Browsing Category

ଦେଶ

ଫ୍ଲାଟରୁ ମିଳିଲା ନ୍ୟାସନାଲ କନଫରେନ୍ସ ନେତା ତ୍ରିଲୋଚନ ସିଂଙ୍କ ଗଳିତ ମୃତଦେହ, ହତ୍ୟା ମାମଲା…

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପୂର୍ବତନ ବିଧାୟକ ତଥା ନ୍ୟାସନାଲ କନଫରେନ୍ସ ନେତା ତ୍ରିଲୋଚନ ସିଂ ୱାଜିରଙ୍କ ଗଳିତ ମୃତଦେହ…

ରାଜସ୍ଥାନରେ ଏମର୍ଜନ୍ସି ଲ୍ୟାଣ୍ଡିଙ୍ଗ(ଇଏଲ୍ଏଫ୍) ଷ୍ଟ୍ରିପର ଉଦଘାଟନ, ଦୁଇ କେନ୍ଦ୍ରମନ୍ତ୍ରୀଙ୍କ…

ନୂଆଦିଲ୍ଲୀ: ଆଜି ରାଜସ୍ଥାନର ଜାଲୋର ଜାତୀୟ ରାଜପଥରେ ଏମର୍ଜନ୍ସି ଫିଲ୍ଡ ଲ୍ୟାଣ୍ଡିଙ୍ଗ(ଇଏଲ୍ଏଫ୍) ଷ୍ଟ୍ରିପ୍ ର ଉଦଘାଟନ କରାଯାଇଛି। ଏହି…

ଆସନ୍ତା ମାସରୁ ଉପଲବ୍ଧ ହେବ ଜନସନ୍ ଆଣ୍ଡ ଜନସନର ସିଙ୍ଗଲ୍ ଡୋଜ୍ କରୋନା ଟିକା

ନୂଆଦିଲ୍ଲୀ: ହାଇଦ୍ରାବାଦ ଭିତ୍ତିକ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ବାୟୋଲୋଜିକାଲ୍ ଇ ଲିମିଟେଡ୍ ଦ୍ୱାରା ନିର୍ମିତ ଜନସନ ଆଣ୍ଡ ଜନସନ…

ଘରକୁ ଯାଇ ଲୋକଙ୍କ ଟିକାକରଣ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଘରକୁ ଘର ଯାଇ ଲୋକଙ୍କ ଟିକାକରଣ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ ।…

ସବୁ କରୋନା ମୃତ୍ୟୁ ମାମଲା ଚିକିତ୍ସା ଜନିତ ଅବହେଳା ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ସମୟରେ ଦେଶରେ ଘଟିଥିବା ସବୁ ମୃତ୍ୟୁକୁ ଚିକିତ୍ସା ଜନିତ ଅବହେଳା ବୋଲି କୁହାଯାଇ ପାରିବ ନାହିଁ । ଏକ…

ଏବେ ମହିଳା ବି ଏନଡିଏରେ ଭର୍ତ୍ତି ହେବେ , ସୁପ୍ରିମକୋର୍ଟଙ୍କୁ ଜଣାଇଲେ ସରକାର

ନୂଆଦିଲ୍ଲୀ: ଏବେ ମହିଳାମାନଙ୍କୁ ମଧ୍ୟ ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ରେ ଭର୍ତ୍ତି କରାଯିବ । କେନ୍ଦ୍ର ସରକାର ଏନେଇ ନିଜ…

ଆଫଗାନିସ୍ତାନ ପ୍ରସଙ୍ଗରେ ଡୋଭାଲଙ୍କୁ ଭେଟିଲେ ସିଆଇଏ ମୁଖ୍ୟ ଓ ରୁଷ୍‌ର ଜାତୀୟ ସୁରକ୍ଷା…

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର ନୂଆ ସରକାର ପରିପ୍ରେକ୍ଷୀରେ ଆମେରିକାର ଗୁଇନ୍ଦା ବିଭାଗ ‘ସିଆଇଏ’ ମୁଖ୍ୟ ବିଲ୍ ବର୍ନସ୍ ଭାରତ…