ଗଞ୍ଜାମ ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡ଼ିବା ମନା

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡ଼ି ବା ମନା ହୋଇଛି । କୋଭିଡ ମୁକାବିଲା ପାଇଁ ଏହି ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ । ଜରୁରୀ କାମ ଥିଲେ ବିଭାଗୀୟ ଅନୁମତି ଦରକାର । କଟକଣା ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଜିଲ୍ଲା ଜରୁରୀକାଳୀନ ବିଭାଗ…

ବୁର୍ଲାରେ ଆଉ ୨ କୋଭିଡ ହସପିଟାଲ ଯୋଜନା, ମୋଟ୍ ୪ଟି କୋଭିଡ ହସପିଟାଲରେ ହେବ ଚିକିତ୍ସା

ସମ୍ବଲପୁର: କରୋନାର ଦ୍ବିତୀୟ ଲହର କଳ୍ପନା ବାହାରକୁ ଚାଲିଗଲାଣି । ଏହା ଭୟଙ୍କର ରୂପ ଧାରଣ କରିସାରିଛି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ମଧ୍ୟ ପ୍ରାଣମୁର୍ଛା ଉଦ୍ୟମ ଚଲାଇଛନ୍ତି । ସାଂପ୍ରତିକ ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ଗତବର୍ଷ ଠାରୁ ୫ ଗୁଣ ଅଧିକ କୋଭିଡ ହସପିଟାଲ ଖୋଲିବାକୁ…

କୁମ୍ଭମେଳା ଫେରନ୍ତାଙ୍କ ଉପରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ନଜର

ଭୁବନେଶ୍ୱର- ରାଜ୍ୟରେ କୁମ୍ଭମେଳା ଫେରନ୍ତାଙ୍କ ଉପରେ ରଖାଯିବ ସ୍ୱତନ୍ତ୍ର ନଜର । ଉତ୍ତରାଖଣ୍ଡରେ ନାମ ପଂଜିକରଣ କରି ଯେଉଁମାନେ କୁମ୍ଭମେଳା ପାଇଁ ଉତ୍ତରାଖଣ୍ଡ ଯାଇଥିଲେ, ସେମାନଙ୍କ ତାଲିକା ପ୍ରସ୍ତୁତ କରି ଟ୍ରାକିଂ କରିବା ପାଇଁ ଜିଲ୍ଲାପାଳ ଓ ମ୍ୟୁନିସିପାଲଟି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ…

ଏସିଆନ ଭାରୋତ୍ତୋଳନ ପ୍ରତିଯୋଗିତାର ଓଡିଶାର ଝିଲ୍ଲୀ ଦଳବେହେରାଙ୍କୁ ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର- ସିନିଅର ଏସିଆନ ଭାରୋତ୍ତୋଳନ ପ୍ରତିଯୋଗିତାରେ ୪୫ କିଲୋଗ୍ରାମ ବର୍ଗରେ ଓଡିଶାର ଝିଲ୍ଲୀ ଦଳବେହେରା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୧୫୭ କିଲୋଗ୍ରାମ ଭାରୋତ୍ତୋଳନ କରି ପ୍ରଥମ ସ୍ଥାନରେ ରହିଥିଲେ । ଉଜବେକିସ୍ତାନର ରାଜଧାନୀ ତାସକେଂଟରେ ଚାଲିଥିବା ପ୍ରତିଯୋଗିତାରେ ଓଡିଶାରୁ…

କୋରୋନା ଆକ୍ରାନ୍ତ ଗ୍ୟାଙ୍ଗଷ୍ଟର ହାଇଦରର ଚିକିତ୍ସା ଜେଲରେ କରିବା ପାଇଁ କୋର୍ଟଙ୍କ ଅନୁମତି ଲୋଡିଲେ ଜେଲ୍ କର୍ତ୍ତୃପକ୍ଷ

କଟକ- ଗ୍ୟାଙ୍ଗଷ୍ଟର ହାଇଦରର କୋରୋନା ଚିକିତ୍ସା ଜେଲରେ କରିବା ପାଇଁ ଅନୁମତି ଦେବାକୁ କୋର୍ଟଙ୍କୁ ଚୌଦ୍ୱାର ଜେଲ୍ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି । କଟକ ସିଡିଏମଓଙ୍କୁ ବି ଚିକିତ୍ସା ପରାମର୍ଶ ମାଗିଛନ୍ତି ଚୌଦ୍ୱାର ଜେଲ୍ କର୍ତ୍ତୃପକ୍ଷ । ଲକ୍ଷଣହୀନ ହାଇଦରକୁ କୋଭିଡ ହସପିଟାଲରେ ଭର୍ତ୍ତି…

ଏମବିଏ ପଢୁଆ ଠକ ନାଁରେ ୧୫ରୁ ଅଧିକ ବ୍ୟାଙ୍କ୍ ଆକାଂଉଟ, ରହିଛି ୨୦ ଲକ୍ଷରୁ ଅଧିକ ଟଙ୍କା 

ଭୁବନେଶ୍ୱର- ଗିରଫ ଏମବିଏ ପଢୁଆ ଠକ ତୃପ୍ତିରଂଜନର ରିମାଣ୍ଡର ଚତୁର୍ଥ ଦିନରେ ମିଳିଛି ଅନେକ ତଥ୍ୟ । ପାଠୁଆ ଠକର ଅନେକ ଗୁମର ସାମ୍ନାକୁ ଆସିଛି । ତୃପ୍ତିରଂଜନ ନାଁରେ ୧୫ରୁ ଅଧିକ ବ୍ୟାଙ୍କ ଆକାଂଉଟ୍ ରହିଥିବା ସୂଚନା ମିଳିଛି । ବ୍ୟାଙ୍କ ଆକାଂଉଟରେ ୨୦ ଲକ୍ଷରୁ ଅଧିକ ଟଙ୍କା ରହିଛି । ଠାବ…

କରୋନା ପ୍ରକୋପ ଦୃଷ୍ଟିରୁ ପଶ୍ଚିମବଙ୍ଗରେ ସବୁ ନିର୍ବାଚନୀ ରାଲି ବାତିଲ କଲେ ରାହୁଲ

ନୂୂଆଦିଲ୍ଲୀ - କରୋନା ଜନିତ ଭୟଙ୍କର ସ୍ଥିତି ଦୃଷ୍ଟିରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗରେ ହେବାକୁ ଥିବା ତାଙ୍କର ସମସ୍ତ ନିର୍ବାଚନୀ ରାଲି ବାତିଲ କରିଛନ୍ତି। ସେ ଏକ ଟୁଇଟ୍ ମାଧ୍ୟମରେ ଏହି ଘୋଷଣା କରିଛନ୍ତି। ଏଭଳି ପରିସ୍ଥିତିରେ ବଡ ବଡ ଜନସଭା ଆୟୋଜନ କରିବାର ପରିଣାମ ବିଷୟରେ…

ପାଟଣାଗଡର ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ପରଲୋକ

ବଲାଙ୍ଗିର – ବଲାଙ୍ଗିର ଜିଲ୍ଲା ପାଟଣାଗଡର ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ପରଲୋକ ହୋଇଯାଇଛି । କିଡନୀ ରୋଗରେ ପୀଡିତ ଥିଲେ ବିବେକାନନ୍ଦ । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ୧୯୭୭ ଓ ୧୯୯୦ ମସିହାରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲୋ ୧୯୮୧ରୁ ୧୯୮୩ ଯାଏଁ ସେ…

ଭାରତରେ କରୋନାର କରାଳ ରୂପ: ଅଢେ଼ଇ ଲକ୍ଷ ଟପିଲା ଦୈନିକ ସଂକ୍ରମଣ, ୧୫୦୧ ମୃତ

ନୂଆଦିଲ୍ଲୀ - ଭାରତରେ କରୋନା କରାଳ ରୂପ ଧାରଣ କରିଛି । ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ସଂକ୍ରମଣ । ରୋଗୀ ସଂଖ୍ୟା ଅପ୍ରତ୍ୟାଶିତ ଭାବେ ବଢ଼ି ଚାଲିଛି । ପ୍ରତିଦିନ ରେକର୍ଡ ସ୍ତରରେ ନୂଆ ମାମଲା ଆସୁଛି ଏବଂ ସର୍ବାଧିକ ମୃତ୍ୟୁ ଘଟୁଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ…