ନବରଙ୍ଗପୁର ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ, କୋଭିଡ ସ୍ଥିତିର ସମୀକ୍ଷା

ନବରଙ୍ଗପୁର - ନବରଙ୍ଗପୁର ଜିଲ୍ଲାରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ରହିଛି । ସମୀକ୍ଷା କଲା ପରେ ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । କୋରୋନା ସଂକ୍ରମଣ ଏବେ ୨୦ ପ୍ରତିଶତରୁ ଖସି ୧୩ ପ୍ରତିଶତରେ ପହଂଚିଛି । ଜିଲ୍ଲାରେ ଦିନକୁ ୬ ଶହ ଲୋକଙ୍କ ଆରଟି-ପିସିଆର୍ ଟେଷ୍ଟ କରାଯିବା…

ରାଜ୍ୟରେ କୋରୋନାରେ ଆଉ ୩୫ ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଂଟାରେ ୩୫ ଜଣ ରୋଗୀଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୫ ଣ କୋରୋନାରେ ପ୍ରାଣ ହରାଇଛନ୍ତି । କଟକ, କଳାହାଣ୍ଡି, କେନ୍ଦ୍ରାପଡା, ଖୋର୍ଦ୍ଧା, ନବରଙ୍ଗପୁର ଓ ସମ୍ବଲପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ…

ରାଜ୍ୟରେ ଖସୁଛି କୋରୋନା ସଂକ୍ରମଣ ଗ୍ରାଫ୍‌, ଦିନକରେ ୮ ହଜାର ୩୧୩ ନୂଆ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୭୫

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୧୦ ହଜାର ତଳେ ରହିବା ଜାରି ରହିଛି । ଦିନକରେ ୮ ହଜାର ୩୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୪ ହଜାର ୬୫୫ ଓ ସ୍ଥାନୀୟ ଅଂଚଳରୁ ୩ ହଜାର ୬୫୮ ମାମଲା ଆସିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ୟୁଟ୍ୟୁବ ଚ୍ୟାନେଲ ଲୋକାର୍ପିତ

ଭୁବନେଶ୍ୱର- ଓଡିଶାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ସୁଦୂରପ୍ରସାରୀ କରିବା ଉଦ୍ଦେଶ୍ୟରେ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ୟୁ ଟ୍ୟୁବ ଚ୍ୟାନେଲର୍ ଶୁଭାରମ୍ଭ କରାଯାଇଛି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଓ ନିର୍ଦ୍ଦେଶକ…

ଝାରପଡା ସ୍ୱତନ୍ତ୍ର ଜେଲ୍ ଚିଫ୍ ୱାର୍ଡର ସୁଦର୍ଶନ ବାରିକ ସସପେଣ୍ଡ୍‌

‌ଭୁବନେଶ୍ୱର- ଝାରପଡା ସ୍ୱତନ୍ତ୍ର ଜେଲ୍‌ର ଚିଫ୍ ୱାର୍ଡର ସୁଦର୍ଶନ ବାରିକଙ୍କୁ ସସପେଣ୍ଡ୍ କରାଯାଇଛି । ଝାରପଡା ସ୍ୱତନ୍ତ୍ର ଜେଲରୁ ମୋବାଇଲ୍ ଓ ଗଂଜେଇ ଭଳି ନିଷିଦ୍ଧ ସାମଗ୍ରୀ ମିଳିବା ପରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଡିଜି ( ପ୍ରିଜନ )ସନ୍ତୋଷ ଉପାଧ୍ୟାୟଙ୍କ…

ରାଜ୍ୟରେ ଲକଡାଉନ ଅବଧି ଜୁନ୍ ୧୭ ଯାଏଁ ବୃଦ୍ଧି, ତିନି ଜିଲ୍ଲାରେ କଟକଣା ସାମାନ୍ୟ କୋହଳ

ଭୁବନେଶ୍ୱର- ରାଜ୍ୟରେ ଲକଡାଉନକୁ ଜୁନ୍ ୧୭ ଯାଏଁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ମାନେ ଆଉ ୧୬ ଦିନ ଲକଡାଉନ ବୃଦ୍ଧି କରାଯାଇଛି । ଏ ସଂପର୍କରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସାରା ରାଜ୍ୟରେ ସପ୍ତାହାନ୍ତ ସଟ୍‌ଡାଉନ ଜାରି ରହିବ । ତିନିଟି ଜିଲ୍ଲାରେ ଲକଡାଉନ…