ସରକାରୀ ହସ୍ପିଟାଲରୁ ଚୋରି ହୋଇଗଲା ୩୫୦ ଡୋଜ୍ କରୋନା ଟିକା
ଜୟପୁର - ଦେଶର ଅନେକ ରାଜ୍ୟରେ କରୋନା ଟିକାର ଅଭାବ ନେଇ ଅଭିଯୋଗ ହେଉଥିବାବେଳେ ଏବେ ଟିକା ଚୋରି ନେଇ ଖବର ଆସିଛି । ରାଜସ୍ଥାନର ରାଜଧାନୀ ଜୟପୁରରୁ ଏଭଳି ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି।
ଜୟପୁରର ଏକ ସରକାରୀ ଡାକ୍ତରଖାନାରୁ ୩୨୦ ଡୋଜ୍ 'କୋଭାକ୍ସିନ' ଟିକା ଚୋରି ହୋଇଯାଇଛି।…