିଲ୍ଲୀରେ ସିଏନଜି କେଜି ପିଛା ୨.୨୮ ଟଙ୍କା ମହଙ୍ଗା ହୋଇଛି। ଏଥିସହିତ ପିଏନଜି ପ୍ରତି ଘନ ମିଟର…

ଆଜି ପବିତ୍ର ମହାଷ୍ଟମୀ, ‘ମହାଗୌରୀ’ ରୂପରେ ପୂଜା ପାଇବେ ମା’

ନବରାତ୍ରୀର ଅଷ୍ଟମୀ ତିଥିରେ ମା' ଦୁର୍ଗା 'ମହାଗୌରୀ' ରୂପରେ ପୂଜା ପାଆନ୍ତି। ମା'ଙ୍କ ଏହି 'ମହାଗୌରୀ' ରୂପ ଧାରଣ ସମ୍ପର୍କରେ ଦେବୀ ପୁରାଣରେ ସୁନ୍ଦର ବର୍ଣ୍ଣନା ରହିଛି। ପୁରାଣ କଥା ଅନୁସାରେ, ଭଗବାନ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ମା' ପାର୍ବତୀ କଠୋର ତପସ୍ୟା କରିଥିଲେ। ଅନ୍ନ, ଜଳ…

ଗୀତା ମହାତ୍ମ୍ୟ: ନୈନଂ ଛିଦ ଶସ୍ତ୍ରାଣି ନୈନଂ ଦହତି ପାବକଃ। ନ ଚୈନଂ କ୍ଲେଦୟନ୍ତ୍ୟପ ନ ଶୋଷୟତି ମାରୁତଃ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ଙ୍କୁ ରଣାଙ୍ଗନରେ ଏ ଶରୀର ପ୍ରତି ମୋହଯୁକ୍ତ ଦେଖି ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି:- ନୈନଂ ଛିଦ ଶସ୍ତ୍ରାଣି ନୈନଂ ଦହତି ପାବକଃ। ନ ଚୈନଂ କ୍ଲେଦୟନ୍ତ୍ୟପ ନ ଶୋଷୟତି ମାରୁତଃ।। ହେ ଅର୍ଜୁନ ! ଏହି ଆତ୍ମାକୁ କୌଣସି ଶସ୍ତ୍ର କାଟିପାରେ ନାହିଁ। ଅଗ୍ନି ଏହାକୁ…