ଜଷ୍ଟିସ ଏନ.ଭି ରମନ୍ନା ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତ, ଆସନ୍ତା ୨୪ରେ ଶପଥ, ଶୁଭେଚ୍ଛା…

ନୂଆଦିଲ୍ଲୀ - ଜଷ୍ଟିସ ଏନ.ଭି ରମନ୍ନା ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ,ଜଷ୍ଟିସ ରମନ୍ନାଙ୍କୁ ଦେଶର ୪୮ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି । ଏହିମାସ ୨୪ ତାରିଖରେ ଜଷ୍ଟିସ ରମନ୍ନା ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ…

ଦିନକରେ ଆଉ ୯୬,୯୮୨ କରୋନା ଆକ୍ରାନ୍ତ ଚିହ୍ନଟ, ୪୪୬ ମୃତ

ନୂଆଦିଲ୍ଲୀ – ଭାରତରେ କ୍ରମାଗତ ତୃତୀୟ ଦିନ ଧରି ୯୦ ହଜାରରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୯୬,୯୮୨ ମାମଲା ସାମ୍ନାକୁ ଆସିଛି । ଗତକାଲି ପ୍ରଥମ ଥର ଦୈନିକ ମାମଲା ଲକ୍ଷେ ଟପିଥିଲା । ଦିନକରେ ଏହି ମହାମାରୀରେ ଆଉ ୪୪୬ ଜଣଙ୍କ ମୃତ୍ୟୁ ହୋଇଛି ।…

କରୋନା ପ୍ରକୋପ: ଆଜିଠୁ ଦିଲ୍ଲୀରେ ରାତ୍ରିକାଳୀନ କର୍ଫ୍ୟୁ

ନୂଆଦିଲ୍ଲୀ – କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଜିଠାରୁ ଦିଲ୍ଲୀ ସରକାର ଜାତୀୟ ରାଜଧାନୀ ନଗରୀରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି । ଦିଲ୍ଲୀରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ କଫ୍ରୁ୍ୟ ଲାଗିବ । ଦିଲ୍ଲୀରେ ଗତ କିଛିଦିନ ଧରି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି ।…

ରାଜ୍ୟରେ ଦ୍ୱିତୀୟ ଲହରୀର ବେଗ ଅଧିକ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ ବର୍ତ୍ତମାନ ୩ ଲକ୍ଷ ୪୭ ହଜାର କୋଭିସିଲଡ୍ ଟିକା ଅଛି । ଆଜି ଆଉ ୩ ଲକ୍ଷ ୪୯ ହଜାର ଡୋଜ୍ ଟିକା ରାଜ୍ୟରେ ପହଂଚିବ । ଏହି ଟିକା ମାତ୍ର ତିନି ଦିନ ଯିବ । ଅଧିକ ଟିକା ନ ମିଳିଲେ ରାଜ୍ୟରେ ଟିକାକରଣ ବାଧାପ୍ରାପ୍ତ ହେବ । ତେଣୁ ଅଧିକ ଟିକା ପାଇଁ କେନ୍ଦ୍ରକୁ ପୁଣି ଚିଠି…

କୋଭିଡ ନିୟମ ଉଲ୍ଲଂଘନ ପାଇଁ ରାଜଧାନୀର ଆଉ ଏକ ଶିକ୍ଷାନୁଷ୍ଠାନ ସିଲ୍

ଭୁବନେଶ୍ୱର- ଭୁବନେଶ୍ୱରରେ ସିଲିକନ ନାମକ ଏକ ଶିକ୍ଷାନୁଷ୍ଠାନକୁ ସିଲ୍ କରିଛି ବିଏମସି । କୋଭିଟ କଟକଣା ଉଲ୍ଲଂଘନ ଅଭିଯୋଗରେ ଅନୁଷ୍ଠାନକୁ ସିଲ୍ କରିଛି ବିଏମସି । କଟକଣା ଉଲ୍ଲଂଘନ ନେଇ ପୂର୍ବରୁ ସିଲିକନକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା । ତେବେ ସନ୍ତୋଷଜନକ ଜବାବ ନ ମିଳିବାରୁ…

ସ୍ୱର୍ଣ୍ଣ ପଦକ ବିଜେତା ବଡିବିଲଡର ରଶ୍ମୀରଂଜନ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର- ଦଶମ ଫେଡେରେସନ କପ୍ ସିନିଅର ପୁରୁଷ ବଡିବିଲଡିଂ ଚାମ୍ପିଅନସିପରେ ୮୦ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ଓଡିଶାର ପ୍ରତିଯୋଗୀ ରଶ୍ମୀ ରଞ୍ଜନ ସାହୁ । ରଶ୍ମୀଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।…

କୋରୋନା ନିୟନ୍ତ୍ରଣ ପାଇଁ ପୁରୀ ପ୍ରଶାସନର ପଦକ୍ଷେପ : ୫ ସର୍ବାଧିକ ପ୍ରଭାବିତ ରାଜ୍ୟର ଯାତ୍ରୀଙ୍କୁ ଦେବାକୁ ହେବ…

ପୁରୀ- କୋରୋନା ମୁକାବିଲା ପାଇଁ ପୁରୀ ପ୍ରଶାସନର ପଦକ୍ଷେପ । ମଧ୍ୟପ୍ରଦେଶ, ଛତିଶଗଡ, ମହାରାଷ୍ଟ୍ର, କେରଳ ଓ ପଞ୍ଜାବର ପର୍ଯ୍ୟଟକଙ୍କ ଉପରେ କଡା ନଜର ରଖାଯିବ । ଏସବୁ ରାଜ୍ୟରୁ ପୁରୀ ଆସୁଥିବା ପର୍ଯ୍ୟଟକଙ୍କୁ ୭୨ ଘଂଟା ମଧ୍ୟରେ ଆରଟିପିସିଆର ରିପୋର୍ଟ ନେଗେଟିଭ ଥିଲେ ପୁରୀକୁ ଅନୁମତି ମିଳିବ ।…

ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଦଣ୍ଡନାଚ : ଶିବଶକ୍ତି ଆରାଧନାର ଅପୂର୍ବ ସମନ୍ୱୟ

ସୁଶାନ୍ତ କୁମାର ମହାରଣା  ଓଡ଼ିଶାରେ ବିଭିନ୍ନ ଲୋକନାଟକ ମଧ୍ୟରୁ ଦଣ୍ଡନାଚ ଅନ୍ୟତମ । ଦଣ୍ଡନାଚ ଓଡ଼ିଶାର ଗଂଜାମ ଜିଲ୍ଲାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ଦଣ୍ଡନାଚ ଧର୍ମୀୟ ଭାବନା ଏବଂ ଈଶ୍ୱର ବିଶ୍ୱାସ ଉପରେ ପ୍ରତିଷ୍ଠିତ । ଜିଲ୍ଲାର ବହୁ ବରିଷ୍ଠ ବ୍ୟକ୍ତିଙ୍କ କହିବା ଅନୁଯାୟୀ…

ରାଜ୍ୟରେ ୫୮୮ ନୂଆ କୋରୋନା ସଂକ୍ରମିତ ଚିହ୍ନଟ,ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୫

ଭୁବନେଶ୍ୱର- ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ଧରି ଦୈନିକ କୋରୋନା ସଂକ୍ରମଣ ୫ ଶହରୁ ଉପରେ ରହିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୮୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୩୪୨ ଓ ସ୍ଥାନୀୟ ଅଂଚଳରୁ ୨୪୬ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୫, ସୁନ୍ଦରଗଡରୁ…

ଟିଏମ୍‌ସି ନେତାଙ୍କ ଘରୁ ମିଳିଲା ଇଭିଏମ୍‌, ପୋଲିଂ ଅଧିକାରୀ ନିଲମ୍ବିତ

କୋଲକାତା - ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ତେବେ ତୃତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ଜଣେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ଗୌତମ ଘୋଷଙ୍କ ଘରୁ ଇଭିଏମ୍ ସହ ଭିଭିପାଟ୍ ମିଳିଛି । ଏହି ଘଟଣାରେ ସ୍ଥାନୀୟ ପୋଲିଂ ଅଧିକାରୀଙ୍କୁ…