ଦିନକ ବ୍ୟବଧାନ ପରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ପୁଣି ୫ଶହ ଡେଇଁଲା, ୫୨୯ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର- ଗୋଟିଏ ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଥରେ ୫ ଶହ ଡେଇଁଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୫୨୯ ନୂଆ ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ ସଂକ୍ରମିତ ହୋଇଥିବା ଶିଶୁ ଓ କିଶୋରଙ୍କ ସଂଖ୍ୟା ରହିିଛି ୬୨ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ…

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କଲେ ଗଞ୍ଜାମ ଓ କନ୍ଧମାଳ ବିଜେଡି ନେତୃବୃନ୍ଦ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ୪ ବ୍ଲକ୍‌ ଯଥା ରଙ୍ଗେଇଲୁଣ୍ଡା, ଛତ୍ରପୁର, ଗଞ୍ଜାମ ଏବଂ ଖଲ୍ଲିକୋଟର ୩୦୪ ଗାଁକୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ୩୨୫ କୋଟି ୭୫ ଲକ୍ଷ ୬୫ ହଜାର ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକେ ପାଇପ୍ ଟ୍ୟାପ୍ ଯୋଗେ ପିଇବା ପାଣି ପାଇବେ।…

ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି 

ଭୁବନେଶ୍ୱର- ଆଜି ହେଉଛି ମହାନ ସଂଗୀତ ନିର୍ଦ୍ଦେଶକ,ଗାୟକ ଓ ଗୀତିକାର ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଆ ସଂଗୀତ ଜଗତର କିମ୍ବଦନ୍ତୀ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଓଡିଆ ଆଧୁନିକ ସଂଗୀତ ଓ ଭଜନ ରଚନା କ୍ଷେତ୍ରରେ…

ଆଜିଠାରୁ ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର- ଯୁକ୍ତ ୨ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକରେ କଳା, ବିଜ୍ଞାନ ଓ ବାଣିଜ୍ୟ ଏବଂ ଧନ୍ଦାମୂଳକ ବିଭାଗରେ ଖାଲି ଥିବା ସିଟ୍ ପୂରଣ ପାଇଁ ପୁଣି ଥରେ ନାମଲେଖା ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆସନ୍ତା ୨୫ ତାରିଖ ଯାଏଁ ଆବେଦନ…

୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲ୍‌ର ମାସ୍କଟ ଭିଡିଓରେ କୋଣାର୍କ ମନ୍ଦିର, ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ - ଆନ୍ତର୍ଜାତିକ ଫୁଟବଲ ମହାସଂଘ -ଫିଫା ପକ୍ଷରୁ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା ପାଇଁ ମାସ୍କଟ ବା ଶୁଭଙ୍କର ଉନ୍ମୋଚନ କରାଯାଇଛି । ମାସ୍କଟ ହେଉଛି ଏକ ଏସିଆଟିକ୍ ସିଂହୀ, ଯାହାର ନାମ ଇଭା । ଭାରତରେ ଆସନ୍ତାବର୍ଷ ଆୟୋଜନ ହେବ ୧୭ ବର୍ଷରୁ କମ୍ ମହିଳା…