ବିଧାନସଭା ନିର୍ବାଚନ: ତାମିଲନାଡୁ, କେରଳ ଓ ପୁଡୁଚେରୀରେ ମତଦାନ ଆରମ୍ଭ, ପଶ୍ଚିମବଙ୍ଗରେ ତୃତୀୟ ଓ ଆସାମରେ ଶେଷ…

ନୂଆଦିଲ୍ଲୀ - ତାମିଲନାଡୁ ଓ କେରଳ ସମେତ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ଏହି ତିନି ରାଜ୍ୟରେ ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ହେବ । ସେପଟେ ପଶ୍ଚିମବଙ୍ଗରେ ଆଜି ତୃତୀୟ ପର୍ଯ୍ୟାୟ ଓ ଆସାମରେ ଅନ୍ତିମ ପର୍ଯ୍ୟାୟ ମତଦାନ ମଧ୍ୟ ଆରମ୍ଭ ହୋଇସାରିଛି ।…

ନ୍ୟୁଜରୁମ୍: ସକାଳର ଖବର

ଚାରି କୋଭିଡ ପ୍ରଭାବିତ ଜିଲ୍ଲାରେ ନିୟୋଜିତ ହେବେ ୩୬ ପିଜି ଡାକ୍ତର ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ରାଜ୍ୟରେ କୋଭିଡ ଟିକାକରଣର ସମୟରେ ପରିବର୍ତ୍ତନ, ସକାଳ ୮ରୁ ୧୨ ଏବଂ ୩ରୁ ୬ଟା ମଧ୍ୟରେ ଟିକା ପିପିଲିରୁ ୫୦ ଲକ୍ଷ ଟଙ୍କା ଜବତ, ଅଟକ ୨ ଯୁବକଙ୍କ ସହ ବିଜେପି ପ୍ରାର୍ଥୀଙ୍କ ଲିଙ୍କ୍…

Newsroom: Morning Headlines

With Fear of Losing, BJP Pumping in Huge Amount of Money in Pipli to Influence By-poll: BJD Ganjam Administration Caps Marriage Gatherings At 100; Packaged Food For Guests Odisha: 215 Patients Recover from COVID-19 COVID-19:…

ଚାରି କୋଭିଡ ପ୍ରଭାବିତ ଜିଲ୍ଲାରେ ନିୟୋଜିତ ହେବେ ୩୬ ପିଜି ଡାକ୍ତର

ଭୁବନେଶ୍ୱର- ଚାରି ଜିଲ୍ଲାରେ କୋଭିଡ ପରିଚାଳନାରେ ସହାୟତା କରିବାକୁ ୩୬ ଜଣ ପିଜି ଡାକ୍ତରଙ୍କୁ ନିୟୋଜିତ କରାଯିବ । ରାଜ୍ୟରେ ତିନିଟି ମେଡିକାଲ କଲେଜର ପିଜି ଡାକ୍ତରଙ୍କୁ କଳାହାଣ୍ଡି, ନୂଆପଡା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ପଠାଯିବ । କଳାହାଣ୍ଡି ଓ ନୂଆପଡା ଜିଲ୍ଲାକୁ ୧୦ ଜଣ ଲେଖାଏଁ,…

ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ରାଜ୍ୟରେ କୋଭିଡ ଟିକାକରଣର ସମୟରେ ପରିବର୍ତ୍ତନ, ସକାଳ ୮ରୁ ୧୨ ଏବଂ ୩ରୁ ୬ଟା ମଧ୍ୟରେ ଟିକା

ଭୁବନେଶ୍ୱର- ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ରାଜ୍ୟରେ କୋଭିଡ ଟିକାକରଣର ସମୟରେ ପରିବର୍ତ୍ତନ ହୋଇଛି । ଏଣିକି ଦିନ ୮ଟାରୁ ୧୨ଟା ଏବଂ ୩ଟାରୁ ସଂଧ୍ୟା ୬ଟା ଯାଏଁ ଟିକା ଦିଆଯିବ । ଏ ନେଇ ସବୁ ଜିଲ୍ଲାପାଳ, କମିଶନର ଓ ସିଡିଏମଓଙ୍କୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ସବୁ ଟିକାକରଣ…

ପିପିଲିରୁ ୫୦ ଲକ୍ଷ ଟଙ୍କା ଜବତ, ଅଟକ ୨ ଯୁବକଙ୍କ ସହ ବିଜେପି ପ୍ରାର୍ଥୀଙ୍କ ଲିଙ୍କ୍ ଅଭିଯୋଗ, ମୁଖ୍ୟ ନିର୍ବାଚନ…

ପିପିଲି - ପିପିଲରୁ ଜବତ ହୋଇଥିବା ୫୦ ଲକ୍ଷ ଟଙ୍କା ସହ ବିଜେପି ପ୍ରାର୍ଥୀଙ୍କ ଲିଙ୍କ୍ ରହିଛି ବୋଲି ଅଭିଯୋଗ ହୋଇଛି । ଟଙ୍କା ଜବତ ମାମଲାରେ ଅଟକ ଥିବା ୨ ଅଭିଯୁକ୍ତଙ୍କ ସହ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଲିଙ୍କ୍ ଥିବା ଅଭିଯୋଗ ହୋଇଛି । ଅଟକ ୨ ଯୁବକଙ୍କ ସହ ଆଶ୍ରିତଙ୍କ ଫଟୋ ଏବେ…

ଝିଅ ଯୋଗାଇ ଦେବା ପାଇଁ ବାଧ୍ୟ କରୁଥିଲେ ପୋଲିସ ଅଧିକାରୀ

ଭୁବନେଶ୍ୱର: ପୋଲିସ ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସିପାହୀଙ୍କ ପତ୍ନୀ । ସ୍ୱାମୀଙ୍କୁ ଝିଅ ଯୋଗାଇ ଦେବା ପାଇଁ ବାଧ୍ୟ କରୁଥିଲେ କମାଣ୍ଡାଂଟ ଡିସିପି ବିଜୟ କୁମାର ସାହୁ । ଏପରିକି ଦାବି ମୁତାବକ ଝିଅ ଯୋଗାଇ ନଦେଲେ ଅନ୍ୟ ଜିଲ୍ଲାକୁ ବଦଳି କରିଦେବା ପାଇଁ ଧମକ ଦେଉଥିଲେ । ୨…