କରୋନା ଟିକା ନେବା ପରେ ସଂକ୍ରମିତ ହୋଇଥିବା କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ନାହିଁ: ଏମ୍ସ ରିପୋର୍ଟ

ନୂଆଦିଲ୍ଲୀ: ଟିକା ନେବା ପରେ କରୋନା ସଂକ୍ରମିତ ହୋଇଥିବା କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇନାହିଁ । ଏପ୍ରିଲି-ମେ’ରେ ଏଭଳି କୌଣସି ରିପୋର୍ଟ ଆସିନାହିଁ ବୋଲି ଦିଲ୍ଲୀ ଏମ୍ସ ଦ୍ୱାରା କାରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି । ଯେଉଁମାନେ ଟିକା ନେବା ପରେ ସଂକ୍ରମିତ ହୋଇଛନ୍ତି, ସେମାନେ ସୁସ୍ଥ…

ସିବିଆଇ ଅଧିକାରୀଙ୍କୁ ଜିନ୍ସ, ଟି-ସାର୍ଟ ମନା, ଲାଗୁ ହେଲା ନୂଆ ଡ୍ରେସ୍ କୋଡ୍‌

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ତଦନ୍ତ ସଂସ୍ଥା ସିବିଆଇର ଅଧିକାରୀଙ୍କୁ ଜିନ୍ସ ଓ ଟି-ସାର୍ଟ ଭଳି କାଜୁଆଲ୍ ପରିଧାନ ମନା ହୋଇଛି । ସିବିଆଇ ଅଧିକାରୀ ଏବେ କେବଳ ଫର୍ମାଲ୍ ପୋଷାକରେ ଅଫିସ୍ ଆସିବେ । ସିବିଆଇର ନୂଆ ନିର୍ଦ୍ଦେଶକ ସୁବୋଧ କୁମାର ଜୈସୱାଲ ଏନେଇ ଏକ ଆଦେଶ ଜାରି କରିଛନ୍ତି । ସବୁ…

ସେବା ପାଇଁ ତତ୍ପର ନିଃସ୍ୱାର୍ଥପର ସେବକ

ସେମାନେ ମାନବିକତାର ଦୂତ। ସେବା ପାଇଁ ତତ୍ପର ଥିବା ନିଃସ୍ୱାର୍ଥପର ଭାବନାରେ ପରିପୂର୍ଣ୍ଣ ସେଚ୍ଛାସେବୀ। ଯେଉଁଠି ଅନ୍ୟମାନେ ପାଖ ମାଡ଼ିବାକୁ ଭୟ କରୁଛନ୍ତି, ସେଠି ଏଇ ସ୍ବେଚ୍ଛାସେବୀମାନେ ନିଜକୁ ବିପଦ ଆଗରେ ଆହ୍ବାନ ଭଳି ଠିଆ କରି ଅସହାୟଙ୍କ ପାଇଁ ସେବକ ରୂପେ ଛିଡ଼ା ହେଉଛନ୍ତି। ବଢ଼ାଇ…

ରାଉରକେଲାରେ ଆରମ୍ଭ ହେଲା ଦେଶର ବୃହତ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ

ରାଉରକେଲା – ରାଉରକେଲାରେ ଆଜିଠାର ଦେଶର ବୃହତ୍ତମ ହକି ଷ୍ଟାଡିୟମର ନିର୍ମାଣ କାମ ଆରମ୍ଭ ହୋଇଛି । ପ୍ରସ୍ତାବିତ ଷ୍ଟାଡିୟମ ପାଇଁ ବିପିୟୁଟି ପରିସରରେ ପୂଜାର୍ଚ୍ଚନା କରାଯିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ଅବସରରେ ବିଧାୟକ ସାରଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ଆବୋଲି…

ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ହଳଦିପାଣୀ ନୀତି

ପୁରୀ: ସରିଲା ମହାପ୍ରଭୁଙ୍କ ଜଳକ୍ରୀଡା ନୀତି। ୨୧ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ଅକ୍ଷୟ ତୃତୀୟା ତିଥିରୁ ବାହାର ଚନ୍ଦନଯାତ୍ରା ଆରମ୍ଭ ହୋଇ ୨୧ଦିନ ବ୍ୟାପୀ ଚାଲିଥିଲା । ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମପ୍ରବାହରୁ ରକ୍ଷା ପାଇବା ପାଇଁ…

ପରୀକ୍ଷାଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ମୂଲ୍ୟବାନ : ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର: ସାରା ଦେଶରେ କୋଭିଡ ମହାମାରୀର ଦ୍ବାତୀୟ ଲହର ବର୍ତ୍ତମାନ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପିଲାମାନଙ୍କ ପାଠପଢା ଓ ଲୋକମାନଙ୍କର ଜୀବନଜୀବିକା । କିନ୍ତୁ ଏସବୁ ଠାରୁ ଉର୍ଦ୍ଧ୍ବରେ ରହିଛି ମଣିଷ ଜୀବନର ସୁରକ୍ଷା । ଏହି…

ରାଜ୍ୟରେ କୋରୋନା ସ୍ଥିତିରେ ଆଖିଦୃଶିଆ ଉନ୍ନତି, ସେତେ ମାରାତ୍ମକ ହେବ ନାହିଁ ତୃତୀୟ ପ୍ରବାହ : ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର- ରାଜ୍ୟରେ କୋରୋନାର ଦ୍ୱିତୀୟ ପ୍ରବାହ ମଝିରେ ଦୈନିକ ପଜିଟିଭ ହାର ୨୬ ପ୍ରତିଶତ ଥିଲା । ଏବେ ଏହା ଖସି ୧୧ ପ୍ରତିଶତରେ ପହଂଚିଛି । ଲକଡାଉନ ହଟିଲା ବେଳେକୁ ଦୈନିକ ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହିଥିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର କହିଛନ୍ତି । ସେ…