କରୋନା ଟିକା ନେବା ପରେ ସଂକ୍ରମିତ ହୋଇଥିବା କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ନାହିଁ: ଏମ୍ସ ରିପୋର୍ଟ
ନୂଆଦିଲ୍ଲୀ: ଟିକା ନେବା ପରେ କରୋନା ସଂକ୍ରମିତ ହୋଇଥିବା କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇନାହିଁ । ଏପ୍ରିଲି-ମେ’ରେ ଏଭଳି କୌଣସି ରିପୋର୍ଟ ଆସିନାହିଁ ବୋଲି ଦିଲ୍ଲୀ ଏମ୍ସ ଦ୍ୱାରା କାରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି । ଯେଉଁମାନେ ଟିକା ନେବା ପରେ ସଂକ୍ରମିତ ହୋଇଛନ୍ତି, ସେମାନେ ସୁସ୍ଥ…