କରୋନାରେ ମା’ଙ୍କୁ ହରାଇଲେ ଅରିଜିତ୍
ମୁମ୍ବାଇ: ପ୍ରଖ୍ୟାତ ଗାୟକ ଅରିଜିତ ସିଂଙ୍କ ମାଆ ଅଦିତି ସିଂଙ୍କ କରୋନାରେ ପରଲୋକ ହୋଇଯାଇଛି । କରୋନା ସଂକ୍ରମିତ ହେବା ପରେ ଅରିଜିତଙ୍କ ମା’ ଗତ କିଛିଦିନ ଧରି କୋଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମେ ୧୭ରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ତେବେ ବ୍ରେନ୍…