ଛତିଶଗଡ଼ ମାଓ ଏନକାଉଣ୍ଟର: ୧୫ ଯବାନ ନିଖୋଜ

ନୂଆଦିଲ୍ଲୀ –ଛତିଶଗଡ଼ର ବିଜାପୁର ଓ ସୁକମା ଜିଲ୍ଲୀ ସୀମାରେ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗତାକଲି ହୋଇଥିବା ଏନକାଉଣ୍ଟରରେ ପାଞ୍ଚ ଯବାନ ସହିଦ୍ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ୧୫ ଜଣ ଯବାନ ନିଖୋଜ ଥିବା ଛତିଶଗଡ଼ ପୋଲିସ୍ ପକ୍ଷରୁ କୁହାଯାଇଛି । ସହିଦ ପାଞ୍ଚ ଯବାନଙ୍କ…

ସେପ୍ଟେମ୍ବର ପରେ ସଂକ୍ରମଣରେ ରେକର୍ଡ ବୃଦ୍ଧି, ଭାରତରେ ଆଉ ୯୩ ହଜାର କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ – ଭାରତରେ କରୋନାର ଦୈନିକ ମାମଲା ପ୍ରତି ଦିନ ରେକର୍ଡ ଭାଙ୍ଗୁଛି । ଗତାକଲି ୮୯ ହଜାର ମାମଲା ଆସିଥିବା ବେଳେ ଆଜି ୯୩,୨୪୯ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେପ୍ଟେମ୍ବର ପରେ ଦୈନିକ ମାମଲାରେ ରେକର୍ଡ ବୃଦ୍ଧି ଘଟିଛି । ଶେଷଥର ସେପ୍ଟେମ୍ବର ୧୯ରେ ୯୩,୩୩୭ ମାମଲା ଆସିଥିଲା । ନୂଆ…

ସମ୍ବଲପୁର ମଝିପାଲି ସରକାରୀ ହୋମିଓପାଥି କଲେଜରେ ଛାତ୍ରୀଙ୍କୁ ରାଗିଂ ନାମରେ ଯୈାନ ନିର୍ଯାତନ ଘଟଣାର ତଦନ୍ତ ନିର୍ଦ୍ଦେଶ

ସମ୍ବଲପୁର – ସମ୍ବଲପୁର ମଝିପାଲି ସ୍ଥିତ ସରକାରୀ ହୋମିଓପାଥି କଲେଜରେ ଛାତ୍ରୀମାନଙ୍କୁ ର‌୍ୟାଗିଂ ନାମରେ ଯୈାନ ନିର୍ଯାତନା ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ…

ଆସନ୍ତାକାଲି ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ - ଆସନ୍ତାକାଲି ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ସବୁ ରବିବାରୁ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ବନ୍ଦ ରଖିବାକୁ ପୂର୍ବରୁ ନିଷ୍ପତ୍ତି ନେଇଥିଲା, ଯାହା କି ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି । ରବିବାର…

ଚପଲ ଫିଙ୍ଗା ଘଟଣାରେ ୩ ବିଜେପି ବିଧାୟକଙ୍କୁ ନିଲମ୍ବନ କଲେ ବିଧାନସଭା ବାଚସ୍ପତି

ଭୁବନେଶ୍ୱର-ବିଧାନସଭାରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ୩ ବିଜେପି ବିଧାୟକଙ୍କୁ ନିଲମ୍ବନ କରିଛନ୍ତି । ନିଲମ୍ବିତ ବିଧାୟକମାନେ ହେଲେ ମୋହନ ମାଝୀ, ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ । ଭିଡିଓ ଫୁଟେଜ ତର୍ଜମା କଲା ପରେ…

ଆଇପିଏଲ୍ ପୂର୍ବରୁ ଅକ୍ଷର ପଟେଲ କରୋନା ସଂକ୍ରମିତ

ନୂଆଦିଲ୍ଲୀ - ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୪ତମ ସିଜନ୍ ଏପ୍ରିଲ୍ ୯ରୁ ଆରମ୍ଭ ହେବ । ଆଇପିଏଲ୍ ୨୦୨୧ ଆରମ୍ଭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଏକ ବଡ଼ ଝଟକା ଲାଗିଛି | ଦଳର ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ କରୋନା ସଂକ୍ରମିତ ହୋଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ସୂତ୍ରରୁ ପ୍ରକାଶ ଯେ…

ଆଣ୍ଟିଲିଆ ମାମଲା: ସଚିନ ବାଜେଙ୍କ ରିମାଣ୍ଡ ଅବଧି ଏପ୍ରିଲ ୭ ଯାଏଁ ବୃଦ୍ଧି

ମୁମ୍ବାଇ - ମୁମ୍ବାଇର ସ୍ୱତନ୍ତ୍ର ଏନଆଇଏ କୋର୍ଟ ଆଣ୍ଟିଲିଆ ମାମଲାରେ ନିଲମ୍ବିତ ମୁମ୍ବାଇ ପୋଲିସ ଅଧିକାରୀ ସଚିନ ବାଜେଙ୍କୁ ୭ ଏପ୍ରିଲ ପର୍ଯ୍ୟନ୍ତ ରିମାଣ୍ଡରେ ପଠାଇଛନ୍ତି । ଏହା ସହିତ ସଚିନ ବାଜେଙ୍କୁ ଚିକିତ୍ସା ସହାୟତା ଯୋଗାଇବାକୁ କୋର୍ଟ ଏନଆଇଏକୁ ନିର୍ଦ୍ଦେଶ ଦେଇଛନ୍ତି। ଏନ୍ଆଇଏ ୬…

No Jagannath Darshan on Sundays

Puri: The Shree Jagannath Temple Administration today issued a fresh standard operating procedure (SOP) for darshan of deities. According to the fresh SOP the temple will remain open on all days of the week except Sundays. The darshan…

ଛତିଶଗଡ଼ରେ ନକ୍ସଲ- ସୁରକ୍ଷା ବାହିନୀ ସଂଘର୍ଷ, ପାଞ୍ଚ ଯବାନ ସହିଦ୍

ରାୟପୁର - ଛତିଶଗଡର ବିଜାପୁର ଜିଲ୍ଲାରେ ଶନିବାର ନକ୍ସଲମାନଙ୍କ ସହ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀର ପାଞ୍ଚ ଯବାନ ସହିଦ୍ ହୋଇଥିବା ବେଳେ ୧୦ ଆହତ ହୋଇଛନ୍ତି। ଛତିଶଗଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ଏନକାଉଣ୍ଟରରେ ଅନେକ ନକ୍ସଲଙ୍କ ମଧ୍ୟ ମୃତ୍ୟୁ ଘଟିଛି। ସୂୂଚନା…