ଆଉ ନାହାଁନ୍ତି ‘ମହାଭାରତ’ର ଇନ୍ଦ୍ର ସତୀଶ କୌଲ

ଚଣ୍ଡିଗଡ଼ – ଲୋକପ୍ରିୟ ପୌରାଣିକ ଟିଭି ସିରିଏଲ୍ ‘ମହାଭାରତ’ରେ ଇନ୍ଦ୍ର ଦେବତା ଭୂମିକାରେ ଅଭିନୟ କରିଥିବା ସତୀଶ କୌଲ ଆଉ ନାହାନ୍ତି । ଆଜି ସକାଳ ୧୦ଟାରେ ତାଙ୍କର ପରଲୋକ ହୋଇଯାଇଛି । ସେ କିଛି ଦିନ ତଳେ କରୋନାରେ ସଂକ୍ରମିତ ହୋଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା ।…

କରୋନା କାଳରେ ୬୦ ପ୍ରତିଶତ ବଢିଛି ବିଶ୍ୱର କୋଟିପତିଙ୍କ ସମ୍ପତ୍ତି

ନ୍ୟୁୟର୍କ - ଫୋର୍ବସ୍ ୨୦୨୧ ବର୍ଷ ପାଇଁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକା ଅନୁଯାୟୀ, ସମଗ୍ର ବିଶ୍ୱରେ କରୋନା ସଂକ୍ରମଣ ସତ୍ତ୍ୱେ କୋଟିପତିଙ୍କ ପାଇଁ ଏହି ବର୍ଷ ଅତ୍ୟନ୍ତ ସ୍ୱତନ୍ତ୍ର ସାବ୍ୟସ୍ତ ହୋଇଥିଲା । କାରଣ ଚଳିତ ବର୍ଷ କୋଟିପତିଙ୍କ ସମ୍ପତ୍ତି…

କାର୍ଯ୍ୟ ଏଭଳି କରନ୍ତୁ, ଆପଣଙ୍କ ପରପିଢ଼ି ମଧ୍ୟ ମନେ ରଖିବ: 5T ସଚିବ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ‘ହାଇସ୍କୁଲ ଟ୍ରାନ୍ସଫରମେସନ’କାର୍ଯ୍ୟକ୍ରମରେ ହାଇସ୍କୁଲ ଭିତ୍ତିଭୂମି ବିକାଶର ସମୀକ୍ଷା କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆାନ । ଏହି ଅବସରରେ ସେ ବିଭିନ୍ନ ସ୍କୁଲ ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା…

ମାସ୍କ ନ ପିନ୍ଧିବାରୁ ପୋଲିସ୍ କାଟିଲା ଚାଲାଣ, ବଦଳରେ ଥାନାର ଲାଇନ୍ କାଟିଲେ ବିଦ୍ୟୁତ ବିଭାଗର କର୍ମଚାରୀ

ନୋଏଡା – ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ପ୍ରାୟ ସବୁ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । କୋଭିଡ୍ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ଉପରେ ମୋଟା ଜରିମାନା ଲଗାଯାଉଛି । ଏହାରି ଭିତରେ ନୋଏଡାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଗ୍ରେଟର ନୋଏଡାରେ ପୋଲିସ୍ ଚେକିଂ…

ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ହିଂସା, ସିଆଇଏସଏଫ ଯବାନଙ୍କ ଗୁଳିରେ ୪ ମୃତ

କୋଲକାତା - ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ କୋଚବେହାରରେ ଘଟିଥିବା ହିଂସାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ ଉତ୍ତର ପଶ୍ଚିମବଙ୍ଗର କୋଚବେହାରସ୍ଥିତ ସୀତାଲୁଚିରେ ସେଣ୍ଟ୍ରାଲ ଫୋର୍ସ ସିଆଇଏସଏଫ ଯବାନଙ୍କ ଗୁଳି ଚଳାଇବାରୁ ଚାରି ଜଣଙ୍କ ମୃତ୍ୟୁ ହୋଇଥିଲା…

କୋରୋନା ନିୟନ୍ତ୍ରଣ ପଦକ୍ଷେପ : ଆଜିଠାରୁ ବାହାର ରାଜ୍ୟରୁ ଓଡିଶା ଆସୁଥିବା ଲୋକଙ୍କ ଉପରେ କଟକଣା

ଭୁବନେଶ୍ୱର- କୋରୋନା ନିୟନ୍ତ୍ରଣ ପାଇଁ ଆଜିଠାରୁ ବାହାରୁ ଓଡିଶା ଆସୁଥିବା ରେଳ ଯାତ୍ରୀଙ୍କ ଉପରେ କଟକଣା ଲାଗୁ ହୋଇଛି । କୋରୋନା ନେଗେଟିଭ ରିପୋର୍ଟ ନ ଥିଲେ ବାହାର ରାଜ୍ୟର ଯାତ୍ରୀ ୭ ଦିନ କ୍ୱାରେଂଟାଇନରେ ରହିବା ବାଧ୍ୟତାମୂଳକ । ଓଡିଶାକୁ ଆସୁଥିବା ଯାତ୍ରୀଙ୍କୁ ୭୨ ଘଂଟାର ଆରଟି-ପିସିଆର୍…