ଦେଶର କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର-ଦେଶର କୋଭିଡ ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି । କୋରୋନା ସଂକ୍ରମଣ ଯୋଗୁଁ ଦେଶରେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇ ଛି । ଏହାର ମୁକାବିଲା ପାଇଁ ଓଡ଼ିଶା ଜାତୀୟ ସ୍ତରରେ ସବୁ ପ୍ରକାର ସହଯୋଗ…

କୋଭିଡ୍ ସ୍ଥିତି ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍, ଜାତୀୟ ଯୋଜନା କଣ ରହିଛି ଜଣାଇବାକୁ କହିଲେ

ନୂଆଦିଲ୍ଲୀ: ଭାରତରେ କରୋନା ସ୍ଥିତିକୁ ନେଇ ସୁପ୍ରିମକୋର୍ଟ ନିଜଆଡୁ କେନ୍ଦ୍ର ସରକାରଙ୍କୁ ନୋଟିସ୍ ପଠାଇଛନ୍ତି। ଅମ୍ଳଜାନ, ଅତ୍ୟାବଶ୍ୟକ ଔଷଧ ଯୋଗାଣ ଏବଂ ଟୀକାକରଣ ଢାଞ୍ଚା ଉପରେ କଣ ଜାତୀୟ ଯୋଜନା ପ୍ରସ୍ତୁତ ହୋଇଛି ସେନେଇ ଜଣାଇବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ କହିଛନ୍ତି । କୋର୍ଟ କହିଛନ୍ତି…

ସାବାଳକଙ୍କ ଟିକାକରଣ ପାଇଁ ରାଜ୍ୟରେ ଟିକା କେନ୍ଦ୍ର ବୃଦ୍ଧି କରାଯିବ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ ୫୩ ଲକ୍ଷ ୯ ହଜାର ୭୯୪ ଲୋକଙ୍କୁ ଟିକା ଦିଆଗଲାଣି । ଗତକାଲି ୧୦ ଲକ୍ଷ ୨ ହଜାର ୪୦୭ ଜଣଙ୍କୁ ଟିକା ଦିଆଯାଇଥିଲା । ଆଜି ରାଜ୍ୟର ୭୫୦ କେନ୍ଦ୍ରରେ ଚାଲିଛି କୋଭିଡ ଟିକାକରଣ । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି…

ସ୍ଥିତିକୁ ଦେଖି ଜୁନ୍ ପ୍ରଥମ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷା ବାବଦରେ ନିଷ୍ପତ୍ତି : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର- ମାଟ୍ରିକ ପରୀକ୍ଷା ବାତିଲ ହେଉ ବୋଲି କାହାର ବି ଇଛା ନ ଥିଲା । ପରୀକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ତେବେ, ପରିସ୍ଥିତି ଯୋଗୁଁ ହିଁ ପରୀକ୍ଷାକୁ ବାତିଲ କରିବାକୁ ପଡିଲା ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ଯୁକ୍ତ ଦୁଇ ପରୀକ୍ଷା…

ଦିଲ୍ଲୀକୁ ଅକ୍ସିଜେନ ଯୋଗାଇବ ଓଡିଶା, ନବୀନ ସରକାରଙ୍କ ବଦାନ୍ୟତାକୁ କେଜ୍ରିୱାଲଙ୍କ ପ୍ରଶଂସା

ନୂଆଦିଲ୍ଲୀ - କୋଭିଡ ମହାମାରୀ ଯୋଗୁଁ ଦିଲ୍ଲୀରେ ସଂଗୀନ ପରିସ୍ଥିତି ସୃଷ୍ଟି ହୋଇଛି । ରୋଗୀଙ୍କ ପାଇଁ ଅକ୍ସିଜେନ୍‌ର ଉତ୍କଟ ଅଭାବ ଦେଖାଦେଇଛି । ଏଭଳି ଏକ ଦୁଃସ୍ଥିତିରେ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ୍ ସରକାରଙ୍କୁ ସହାୟତାର ହାତ ବଢାଇଛନ୍ତି ଓଡିଶା ସରକାର । ଓଡିଶା ଦିଲ୍ଲୀକୁ ଅକ୍ସିଜେନ…

ହରିୟାଣା: ସ୍ବାସ୍ଥ୍ୟ କେନ୍ଦ୍ରରୁ ୧୭୧୦ ଟିକା ଡୋଜ୍ ଚୋରି

ଜିନ୍ଦ: କରୋନା ଟିକା ଅଭାବ ଅଭିଯୋଗ ମଧ୍ୟରେ ଏବେ ଟିକା ଚୋରି ମାମଲା କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ଏବେ ହରିୟାଣାର ଜିନ୍ଦ ସ୍ଥିିତ ଏକ ସ୍ବାସ୍ଥ୍ୟ କେନ୍ଦ୍ରରୁ ୧୭୧୦ ଟିକା ଡୋଜ ଚୋରି ହୋଇଯାଇଛି। ହରିୟାଣାରେ ଟିକା ଚୋରିର ଏହା ପ୍ରଥମ ଘଟଣା। ଏହାପୂର୍ବରୁ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ…