ପିପିଲିରେ ନିର୍ବାଚନ ପ୍ରଚାର କରିବେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର- ପିପିଲି ଉପନିର୍ବାଚନ ପଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ପ୍ରଚାର କରିବେ ନବୀନ । ତେବେ, ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ତାରିଖ ଚୂଡାନ୍ତ ହୋଇନାହିଁ ବୋଲି ଦଳର ବରିଷ୍ଠ ନେତା ତଥା ପିପିଲି ପାଇଁ…

ଗଞ୍ଜାମ ଜିଲ୍ଲା ପ୍ରଶାସନର ନୂଆ କୋଭିଡ ନିର୍ଦ୍ଦେଶନାମା,ବାହାଘରେ କେବଳ ୧୦୦ ଅତିଥି, ଦିଆଯିବ ପ୍ୟାକେଟ ଖାଦ୍ୟ

ବ୍ରହ୍ମପୁର - କୋରୋନା ନିୟନ୍ତ୍ରଣ ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଆସିଛି । ଏଣିକି ବାହାଘରେ ଉତ୍ସବରେ କେବଳ ୧୦୦ଜଣ ଲୋକଙ୍କୁ ସାମିଲ ପାଇଁ ଅନୁମତି ମିଳିବ । ବିବାହ ଉତ୍ସବରେ ଅତିଥିଙ୍କୁ ପ୍ୟାକେଟ ଖାଦ୍ୟ ଯୋଗାଇ ଦିଆଯିବ । ଏହି…

ଆଉ ଦୁଇ ବଲିଉଡ୍ ସେଲିବ୍ରିଟିଙ୍କୁ କରୋନା

ମୁମ୍ବାଇ – କରୋନା ଆକ୍ରାନ୍ତ ବଲିଉଡ୍ ସେଲିବ୍ରିଟିଙ୍କ ତାଲିକା ଲମ୍ବିବାରେ ଲାଗିଛି । ଏହି ତାଲିକାରେ ଏବେ ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ ଭୂମି ପେଦ୍ନେକର ସାମିଲ ହୋଇଛନ୍ତି । ଭିକି କୌଶଲ ଆଜି ଟ୍ୱିଟ୍ କରି ସେ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି । କୋଭିଡ୍ ରିପୋର୍ଟ…

ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗର ତଦନ୍ତ କରିବ ସିବିଆଇ, ବମ୍ବେ ହାଇକୋର୍ଟ ଦେଲେ ଅନୁମତି

ମୁମ୍ବାଇ – ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ଆଣିଥିବା ଅଭିଯୋଗର ତଦନ୍ତ ସିବିଆଇ କରିବ । ବମ୍ବେ ହାଇକୋର୍ଟ ଆଜି ପରମବୀରଙ୍କ ଆବେଦନ ଉପରେ ଶୁଣାଣି କରି ୧୫ ଦିନ ମଧ୍ୟରେ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିବାକୁ ସିବିଆଇକୁ…

ଆବଶ୍ୟକ ହେଲେ ହିଁ ରାଜ୍ୟରେ ଦିନ କର୍ଫ୍ୟୁ : ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟରେ ଆବଶ୍ୟକ ପଡିଲେ ହିଁ ଦିନବେଳା କର୍ଫ୍ୟୁ ଜାରି ହୋଇପାରେ । ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଏହା କହିଛନ୍ତି । କୋଭିଡ ସ୍ଥିତି ଉପରେ କଡା ନଜର ରଖାଯାଉଛି । ଜିଲ୍ଲାପାଳମାନଙ୍କ ତଥ୍ୟକୁ ଆଧାର କରି କର୍ଫ୍ୟୁ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ…

ରାଜ୍ୟରେ ୧ କୋଟି ୧୬ ଲକ୍ଷ ଲୋକଙ୍କୁ ଟିକା ଦେବା ଲକ୍ଷ୍ୟ ଧାର୍ଯ୍ୟ, ୩୩ ଲକ୍ଷରୁ ଅଧିକ ଲୋକଙ୍କୁ ଦିଆଯାଇଛି ଟିକା

ଭୁବନେଶ୍ୱର- ସୀମାବର୍ତ୍ତି ଜିଲ୍ଲାଗୁଡିକରେ ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ସତର୍କ ଅଛନ୍ତି । ପଡୋଶୀ ଛତିଶଗଡରୁ ଆସୁଥିବା ଲୋକଙ୍କ ଟେଷ୍ଟିଂ ଓ ଟ୍ରେସିଂ କରାଯାଉଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ମାତ୍ର ୬ ଲକ୍ଷ…

କୋଭିଡ ନିୟମ ଉଲ୍ଲଂଘନ ପାଇଁ ଭୁବନେଶ୍ୱରର କୋଚିଂ ସେଂଟର ସିଲ୍‌

ଭୁବନେଶ୍ୱର- କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱରର ଜୟଦେବ ବିହାରର ଥିବା ଏକ ପ୍ରାଇଭେଟ୍ କୋଚିଂ ସେଂଟରକୁ ସିଲ୍ କରିଦିଆଯାଇଛି । ଆଜି ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଂଟରରେ ନଜର ରଖାଯିବ । ବିଏମସିର ସବୁ ୩ଟି ଜୋନରେ ଚଢାଉ ହେବ । କୋରୋନା ସଂକ୍ରମଣ ନିୟନ୍ତ୍ରଣରେ…

ରାଜ୍ୟରେ ଆଉ ୫୭୩ କୋରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୫୭୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରେ।।ନାର ଦ୍ୱିତୀୟ ଲହରୀରେ ଏହା ହେଉଛି ରାଜ୍ୟରେ ସର୍ବାଧିକ ଦୈନିକ ସଂକ୍ରମଣ । ସଂଗରୋଧରୁ ୩୩୭ ଓ ସ୍ଥାନୀୟ ଅଂଚଳରୁ ୨୩୬ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬ ଆକ୍ରାନ୍ତ…