ସାମ୍ବାଦିକ ମାରିଆ ରେସା ଓ ଡିମିଟ୍ରି ମୁରାଟୋଭଙ୍କୁ ନୋବେଲ ଶାନ୍ତି ପୁରସ୍କାର

ଅସ୍ଲୋ: ଚଳିତ ବର୍ଷ ପାଇଁ ଫିଲିପାଇନ୍ସର ସାମ୍ବାଦିକ ମାରିଆ ରେସା ଏବଂ ରୁଷର ଡିମିଟ୍ରି ମୁରାଟୋଭଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ବାକ୍ ସ୍ୱାଧୀନତା ପାଇଁ ଉଭୟଙ୍କ ଉଦ୍ୟମକୁ ଦୃଷ୍ଟିରେ ରଖି ଏହି ପୁରସ୍କାର ପ୍ରଦାନ କରାଯାଇଛି ବୋଲି ନୋବେଲ କମିଟି କହିଛି। ଯେକୌଣସି…

ଓଡିଶା କୃଷି କନକ୍ଲେଭ-୨୦୨୧କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଚାଷୀଙ୍କ ଆୟବୃଦ୍ଧି ଉପରେ ଗୁରୁତ୍ୱ, ମଧ୍ୟସ୍ଥି…

ଭୁବନେଶ୍ୱର- ଓଡିଶା କୃଷି କନକ୍ଲେଭ-୨୦୨୧କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏବେ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ଜାତୀୟ ଓ ବିଶ୍ୱ ବଜାର ଉନ୍ମୁକ୍ତ ହୋଇଛି…

କୋରୋନା ନିୟମ ଢିଲା କଲେ ଆଗକୁ ବିପଦ, ତିନି ମାସ ସତର୍କ ରହିବା ପାଇଁ ଡିଏମଇଟିଙ୍କ ପରାମର୍ଶ

ଭୁବନେଶ୍ୱର- ପାର୍ବଣର ଭିଡ ଯୋଗୁଁ କୋରୋନା ସଂକ୍ରମଣ ବୃଦ୍ଧି ହେବ । ପାର୍ବଣ ଋତୁରେ ସତର୍କତା ଅବଲମ୍ବନ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବାରମ୍ବାର କହୁଛନ୍ତି । ଯେଉଁ ଜିଲ୍ଲାରେ ସଂକ୍ରମଣ କମୁନାହିଁ, ତାହା ଉପରେ ଅଧିକ ଫୋକସ ରହିବା ପାଇଁ କୁହାଯାଉଛି । ତେଣୁ ଆଗାମୀ ତିନି ମାସ ଅତି…

ଲକ୍ଷ୍ମୀପୁର ହିଂସା ମାମଲା: ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, କହିଲେ ତୁମର କଥା ବେଶି କାମ କମ୍

ନୂଆଦିଲ୍ଲୀ: ଆଜି ପୁଣି ସୁପ୍ରିମକୋର୍ଟରେ ଲକ୍ଷ୍ମୀପୁର ଖେରୀ ହିଂସା ମାମଲାର ଶୁଣାଣି ହୋଇଛି। ଏହି ମାମଲାରେ ଉତ୍ତର ପ୍ରଦେଶ ସରକାର ଆଜି ଷ୍ଟାଟସ୍ ରିପୋର୍ଟ ଦାଖଲ କରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ହତ୍ୟା ମାମଲାରେ…