ଉତ୍ତର ଓଡିଶାର ଦ୍ବିତୀୟ ବିଶ୍ୱବିଦ୍ୟାଳୟର ନାମ ପରିବର୍ତନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାଗତ

ଭୁବନେଶ୍ୱର- ବାରିପଦାରେ ଥିବା ଉତ୍ତର ଓଡିଶାର ଦ୍ବିତୀୟ ବିଶ୍ୱବିଦ୍ୟାଳର ନାମ ପରିବର୍ତନ ପାଇଁ ବିଜେଡି ରାଜ୍ୟ ପରିଷଦ ବୈଠକରେ ପ୍ରସ୍ତାବ ଦିଆଯାଇଛି । ମୟୂରଭଞ୍ଜ ଜିଲ୍ଲାରୁ ଏହି ପ୍ରସ୍ତାବ ଆସିଛି । ବୈଠକରେ ବିଶ୍ୱବିଦ୍ୟାଳୟକୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାଁରେ ନାମିତ କରିବାକୁ ପ୍ରସ୍ତାବ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି ।

Comments are closed.