ଟିକାର ଦୁଇଟି ଯାକ ଡୋଜ୍ ନେବା ସତ୍ତ୍ୱେ କରୋନା ସଂକ୍ରମିତ ହେଲେ ଦିଲ୍ଲୀର ୩୭ ଡାକ୍ତର
ନୂଆଦିଲ୍ଲୀ - ସାର୍ ଗଙ୍ଗାରାମ ହସ୍ପିଟାଲ୍ର ୩୭ ଡାକ୍ତର କରୋନା ପଜିଟିଭ୍ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ କୋଭିଡ୍ ଟିକାର ଦୁଇଟି ଯାକ ଡୋଜ୍ ନେବା ସତ୍ତ୍ୱେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।
ଟିକା ନେବା ସତ୍ତ୍ୱେ ଏହି ଘରୋଇ ହସ୍ପିଟାଲର୍…