ରାଜ୍ୟର ଆଉ କିଛି ଜିଲ୍ଲାରେ କୋହଳ ହୋଇପାରେ ଲକଡାଉନ୍‌, ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବା ସମ୍ଭାବନା

ଭୁବନେଶ୍ୱର- ଦେଶରେ କୋରୋନା ସଂକ୍ରମଣର ଦ୍ୱିତୀୟ ପ୍ରବାହର କୋପ ହ୍ରାସ ପାଇଛି । ଦୈନିକ କୋରୋନା ସଂକ୍ରମଣ ହ୍ରାସ ସହ କିଛି ରାଜ୍ୟରେ ସତର୍କତାର ସହ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଓଡିଶାରେ ବି କୋରୋନା ମାମଲା ଉଲ୍ଲେଖନୀୟ ଭାବେ ହ୍ରାସ ପାଇବାରେ ଲାଗିଛି । ସେ ଦୃଷ୍ଟିରୁ ଗ୍ରୀନଜୋନକୁ…

ଟିକାକରଣ ନେଇ କେନ୍ଦ୍ରର ନୂଆ ଗାଇଡଲାଇନ ଜାରି

ନୂଆଦିଲ୍ଲୀ – ଟିକାକରଣ ନେଇ କେନ୍ଦ୍ରର ନୂଆ ଗାଇଡଲାଇନ ଜାରି ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଜାରି ହୋଇଛି କେନ୍ଦ୍ରର ନୂଆ ଗାଇଡଲାଇନ୍ । ୧୮ ବର୍ଷରୁ ଅଧିକ ବୟସର କାହାକୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ, ତାହା ରାଜ୍ୟ ସରକାରମାନେ ନିର୍ଣ୍ଣୟ କରିବେ । ରାଜ୍ୟର ଲୋକସଂଖ୍ୟା,…

କୁଳପତି, ଅଧ୍ୟକ୍ଷଙ୍କ ସହ ବୈଠକ ପରେ ହିଁ ବିଶ୍ୱବିଦ୍ୟାଳୟ ଓ କଲେଜରେ ପାଠପଢା ନେଇ ନିଷ୍ପତ୍ତି : ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର – କଲେଜ, ବିଶ୍ୱବିଦ୍ୟାଳୟରେ ପାଠପଢା ଓ ପରୀକ୍ଷା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ଏ ନେଇ ବିଶ୍ୱବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କ ସହ ବୈଠକ ହେବ । ଆସନ୍ତା ୧୨ ତାରିଖରେ ସବୁ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବୈଠକ ବସିବ । ଲକଡାଉନ ବେଳେ ପାଠପଢା…

କୋଭିଡ ସହାୟତା: ସହରାଞ୍ଚଳର ଉଠାଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କାର ସହାୟତା

ଭୁବନେଶ୍ବର: କୋଭିଡ ଲହର ଜନଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଛି । ଜୀବନଜୀବିକା ଉପରେ ଏହାର ପ୍ରଭାବ ସର୍ବାଧିକ । ସଂକ୍ରମଣ ନିୟନ୍ତ୍ରଣ ପାଇଁ କରାଯାଇଥିବା ଲକଡାଉନ ଯୋଗୁ ସହରାଞ୍ଚଳର (street vendor) ଉଠାଦୋକାନୀ ଙ୍କ ମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛନ୍ତି । ଏହାକୁ…

ଡ୍ରଗ୍ସ କାରବାର ନିୟନ୍ତ୍ରଣରେ ଏସଟିଏଫର ଭୂମିକା ଗୁରୁତ୍ୱପୂର୍ଣ୍ଣ, ୨୭ଟି ନୂଆ ପଦବୀ ସୃଷ୍ଟି : ଡିଜିପି

ଭୁବନେଶ୍ୱର- ରାଜ୍ୟରେ ଡ୍ରଗ୍ସ କାରବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ନେଇ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଡ୍ରଗ୍ସ କାରବାର ଦମନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି ଏସଟିଏଫ । ଏସଟିଏଫ ପାଇଁ ସରକାର ୨୭ଟି ନୂଆ ପଦବୀ…

ଠକେଇ ମାମଲାରେ ମହାତ୍ମା ଗାନ୍ଧୀଙ୍କ ଅଣ ନାତୁଣୀଙ୍କୁ ୭ ବର୍ଷ ଜେଲ୍‌

ଡର୍ବାନ: ଏକ ଠକେଇ ମାମଲାରେ ମହାତ୍ମା ଗାନ୍ଧୀଙ୍କ ଅଣ ନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ ଦକ୍ଷିଣ ଆଫ୍ରିକାର ଏକ କୋର୍ଟ ୭ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ତାଙ୍କ ଉପରେ ୬୦ ଲକ୍ଷ ରାଣ୍ଡ୍ (୩.୨୨ କୋଟି)ର ଜରିମାନା ଲଗାଇଛନ୍ତି କୋର୍ଟ । ଡର୍ବାନର ଏକ କୋର୍ଟ ସୋମବାର ୫୬…