ଡିଜିପିଙ୍କ ରାଉରକେଲା, ଝାରସୁଗୁଡା ଓ ସମ୍ବଲପୁର ଗସ୍ତ, କୋରୋନା କଟକଣା କାର୍ଯ୍ୟକାରିତାର ସମୀକ୍ଷା

ଭୁବନେଶ୍ୱର- ପୋଲିସ ମହାନିର୍ଦ୍ଦେଶକ ଅଭୟ ରାଉରକେଲା, ଝାରସୁଗୁଡା ଓ ସମ୍ବଲପୁର ଗସ୍ତ କରି କୋରୋନା କଟକଣା କାର୍ଯ୍ୟକାରିତାର ସମୀକ୍ଷା କରିଛନ୍ତି । ଏଥିସହ ସେ ଆସନ୍ତା ୫ ତାରିଖରୁ ଆରମ୍ଭ ହେବାକୁ ଥିବା ଲକଡାଉନ ସେଠାରେ କିପରି କାର୍ଯ୍ୟକାରୀ ହେବ, ସେ ନେଇ ବି ଆଲୋଚନା କରିଛନ୍ତି । ଅମାନିଆଙ୍କ…

ଆଦର୍ଶ ସୃଷ୍ଟି କରୁଛି ଗଞ୍ଜାମ: ପ୍ରେସ୍ କ୍ଲବ୍ ହେଲା ସଙ୍ଗରୋଧ କେନ୍ଦ୍ର

ମହାମାରୀ କରୋନା ମୁକାବିଲାରେ ପ୍ରଥମ ଥର ଭଳି ଏଥର ମଧ୍ୟ ଗଞ୍ଜାମ ଜିଲ୍ଲାରେ ପ୍ରଶାସନ ଦ୍ବାରା ହେଉ ବା ବ୍ୟବସାୟୀ ସଂଘ ଜରିଆରେ, ଜନସାଧାରଣଙ୍କ ଦ୍ବାରା ହେଉ ବା ବ୍ୟକ୍ତିବିଶେଷଙ୍କ ମାଧ୍ୟମରେ ଏକାଧିକ ଅନୁକରଣୀୟ ପଦକ୍ଷେପ ଗ୍ରହଣ କରାଯାଇ ପାରିଛି । ପରବର୍ତ୍ତୀ ସମୟରେ ରାଜ୍ୟରେ ବା ଦେଶରେ…

୧୦ ଦିନରେ ୮ଟି ରାଜ୍ୟକୁ ୨୧୪ ଟ୍ୟାଙ୍କର ତରଳ ଅକ୍ସିଜେନ ପଠାଇଛି ଓଡିଶା

ଭୁବନେଶ୍ୱର- କୋରୋନା ସଂକଟ ଘନୀଭୂତ ହୋଇଥିବା ବେଳେ ଓଡିଶା ,ଦେଶର ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ପଠାଇବା ଜାରି ରଖିଛି । ଗତ୧୦ ଦିନରେ ଓଡିଶା ୮ଟି ରାଜ୍ୟକୁ ୨୧୪ ଟ୍ୟାଙ୍କର୍ ତରଳ ଅକ୍ସିଜେନ ପଠାଇ ସାରିଛି । ୮ଟି ରାଜ୍ୟକୁ ୩ ହଜାର ୯୬୫ ଟନ୍ ତରଳ ଅକ୍ସିଜେନ ପଠାଇ ସାରିଛି ଓଡିଶା । ଗ୍ରୀନ…

ବ୍ରହ୍ମପୁରରେ ତିନିଟି ଟିକାଦାନ କେନ୍ଦ୍ରରେ ଆସନ୍ତାକାଲି ଦିଆଯିବ କୋଭିଡ ଟିକା

ବ୍ରହ୍ମପୁର - ଆସନ୍ତାକାଲି ( ସୋମବାର ) ବ୍ରହ୍ମପୁରର କିଛି ଟିକାଦାନ କେନ୍ଦ୍ରରେ ୪୫ ବର୍ଷ ଓ ଅଧିକ ବୟସର ନାଗରିକଙ୍କ ପାଇଁ କୋଭିଡ ଟିକାକରଣ ହେବ । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆସ୍କାରୋଡ୍‌, ଗୁଡ୍‌ସସେଡ୍ ରୋଡ ଓ ଖୋଡାସିଂରେ ଥିବା ସହରାଂଚଳ ପ୍ରାଥମିକ…

ରାଜ୍ୟର କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ସମ୍ମୁଖ କୋରୋନା ଯୋଦ୍ଧାର ମାନ୍ୟତା ପାଇଁ ନବୀନଙ୍କ ଘୋଷଣା

ଭୁବନେଶ୍ୱର- ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ରାଜ୍ୟରେ ସାମ୍ବାଦିକଙ୍କୁ ସମ୍ମୁଖ କୋଭିଡ ଯୋଦ୍ଧା ଭାବେ ମାନ୍ୟତା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୬ ହଜାର ୯୪୪ କାର୍ଯ୍ୟରତ ସାମ୍ବାଦିକ କୋଭିଡ ଯୋଦ୍ଧାର ମାନ୍ୟତା ମିଳିବ । ଏହି ନିଷ୍ପତ୍ତି…

କେରଳରେ ଭାଙ୍ଗିବ ୪୦ ବର୍ଷର ପରମ୍ପରା ? କ୍ଷମତା ବଜାୟ ରଖିବା ଅଭିମୁଖେ ଏଲଡିଏଫ୍

ଥିରୁଭନନ୍ତପୁରମ : କେରଳ ବିଧାନସଭା ନିର୍ବାଚନ ଫଳାଫଳର ଟ୍ରେଣ୍ଡକୁ ଦେଖିଲେ ଏହା ସ୍ପଷ୍ଟ ଯେ ଚାରି ଦଶନ୍ଧି ପୁରୁଣା ପରମ୍ପରା ଭଙ୍ଗ ହେବାକୁ ଯାଉଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ଏହା ସ୍ପଷ୍ଟ ହୋଇଛି ଯେ ବାମପନ୍ଥୀ ମେଣ୍ଟ ଏଲଡିଏଫ୍ କ୍ଷମତା ବଜାୟ ରଖିବାକୁ ଯାଉଛି। ୧୯୮୦ ପରଠାରୁ ରାଜ୍ୟରେ…

ଉତ୍ସର୍ଗୀକୃତ ମନୋଭାବର ବଳିଷ୍ଠ ଉଦାହରଣ : ବାପାଙ୍କୁ ହରାଇବାର ୨୪ ଘଂଟା ମଧ୍ୟରେ କୋଭିଡ ଡ୍ୟୁଟିକୁ ଫେରିଲେ ଏମକେସିଜି…

ବ୍ରହ୍ମପୁର – କୋରୋନା ସଂକଟ ସମୟରେ ଅନେକ ଡାକ୍ତର ପ୍ରତିକୂଳ ପରିସ୍ଥିତିରେ ରହି ମଧ୍ୟ ରୋଗୀ ସେବା ଜାରି ରଖୁଛନ୍ତି । କୌଣସି ପ୍ରକାର ବାଧାବିଘ୍ନ ସେମାନଙ୍କୁ ଅଟକାଇ ପାରୁ ନାହିଁ । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ କାର୍ଯ୍ୟରତ ଡକ୍ଟର ନିହାର ରଂଞ୍ଜନ ସାହୁ ଏ କ୍ଷେତ୍ରରେ…

ତାମିଲନାଡୁ: କୋଏମ୍ବାଟୁର ଦକ୍ଷିଣ ଆସନରେ କମଲ ହାସନ ଆଗୁଆ

ଚେନ୍ନାଇ: ତାମିଲନାଡୁର କୋଏମ୍ବାଟୁର ଦକ୍ଷିଣ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଶିଷ୍ଟ ଅଭିନେତା କମଲ ହାସନ ଭୋଟ୍ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଭଲ ପ୍ରଦର୍ଶନ କରୁଛନ୍ତି। ପ୍ରଥମ ଥର ପାଇଁ ତାଙ୍କ ଦଳ ମକ୍କାଲ ନିଧି ମାୟାମ (ଏମ୍ଏନ୍ଏମ) ବିଧାନସଭା ନିର୍ବାଚନରେ…