ରାଜ୍ୟରେ ୧୮୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଉ ୧୮୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୦୮ ଓ ସ୍ଥାନୀୟ ଅଂଚଳରୁ ୭୮ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ୩୫, ସମ୍ବଲପୁରରୁ ୨୦, ଅନୁଗୁଳରୁ ୧୮, ବରଗଡରୁ ୧୫, କଟକରୁ ୧୪, ପୁରୀରୁ ୧୪, ବାଲେଶ୍ୱରରୁ ୧୧, ବଲାଙ୍ଗୀର ଓ ଯାଜପୁରରୁ ୮ ଜଣ ଲେଖାଏଁ , ଖୋର୍ଦ୍ଧାରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୯୪୯କୁ ବୃଦ୍ଧି ପାଇଛି । ୩ ଲକ୍ଷ ୨୮ ହଜାର ୮୩୨ ଜଣ ସୁସ୍ଥ ହୋଇସାରିଛନ୍ତି । ୨ ହଜାର ୧୬୬ ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି ।

Comments are closed.