ରାଜ୍ୟରେ ଦିନକରେ ୧୧ ହଜାର ୭୩୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୧୭୨୦

ଭୁବନେଶ୍ୱର – ରାଜ୍ୟରେ ଦିନକରେ ୧୧ ହଜାର ୭୩୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬ ହଜାର ୫୬୯ ଓ ସ୍ଥାନୀୟ ଅଂଚଳରୁ ୫ ହଜାର ୧୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୭୧୦, କଟକରୁ ୮୭୦, ଅନୁଗୁଳରୁ ୭୦୦, ସୁନ୍ଦରଗଡରୁ ୬୪୧,…

ଲକଡାଉନ୍ ବେଳେ ରାହା ଦେଖାଇଲା ମିଶନଶକ୍ତି, ମାଛ ଚାଷ ଆଣିଲା ମହିଳାଙ୍କ ହସ

ସମ୍ବଲପୁର : କରୋନା ମହାମାରୀ ପାଇଁ ଜୀବନ ଜୀବିକା ଘୋର ପ୍ରଭାବିତ ହୋଇଛି । ବିଶେଷ କରି ଏହି ଦ୍ବିତୀୟ ଲହରରେ ଭୟଙ୍କର ସଂକ୍ରମଣ ହେବା ସହ ଗ୍ରାମାଞ୍ଚଳରେ ଅଧିକ ବ୍ୟାପୁଥିବାରୁ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ସୟଂସହାୟକ ଗୋଷ୍ଠୀର…

କୋଭିଡ୍ ସ୍ଥିତି ନେଇ ମୁହଁ ଖୋଲିଲା ସଂଘ, ଉଭୟ ସରକାର ଓ ଜନସାଧାରଣଙ୍କୁ ଦାୟୀ କଲା

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସ୍ଥିତି ନେଇ ମୁହଁ ଖୋଲିଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍‌ଏସ୍‌) । ବିସ୍ଫୋରକ କୋଭିଡ୍ ସଂକ୍ରମଣ ପାଇଁ ଆରଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ ଉଭୟ ସରକାର ଓ ଲୋକଙ୍କୁ ଦାୟୀ କରିଛନ୍ତି । ପଜିଟିଭିଟି ଅନଲିମିଟେଡ୍ ଶୀର୍ଷକ କାର୍ଯ୍ୟକ୍ରମରେ ଭାଗବତ କହିଛନ୍ତି…