କୋଭିଡ୍ ଔଷଧ ମହଜୁଦ୍ ରଖିବା ମାମଲାରେ ଗୌତମ ଗମ୍ଭୀର ଫାଉଣ୍ଡେସନ ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ: ଅନଧିକୃତ ଭାବେ ‘ଫାଭିଫ୍ଲୁ’ ଭଳିି କୋଭିଡ୍ ଔଷଧ କିଣି ମହଜୁଦ୍ ରଖିବା ଓ ସେଗୁଡିକ ଲୋକଙ୍କୁ ବଣ୍ଟନ କରିବା ପାଇଁ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ସଂସ୍ଥା ‘ଗୌତମ ଗମ୍ଭୀର ଫାଉଣ୍ଡେସନ’ ଦୋଷୀ ସାବ୍ୟସ୍ତ ହୋଇଛି । ଦିଲ୍ଲୀ ସରକାରଙ୍କ ଡ୍ରଗ୍ସ ନିୟନ୍ତ୍ରକ ଆଜି ହାଇକୋର୍ଟଙ୍କୁ ଏହା…