ନାରଦ ଷ୍ଟିଙ୍ଗ୍ ମାମଲା: ଗିରଫ ଚାରି ନେତାଙ୍କୁ ଅନ୍ତରୀଣ ଜାମିନ

କୋଲକାତା: ନାରଦ ଷ୍ଟିଙ୍ଗ ଅପରେସନ୍ ମାମଲାରେ ଗିରଫ ହୋଇଥିବା ଦୁଇ ମନ୍ତ୍ରୀ, ଜଣେ ବିଧାୟକ ତଥା ପୂର୍ବତନ ବିଧାୟକଙ୍କୁ ଶୁକ୍ରବାର କଲିକତା ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । ଏହି ନେତାମାନଙ୍କୁ ଦୁଇ ଲକ୍ଷ ଟଙ୍କା ମୂଲ୍ୟର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ମଞ୍ଜୁର…

କୋରୋନା ଟିକା ପାଇଁ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ଜୁନ୍ ୪କୁ ଘୁଂଚିଲା

ଭୁବନେଶ୍ୱର- କୋରୋନା ଟିକା କିଣିବା ଲାଗି ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ୭ ଦିନ ଘୁଂଚିଛି । ଆଜି ସରିବାକୁ ଥିବା ଏହି ପ୍ରକ୍ରିୟା ଜୁନ୍ ୪ ତାରିଖକୁ ଘୁଂଚାଇ ଦିଆଯାଇଛି । ବଜାରରୁ ଟିକା କିଣିବା ଲାଗି ରାଜ୍ୟ ସରକାର ଗ୍ଲୋବାଲ୍ ଟେଣ୍ଡର ଆହ୍ୱାନ କରିଥିଲେ ।…

ବାତ୍ୟା ସମୀକ୍ଷା ବୈଠକରେ ପ୍ରାକୃତିକ ବିପର୍ଯ୍ୟୟର ଦୀର୍ଘସ୍ଥାୟୀ ସମାଧାନ ପାଇଁ ସହାୟତା ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ପ୍ରଧାନମନ୍ତ୍ରୀଙ୍କ ସହ ବାତ୍ୟା କ୍ଷୟକ୍ଷତି ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଦେଶ ଏବେ ମହାମାରୀ ସଂକଟ ଦେଇ ଗତି କରୁଛି । ଏପରି ସ୍ଥିତିରେ କେନ୍ଦ୍ର ଉପରେ ଅଧିକ ଚାପ ଦେବାକୁ ଆମେ ଚାହୁଁନାହୁଁ । ବାତ୍ୟାର ମୁକାବିଲା ନିଜସ୍ୱ…

ବାତ୍ୟା ୟାଶ୍ ସମୀକ୍ଷା ବୈଠକ ଶେଷ, ତୁରନ୍ତ ରିଲିଫ ପ୍ୟାକେଜ୍ ଦାବି କଲେ ନାହିଁ ରାଜ୍ୟ ସରକାର, ୭ ଦିନ ପରେ ଜଣାଯିବ…

ଭୁବନେଶ୍ୱର- ବାତ୍ୟା ୟାଶ୍ କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଶେଷ ହୋଇଛି । ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଉଚ୍ଚ ପଦାଧିକାରଙ୍କ ସହ ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକ କରିଥିଲେ । ବୈଠକରେ ପ୍ରଧାନମନ୍ତ୍ରୀଙ୍କଠାରେ କୌଣସି ରିଲିଫ ପ୍ୟାକେଜ ଦାବି…

ବଲିଉଡ୍ ଡ୍ରଗ୍ସ ମାମଲା: ସୁଶାନ୍ତ ସିଂହ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥ ପିଥାନିଙ୍କୁ ଗିରଫ କଲା ଏନ୍‌ସିବି

ମୁମ୍ବାଇ: ବଲିଉଡ୍ ଡ୍ରଗ୍ସ ଲିଙ୍କ୍‌ର ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ସୁଶାନ୍ତ ସିଂହ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥ ପିଥାନିଙ୍କୁ ଗିରଫ କରିଛି । ଗତବର୍ଷ ଜୁନ୍ ୧୪ରେ ସୁଶାନ୍ତଙ୍କ ମୃତଦେହ ତାଙ୍କ ଫ୍ଲାଟ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା ।…

ଆଣ୍ଟିବଡ଼ି କକ୍‌ଟେଲ୍ ଦ୍ୱାରା ଭାରତରେ ଆରମ୍ଭ ହେଲା କୋଭିଡ୍ ଚିକିତ୍ସା, ଗୋଟିଏ ଡୋଜ୍‌ର ଦାମ ୫୯,୭୫୦ ଟଙ୍କା

ନୂଆଦିଲ୍ଲୀ: ଭାରତରେ ଗମ୍ଭୀର କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏକ କକ୍‌ଟେଲ୍ ଔଷଧର ବ୍ୟବହାର ଆରମ୍ଭ ହୋଇଛି । ଏହି କକ୍‌ଟେଲ୍‌କୁ ସୋମବାର ଲଞ୍ଚ୍ କରାଯାଇଥିଲା । ରୋଚ୍ ଇଣ୍ଡିଆ ଓ ସିପ୍‌ଲା ଦ୍ୱାରା ଏହି ଔଷଧ ବିକଶିତ ହୋଇଛି । ଏହାର ଗୋଟିଏ ଡୋଜ୍‌ର ଦାମ ହେଉଛି ୫୯,୭୫୦ ଟଙ୍କା । ଏହି…

ସମ୍ବଲପୁର ଓ ସୁନ୍ଦରଗଡରେ ଆଉ ୨ଟି କୋଭିଡ ହସପିଟାଲକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ସମ୍ବଲପୁର: ସମ୍ବଲପୁର ଏବଂ ସୁନ୍ଦରଗଡ ଜିଲ୍ଲାରେ ଆଉ ୨ଟି କୋଭିଡ ହସପିଟାଲ ନିର୍ମାଣ ହେବ । ସେହିପରି ତାଳଚେରସ୍ଥିତ ଡିସିଏଚ୍ ରେ ଉଭୟ ସାଧାରଣ ଓ ଆଇସିୟୁ ବେଡ୍ ସଂଖ୍ୟା ବ୍ରୁଦ୍ଧି କରାଯିବ । ଆଜି ମୁଖ୍ୟମନ୍ତ୍ରୀ ଏହି ସମସ୍ତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । କୋଭିଡ ରୋଗୀଙ୍କ ସଂଖ୍ୟା…