ଖଲ୍ଲିକୋଟ ରାଣୀଙ୍କ ବିୟୋଗ: ରାଜ୍ୟ ରାଜନୀତିରେ ଅପୂରଣୀୟ ଶୂନ୍ୟ ସ୍ଥାନ
ବ୍ରହ୍ମପୁର: ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗ କେବଳ ଯେ ଗଞ୍ଜାମ ଜିଲ୍ଲା ନୁହେଁ ବରଂ ରାଜ୍ୟ ରାଜନୀତିରେ ଅପୂରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି କଲା। ଜଣେ ମହିଳା ହୋଇ ୧୦ ଥର ବିଧାୟିକା ଓ ସେଥିରୁ ୭ ଥର ଲଗାତାର ବିଧାନସଭା ନିର୍ବାଚନରେ ବିଜୟୀ ହେବା ରାଜନୀତିର ଏକ ଅନନ୍ୟ ଇତିହାସ ଭାବେ ଲିପିବଦ୍ଧ ହୋଇ ରହିବ। ରାଜ୍ୟରେ ଅଣକଂଗ୍ରେସ ରାଜନୀତିରେ ସେ ଥିଲେ ଏକ ମାଇଲଖୁଣ୍ଟ। ଯଦିଓ ଶ୍ବଶୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ [...]
Odia୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଓ ମୋ ସ୍କୁଲ ଅଭିଯାନକୁ ସ୍କଚ୍ ଆୱାର୍ଡ
ଭୁବନେଶ୍ଵର – ଓଡ଼ିଶାର “ମୋ ସ୍କୁଲ ଅଭିଆନ” ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦିଲ୍ଲୀର ସମ୍ବିଧାନ କ୍ଲବରେ ଶିକ୍ଷାବର୍ଗ ଅଧୀନରେ ସମ୍ମାନଜନକ ସ୍କଚ୍ ପୁରସ୍କାରରେ ଶନିବାର ଦିନ ସମ୍ମାନିତ ହୋଇଛି। ମୋ ସ୍କୁଲ୍ ଅଭିଯାନର “ପୁରାତନ ଛାତ୍ର ସଂଯୋଗ କାର୍ଯ୍ୟକ୍ରମ” ଏବଂ “୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ” ମାନ୍ୟତା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି | ଓଡ଼ିଶାର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଜାତୀୟସ୍ତରର ଅଗ୍ରଣୀ ଶିକ୍ଷାନୁଷ୍ଠାନର ସୁବିଧା ଯୋଗାଇଛି [...]
Odiaହକି ପ୍ରୋ ଲିଗ୍ : ସ୍ପେନକୁ ହରାଇଲା ଭାରତ, ଓଡ଼ିଶାକୁ ଆନ୍ତର୍ଜାତିକ ହକି ଫେରିଥିବାରୁ ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଏଫଆଇଏଚ ପୁରୁଷ ହକି ପ୍ରୋ ଲିଗ୍ ୨୦୨୩-୨୪ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତ । ନିଜର ପ୍ରଥମ ମ୍ୟାଚରେ ଭାରତ ସ୍ପେନକୁ ୪-୧ ଗୋଲରେ ହରାଇଛି। ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂହ ୨ଟି ଗୋଲ୍ ଦେଇଥିବା ବେଳେ ଯୁଗରାଜ ସିଂହ ଓ ଲଳିତ ଉପାଧ୍ୟାୟ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ। ସ୍ପେନ ପକ୍ଷରୁ ମାର୍କ ମିରାଲେସ ଏକମାତ୍ର ଗୋଲ୍ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧ [...]
Odiaଶଙ୍ଖ ଭବନରେ ଭି. ସୁଜ୍ଞାନ ଦେଓଙ୍କ ପାର୍ଥିବ ଶରୀର, ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଭୁବନେଶ୍ବରରେ ପହଞ୍ଚିଛି ଖଲ୍ଲିକୋଟ ରାଣୀ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥିବ ଶରୀର । ଚେନ୍ନାଇରୁ ସ୍ବତନ୍ତ୍ର ବିମାନ ଯୋଗେ ତାଙ୍କର ପାର୍ଥିବ ଶରୀର ଭୁବନେଶ୍ୱର ଆସିବା ପରେ ବିଜେଡି କାର୍ଯ୍ୟାଳୟ ଶଙ୍ଖଭବନକୁ ନିଆଯାଇଥିଲା । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଭିନ୍ନ ମନ୍ତ୍ରୀ ଓ ବିଜେଡି ନେତା ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଭି. ସୁଜ୍ଞାନ ଦେଓଙ୍କ ଚେନ୍ନାଇରେ ପରଲୋକ ହୋଇଯାଇଥିଲା ।
Odiaପାକିସ୍ତାନ ନିର୍ବାଚନ: ବହୁମତ ହାସଲ କରିଥିବା ଦାବି କଲା ଇମ୍ରାନ ଖାନଙ୍କ ଦଳ
ଇସଲାମାବାଦ: ପାକିସ୍ତାନର ସାଧାରଣ ନିର୍ବାଚନରେ କେଉଁ ଦଳ ସରକାର ଗଢ଼ିବ ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ। ତେବେ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ-ଏ-ଇନସାଫ୍ (ପିଟିଆଇ) ସବୁ ପୂର୍ବାନୁମାନକୁ ଭୁଲ୍ ସାବ୍ୟସ୍ତ କରି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଛି । ଏପରିକି ଦଳ ବହୁମତ ହାସଲ କରିଥିବା ଦାବି କରିଛି। ଦଳର ବରିଷ୍ଠ ନେତା ବାରିଷ୍ଟର ଗୌହର ଅଲି ଖାନ୍ ଦାବି କରିଛନ୍ତି ଯେ ସରକାର ଗଠନ [...]
Odiaସ୍ବତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ଜନଜାତି ଲୋକଙ୍କ ଭାଗିଦାରୀକୁ ନେଇ ମହାସମାବେଶ
ଭୁବନେଶ୍ବର – ସାରା ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟର ସାମଗ୍ରିକ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ପାଳନ କରି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଆଜି ସ୍ବତନ୍ତ୍ର ଉନ୍ନୟନ ପରିଷଦର ହିତାଧିକାରୀଙ୍କ ଏକ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ସଂସ୍କୃତିର ସଂରକ୍ଷଣ ତଥା ସେମାନଙ୍କ ପରିଚୟ ବଜାୟ ରଖିବା ପାଇଁ ଏସଡିସିର ସଫଳତା ଏବଂ ସେମାନଙ୍କର ଅନନ୍ୟ ହସ୍ତକ୍ଷେପକୁ ପାଳନ କରିବା ଲାଗି ସ୍ଥାନୀୟ ଆଦିବାସୀ [...]
Odiaଜଗତସିଂହପୁର ଆରଟିଓ ଟ୍ରାଫିକ ଇନ୍ସପେକ୍ଟରଙ୍କୁ ଗିରଫ କଲା ଭିଜିଲାନ୍ସ
କଟକ – ବିପୁଳ ଟଙ୍କା ସହ ଧରାପଡ଼ିଥିବା ଜଗତସିଂହପୁର ଆରଟିଓ ଟ୍ରାଫିକ ଇନ୍ସପେକ୍ଟର ପ୍ରଶାନ୍ତ ମହାପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ଟ୍ରାଫିକ ଇନ୍ସପେକ୍ଟରଙ୍କ ଠାରୁ ମୋଟ ୬.୭୯ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ। ଗତକାଲି ୪.୩୪ ଲକ୍ଷ ଟଙ୍କା ସହ ଧରାପଡ଼ିଥିଲେ ଟ୍ରାଫିକ ଇନ୍ସପେକ୍ଟର । ଏତେ ପରିମାଣର ଟଙ୍କା କୁଆଡୁ ଆସିଲା, ତାହାର କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ ଗିରଫ କରାଯାଇଛି । ସୂଚନାଯୋଗ୍ୟ ଯେ, ପ୍ରଶାନ୍ତ ମହାପାତ୍ର ନିଜ ଗାଡ଼ିରେ [...]
Odia‘ଇଣ୍ଡିଆ’ ମେଣ୍ଟକୁ ପୁଣି ଏକ ଝଟକା, ପଞ୍ଜାବର ସମସ୍ତ ଲୋକସଭା ଆସନରେ ଲଢ଼ିବ ଆପ୍
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ଲାଗିଛି ପୁଣି ଏକ ଝଟକା । ଏହି ମେଣ୍ଟରୁ ନୀତିଶ କୁମାରଙ୍କ ଜେଡିୟୁ ଅଲଗା ହୋଇଥିବାବେଳେ ପଶ୍ଚିମବଙ୍ଗରେ ଏକାକୀ ନିର୍ବାଚନ ଲଢ଼ିବାକୁ ତୃଣମୂଳ କଂଗ୍ରେସ ସ୍ପଷ୍ଟ କରିସାରିଛି । ଏବେ ଆମ୍ ଆଦମୀ ପାର୍ଟି (ଆପ୍) ମଧ୍ୟ ପଞ୍ଜାବର ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଦେବ ବୋଲି କହିଛି । ପଞ୍ଜାବରେ କଂଗ୍ରେସ ସହ କୌଣସି ମେଣ୍ଟ ହେବ ନାହିଁ ବୋଲି ଆପ୍ ସ୍ପଷ୍ଟ କରିଛି। [...]
Odiaମଧୁବାବୁ ପେନସନ ଯୋଜନାରେ ୫୦୦ ଟଙ୍କା ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ , ସର୍ବନିମ୍ନ ସହାୟତା ୧୦୦୦ ଟଙ୍କା
ଭୁବନେଶ୍ଵର – ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାରେ ମାସିକ ପେନସନ ରାଶିରେ ୫୦୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ଏଣିକି ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀମାନେ ସର୍ବନିମ୍ନ ପେନସନ ରାଶି ୧୦୦୦ ଟଙ୍କା ପାଇବେ। ଏହି ବର୍ଦ୍ଧିତ ପେନସନ ହିତାଧିକାରୀମାନେ ଚଳିତ ମାସରୁ ପାଇବେ। ପୂର୍ବରୁ ଏହି ଯୋଜନାରେ ହିତାଧିକାରୀମାନେ ଯଥାକ୍ରମେ ୫୦୦, ୭୦୦ ଓ ୯୦୦ ଟଙ୍କା ପାଉଥିଲେ । ବର୍ଦ୍ଧିତ ପେନସନ ଅନୁଯାୟୀ [...]
Odiaମହଙ୍ଗା ପଡ଼ିଲା ଅପରେସନ୍ ଥିଏଟରରେ ପ୍ରାକ୍ ବିବାହ ଫଟୋ ସୁଟ୍, ଡ଼ାକ୍ତର ବରଖାସ୍ତ
ବେଙ୍ଗାଲୁରୁ: କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାର ଏକ ସରକାରୀ ଡାକ୍ତରଖାନାର ଅପରେସନ୍ ଥିଏଟର ଭିତରେ ପ୍ରାକ୍ ବିବାହ ଫଟୋ ସୁଟ୍ ନେଇ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜଣେ ଡାକ୍ତରଙ୍କୁ ବରଖାସ୍ତ କରାଯାଇଛି। ଭରମସାଗରର ଜିଲ୍ଲା ଡାକ୍ତରଖାନାରେ ଠିକା ଭିତ୍ତିରେ ନିଯୁକ୍ତି ପାଇଥିବା ଜଣେ ଡାକ୍ତରଙ୍କ ଫଟୋସୁଟ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିବାଦ ଉଠିଥିଲା । କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ କହିଛନ୍ତି, [...]
