କୋରୋନା ଆକ୍ରାନ୍ତ ଭାରତୀୟ ମହିଳା ହକି ଦଳର ସଦସ୍ୟ ଓ ଷ୍ଟାଫ୍‌ଙ୍କ ଦ୍ରୁତ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲଙ୍କ ସମେତ ୭ ଜଣ ଖେଳାଳି କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଦଳର ଦୁଇ ଜଣ ସପୋର୍ଟ ଷ୍ଟାଫ୍ ବି କୋରୋନା ଆକ୍ରାନ୍ତ ହୋଇଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରି ସମସ୍ତଙ୍କ ଆଶୁ ଆରୋଗ୍ୟ ଓ…

କୋଭିଡ ନିୟନ୍ତ୍ରଣ ପାଇଁ ୧୨ ଓଏଏସ ଅଧିକାରୀଙ୍କୁ ପଶ୍ଚିମ ଓଡିଶାର ୫ଟି ଜିଲ୍ଲାର ଦାୟିତ୍ୱ

ଭୁବନେଶ୍ୱର- କୋରୋନା ମୁକାବିଲା ପାଇଁ ପଦକ୍ଷେପ ସ୍ୱରୂପ ୧୨ ଓଏଏସ ଅଧିକାରୀଙ୍କୁ ପଶ୍ଚିମ ଓଡିଶାର ୫ଟି ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ନୂଆପଡା ଜିଲ୍ଲା ପାଇଁ ଓଏଏସ ଅଧିକାରୀ ହେମନ୍ତ କୁମାର ସିଂହ, ବିବେକାନନ୍ଦ ସାହୁ ଓ ଶ୍ୱେତକୁମାର ଦାଶଙ୍କୁ ଦାୟିତ୍ୱ ଦିଆଯାଇଛି । ବଲାଙ୍ଗିର…

କୋଭିଡ୍‌-୧୯: ପିଏମ୍ କେୟାର୍ସ ଫଣ୍ଡ୍‌କୁ ଦାନକଲେ ଦଲାଇ ଲାମା

ଧର୍ମଶାଳା: କରୋନା ବିରୋଧରେ ଭାରତର ଲଢ଼େଇକୁ ସୁଦୃଢ଼ କରିବା ପାଇଁ ତିବ୍ଦଦୀୟ ଧର୍ମଗୁରୁ ଦଲାଇ ଲାମା ପିଏମ୍ କେୟାର୍ସ ଫଣ୍ଡ୍‌କୁ ଅର୍ଥ ଦାନ କରିଛନ୍ତି । ଏକ ବିବୃତିରେ ଦଲାଇ ଲାମା ଏନେଇ ଘୋଷଣା କରିଛନ୍ତି । ଦଲାଇ ଲାମା କହିଛନ୍ତି, ଭାରତ ସମେତ ପୂରା ବିଶ୍ୱରେ କୋଭିଡ୍‌-୧୯ ମହାମାରୀ…

ବାଜପେୟୀଙ୍କ ଝିଆରି ଓ ପୂର୍ବତନ ସାଂସଦ କରୁଣା ଶୁକ୍ଲାଙ୍କ କରୋନାରେ ଦେହାନ୍ତ

ରାୟପୁର : କଂଗ୍ରେସ ନେତ୍ରୀ ତଥା ପୂର୍ବତନ ସାଂସଦ କରୁଣା ଶୁକ୍ଲାଙ୍କ ପରଲୋକ ହୋଇଯାଇଛି । ସେ କରୋନାରେ ସଂକ୍ରମିତ ଥିଲେ ଏବଂ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସୋମବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଶୁକ୍ଲା ପୂର୍ବତନ…

‘ଜାତୀୟ ସଙ୍କଟ’ ପ୍ରତି ନୀରବଦ୍ରଷ୍ଟା ରହିପାରିବୁ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ ଭୟାବହ କୋଭିଡ୍ ସ୍ଥିତିକୁ ‘ଜାତୀୟ ସଙ୍କଟ’ ରୂପେ ଅଭିହିତ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଏଥିପ୍ରତି ଆମେ ନୀରବଦ୍ରଷ୍ଟା ରହିପାରିବୁ ନହିଁ । ଦେଶରେ କୋଭିଡ୍ ସ୍ଥିତି ନେଇ ନିଜ ଆଡୁ ସଜ୍ଞାନ ନେଇଥିବା ସୁପ୍ରିମକୋର୍ଟ କହିଛନ୍ତି, ଏହି ପ୍ରସଙ୍ଗରେ ବିଭିନ୍ନ ହାଇକୋର୍ଟରେ…

ସମ୍ବଲପୁର ବିଶ୍ବବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର ଆତ୍ମହୂତି ମାମଲା

ରାଜଭବନରୁ କୁଳପତିଙ୍କୁ ରିପୋର୍ଟ ତଲବ ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର ଆତ୍ମହୂତି ମାମଲାକୁ ଇତିମଧ୍ୟରେ ସପ୍ତାହେ ବିତିଛି । ସେପଟେ ଏହି ମାମଲା ଦିନକୁ ଦିନ ଜଟିଳ ରୂପ ଧାରଣ କରିଛି । ସ୍ବର୍ଗତ ମିଶ୍ରଙ୍କ ପରିବାରକୁ ନ୍ୟାୟ ସହ କୁଳପତିଙ୍କ…