କେଜ୍ରିୱାଲଙ୍କ ଟ୍ୱିଟ୍ ନେଇ ସିଙ୍ଗାପୁରର ଆପତ୍ତି, ଭାରତୀୟ ରାଷ୍ଟ୍ରଦୂତଙ୍କୁ ପଠାଇଲା ସମନ

ନୂଆଦିଲ୍ଲୀ: କରୋନାର ‘ସିଙ୍ଗାପୁର ଭାରିଆଣ୍ଟ୍‌’ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ କରିଥିବା ଟ୍ୱିଟ୍‌କୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ସିଙ୍ଗାପୁର ଭାରତୀୟ ରାଷ୍ଟ୍ରଦୂତଙ୍କୁ ସମନ କରି କେଜ୍ରିୱାଲଙ୍କ ଏହି ଟ୍ୱିଟ୍ ଉପରେ ଆପତ୍ତି ଉଠାଇଛି । କରୋନା ଭାରିଆଣ୍ଟ୍…

ରାଜ୍ୟରେ ୧୧ ହଜାର ୯୯ ନୂଆ କୋରୋନା ପଜିଟିଭ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୬୦

ଭୁବନେଶ୍ୱର – ରାଜ୍ୟରେ ଆଜି ଆଉ ୧୧ ହଜାର ୯୯ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୬ ହଜାର ୨୧୪ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୮୮୫ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୬ ଲକ୍ଷ ୪୪ ହଜାର ୪୦୧କୁ ବୃଦ୍ଧି ପାଇଛି । ୫ଲକ୍ଷ ୩୬ ହଜାର ୫୯୫ ରୋଗୀ ସୁସ୍ଥ…

ଉତ୍ତର ପ୍ରଦେଶ ମନ୍ତ୍ରୀ ବିଜୟ କାଶ୍ୟପଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ/ଲକ୍ଷ୍ନୌ: କରୋନାରେ ଉତ୍ତର ପ୍ରଦେଶ ରାଜସ୍ୱ ମନ୍ତ୍ରୀ ବିଜୟ କାଶ୍ୟପଙ୍କ ଦେହାନ୍ତ ହୋଇଯାଇଛି । ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା । ବିଜୟ କାଶ୍ୟପ ମୁଜାଫରନଗର ଚାର୍ଥୱାଲ ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ । କରୋନା ସଂକ୍ରମିତ ହେବାପରେ କାଶ୍ୟପ ଗୁରଗାଓଁର ମେଦାନ୍ତ ହସ୍ପିଟାଲରେ ଗତ…

କରୋନା ସଙ୍କଟ: ଦୈନିକ ମୃତ୍ୟୁସଂଖ୍ୟାରେ ଆମେରିକାକୁ ଟପିଲା ଭାରତ, ଦିନକରେ ରେକର୍ଡ ୪୫୨୯ ମୃତ, ୨.୬୭ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଗ୍ରାଫ୍ ଖସୁଥିଲେ ମଧ୍ୟ ମୃତ୍ୟୁର ତାଣ୍ଡବ ଜାରି ରହିଛି । କୋଭିଡ୍‌ରେ ଦେଶରେ ଗତ ୨୪ ଘଣ୍ଟାରେ ରେକର୍ଡ ୪୫୨୯ ଜଣଙ୍କର ମୃତ୍ୟୁ ହୋଇଛି । ଦିନକରେ ଆଉ ୨,୬୭,୩୩୪ ନୂଆ ମାମଲା ଚିହ୍ନଟ ହୋଇଛି । ସଂକ୍ରମିତଙ୍କ ଠାରୁ ପୁଣି ଅଧିକ ଲୋକ ସୁସ୍ଥ ହୋଇଛନ୍ତି । ଏହି…

ଛାତ୍ର ବିଜେଡିର ଭର୍ଚୁଆଲ ବୈଠକ: କୋଭିଡ ବେଳେ ଅସହାୟଙ୍କ ସାହା ହେବାକୁ ଆହ୍ବାନ

ସମ୍ବଲପୁର: ଆଜି ସମ୍ବଲପୁର ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଡକ୍ଟର ସିଦ୍ଧାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚୁଆଲ ମିଟିଙ୍ଗ୍ ଜୋମ ଏପ୍ ରେ ଅନୁଷ୍ଠିତ ହୋଇଥିଲା । ଏହି ଭର୍ଚୁଆଲ ମିଟିଙ୍ଗ୍ ରେ ମୁଖ୍ୟ ଅତିଥି ରୂପେ ବିଜୁ ଜନତା ଦଳର ଉପମୁଖ୍ୟ…