ରାଜ୍ୟ ସରକାରୀ କର୍ମଚାରୀଙ୍କ ଏନପିଏସ ଅର୍ଥ ବୃଦ୍ଧି ସଂପର୍କିତ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ

ଭୁବନେଶ୍ୱର – ରାଜ୍ୟ ସରକାରୀ କର୍ମଚାରୀଙ୍କ ଏନପିଏସ ଅର୍ଥ ବୃଦ୍ଧି ସଂପର୍କିତ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଏଣିକି ପ୍ରତି କର୍ମଚାରୀଙ୍କ ଏନପିଏସ ବାବଦ ଅର୍ଥ ୧୦ ପ୍ରତିଶତରୁ ୧୪ ପ୍ରତିଶତ ବୃଦ୍ଧି ପାଇବ । ଏପ୍ରିଲ ୧, ୨୦୧୯ରୁ ପିଛିଲା ଭାବେ ଏହା ଲାଗୁ ହେବ । ଏହା ଦ୍ୱାରା ୨…

ସାମ୍ବାଦିକ ନବୀନ ଦାସଙ୍କ ପୁଅଙ୍କ ମୃତ୍ୟୁ ମାମଲା, ପୋଲିସର ଖୋଳତାଡ ଜାରି, ହୋଟେଲ୍ ସିଲ୍ କଲା ପୋଲିସ୍‌

ଭୁବନେଶ୍ୱର – ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତ୍ୟୁ ମାମଲାରେ ପୋଲିସ ତଦନ୍ତ ଜୋରଦାର ହୋଇଛି । ପାତ୍ରପଡାର ସାଉଥ ସିଟି ହୋଟେଲକୁ ସିଲ୍ କରିଛି ପୋଲିସ । ସିସିଟିଭ ଫୁଟେଜ୍ ଜବତ କରିଛି ତମାଣ୍ଡୋ ଥାନା ପୋଲିସ । ଶନିବାର ଭୋର୍ ଚାରିଟାରେ ବାର୍ ଭିତରେ ପଶିଥିଲେ ମନୀଷ ।…

ଏଥର କାର୍ତ୍ତିକରେ ହବିଷ୍ୟାଳୀଙ୍କୁ ପୁରୀ ମନା

ପୁରୀ – ଏଥର ପବିତ୍ର କାର୍ତ୍ତିକ ମାସରେ ହବିଷ୍ୟାଳୀଙ୍କୁ ପୁରୀରେ ହବିଷ ପାଇଁ ଅନୁମତି ମିଳିବ ନାହିଁ । କୋଭିଡ କଟକଣା ଯୋଗୁଁ କାର୍ତ୍ତିକ ମାସରେ ହବିଷ୍ୟାଳୀଙ୍କୁ ପୁରୀ ଆସିବାକୁ ବାରଣ କରାଯାଇଛି । ଆଜି ଶ୍ରୀମନ୍ଦିର ପ୍ରଶାସନ ସହ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।…

ଏଣିକି ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଇନିସିଆଲ୍ ଆପଏଂଟିଜ୍ ଭାବେ ନିଯୁକ୍ତି,ପାଇବେ ୫୦ ପ୍ରତିଶତ ଅଧିକ ଦରମା, ୬ ବର୍ଷ…

ଭୁବନେଶ୍ୱର- ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀ ଏଣିକି ଚୁକ୍ତିଭିତ୍ତିକ ନୁହେଁ, ଇନିସିଆଲ ଆପଏଂଟିଜ୍ ଭାବେ ନିଯୁକ୍ତି ପାଇବେ । ଏବେ ସେମାନେ ବର୍ତ୍ତମାନ ପାଉଥିବା ଦରମାର ୫୦ ପ୍ରତିଶତ ଅଧିକ ଦରମା ପାଇବେ । ଏ ସଂପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ…

ଜାମ୍ମୁ କାଶ୍ମୀର: ରଜୌରୀ ସେକ୍ଟରରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ୫ ଯବାନ ସହିଦ୍

ଶ୍ରୀନଗର: ଜାମ୍ମୁ କାଶ୍ମୀରର ରଜୌରୀ ସେକ୍ଟରରେ ଆତଙ୍କବାଦୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ସେନା ଅଧିକାରୀଙ୍କ ସମେତ ୫ ସୈନିକ ସହିଦ ହୋଇଛନ୍ତି। ସୂଚନା ଅନୁଯାୟୀ ପିର ପଞ୍ଜଲ ରେଞ୍ଜରେ ଆତଙ୍କବାଦୀ‌ ନିରୋଧୀ ଅପରେସନ ଚାଲିଥିଲା। ଏହି ସମୟରେ ଆତଙ୍କବାଦୀମାନେ ସେନା ଦଳ ଉପରେ ଗୁଳି ଚଳାଇବା…

ଆଜି ଆଇପିଏଲ୍ ଏଲିମିନେଟରରେ ଆରସିବି-କେକେଆର୍ ଲଢେଇ

ଶାରଜା: ଆଇପିଏଲରେ ଆଜି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ମଧ୍ୟରେ ଏଲିମିନେଟର ମ୍ୟାଚ୍ ଖେଳାଯିବ । ବିରାଟ କୋହଲିଙ୍କ ନେତୃତ୍ୱ ଦକ୍ଷତାର ଏହା ଆଉ ଏକ ପରୀକ୍ଷା ହେବ । ନିଜ ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ପରିଚିତ କୋହଲିଙ୍କ ଆଗରେ ଅଛନ୍ତି…