Odiaଆଜି ସଙ୍କଟ ଗଣେଶ ଚତୁର୍ଥୀ ବ୍ରତ, ଜୀବନର ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତି ପାଇଁ ଏହି ବ୍ରତ ରଖାଯାଏ
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପ୍ରତି ମାସରେ ୨ ଟି ଚତୁର୍ଥୀ ତିଥି ପଡିଥାଏ l ଗୋଟିଏ କୃଷ୍ଣ ପକ୍ଷରେ ଓ ଆଉ ଗୋଟିଏ ଶୁକ୍ଳ ପକ୍ଷରେ l କୃଷ୍ଣ ପକ୍ଷର ଚତୁର୍ଥୀ ତିଥି କୁ ସଙ୍କଟ ଚତୁର୍ଥୀ ବୋଲି କୁହାଯାଏ ଓ ଶୁକ୍ଳ ପକ୍ଷର ଚତୁର୍ଥୀ ତିଥି କୁ ବିନାୟକ ଚତୁର୍ଥୀ କୁହାଯାଇ ଥାଏ l ଏହି ୨ ଟି ତିଥି ଭଗବାନ ଗଣେଶ ଙ୍କୁ ସମର୍ପିତ ଅଟେ l ସଙ୍କଟ ଚତୁର୍ଥୀ ବ୍ରତର ମହତ୍ୱ -: [...]
Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
ହରୁ ବିଧି ବେଗି ଜନକ ଜଡତାଈ । ମତି ହମାରି ଅସି ଦେହି ସୁହାଈ ॥ ବିନୁ ବିଚାର ପନୁ ତଜି ନରନାହୁ । ସୀୟ ରାମ କର କରୈ ବିବାହୂ ॥ ଭାବାର୍ଥ :- ହେ ବିଧାତା ରାଜା ଜନକଙ୍କ ମୂଢତାପୂର୍ଣ୍ଣ ଜିଦ୍ କୁ ଶୀଘ୍ରାତିଶୀଘ୍ର ହରଣ କରିନିଅ, ଆଉ ଆମ୍ଭେମାନେ ବିଚାର କରିବା ଭଳି ସୁନ୍ଦର ବୁଦ୍ଧି ତାଙ୍କୁ ଦିଅନ୍ତୁ, ଫଳରେ ଅନ୍ୟ କୌଣସି ବିଷୟ ବିଚାର ନକରି ନିଜର ପଣ ବା ଜିଦ୍ [...]
Odiaଗୀତା ଉପଦେଶ- ଭଗବାନଙ୍କ ଅନୁକମ୍ପା ଦୁଇ ପ୍ରକାରର ପ୍ରଥମଟି ଦିବ୍ୟ ଅନୁକମ୍ପା ଅନ୍ୟଟି ଭୌତିକ ଅନୁକମ୍ପା
ସଞ୍ଜୟ ଧୃତରାଷ୍ଟ୍ରଙ୍କୁ ଅର୍ଜୁନଙ୍କ ବିଷାଦଗସ୍ତ ମନକୁ ବୁଝାଇବାକୁ ଯାଇ କୃପା ବା ଅନୁକମ୍ପା ବିଷୟ ରେ କହୁଛନ୍ତି ;- ତଂ ତଥା କୃପୟାବିଷ୍ଟମଶ୍ରୁପୂର୍ଣ୍ଣାକୁଳେକ୍ଷଣମ୍। ବିଷୀଦନ୍ତମିଦଂ ବାକ୍ୟମୁବାଚ ମଧୁସୂଦନଃ। ଅର୍ଥ ସଞ୍ଜୟ କହିଲେ, ଅର୍ଜୁନଙ୍କ ମନୋଭାବକୁ ବର୍ଣ୍ଣନା କରିବାକୁ ଯାଇ, ସଞ୍ଜୟ କୃପା ଅର୍ଥାତ୍ କରୁଣା ବା ଅନୁକମ୍ପା ଶବ୍ଦ ପ୍ରୟୋଗ କରିଛନ୍ତି । ଏହି ଅନୁକମ୍ପା ଦୁଇ ପ୍ରକାର ଅଟେ । ପ୍ରଥମଟି ଦିବ୍ୟ ଅନୁକମ୍ପା, ଯାହା ଈଶ୍ୱର ଏବଂ ସନ୍ଥମାନେ ଭଗବାନଙ୍କ ଠାରୁ ବିମୁଖ ହୋଇ [...]
Odiaକଳିଙ୍ଗ ସୁପର କପ୍ ଫୁଟବଲ ଫାଇନାଲରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ , ସଫଳତାର ସହ ଆଉ ଏକ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଖୁସି ପ୍ରକାଶ
ଭୁବନେଶ୍ୱର – କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ କଳିଙ୍ଗ ସୁପର କପ୍ ଫୁଟବଲ ଫାଇନାଲ ମ୍ୟାଚରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁଇ ଫାଇନାଲିଷ୍ଟ ଓଡ଼ିଶା ଏଫସି ଓ ଇଷ୍ଟବେଙ୍ଗଲ ଖେଳାଳିଙ୍କ ସହ ସେ ପରିଚିତ ହୋଇ ଶୁଭେଚ୍ଛା ଜଣାଇଥିଲେ। କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ପ୍ରତିଷ୍ଠିତ କ୍ରୀଡା ଇଭେଣ୍ଟ ଓଡ଼ିଶା ସଫଳତାର ସହ ଆୟୋଜନ କରୁଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ସେ ଗର୍ବିତ ବୋଲି ସେ କହିଥିଲେ। ୧୬ଟି ଟିମକୁ ଆତିଥେୟତା ସହ [...]
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ : ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହେବ ଆଲୋଚନା ଚକ୍ର

Odiaପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ : ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହେବ ଆଲୋଚନା ଚକ୍ର
ଭୁବନେଶ୍ୱର- ପ୍ରତ୍ୟେକ ଓଡ଼ିଆ ଜାତି ଆଜି ଗର୍ବିତ । କାରଣ ସମଗ୍ର ଭାରତବର୍ଷରେ ଭାଷାଭିତ୍ତିକ ରାଜ୍ୟମାନଙ୍କର ମଧ୍ୟରେ ଆମ ରାଜ୍ୟ ହେଉଛି ପ୍ରଥମ ଓ ଏହା ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ । ଆମ ମାତୃଭାଷାର ପ୍ରଚାର, ପ୍ରସାର ଓ ବିକାଶ ପାଇଁ, ଆମ ଭାଷାକୁ ସାରା ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବାର ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ଆସନ୍ତା ଫେବ୍ରୁଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ‘ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ ଆୟୋଜନ କରୁଛନ୍ତି [...]
Odiaବିଏସକେଓ୍ବାଇ ନବୀନ କାର୍ଡ ଆବେଦନ ଅବଧି ଫେବ୍ରୁଆରୀ ୮ ଯାଏଁ ବୃଦ୍ଧି
ଭୁବନେଶ୍ୱର – ବିଏସକେଓ୍ବାଇ ନବୀନ କାର୍ଡ ଆବେଦନ ପାଇଁ ସମୟସୀମା ପୁଣି ଥରେ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଆବେଦନ ଅବଧି ଫେବ୍ରୁଆରୀ ୮ ତାରିଖ ଯାଏଁ ବୃଦ୍ଧି କରାଯାଇଛି। ଗ୍ରାମାଞ୍ଚଳର ଯୋଗ୍ୟ ଲୋକ ଯେପରି ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ନ ହେବେ, ସେଥିପାଇଁ ବିଏସକେଓ୍ବାଇ ନବୀନ କାର୍ଡ ଆବେଦନ ଅବଧି ବୃଦ୍ଧି କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିଏସକେଓ୍ବାଇ ନବୀନ କାର୍ଡ ନେଇ ଗାଁ [...]
Odiaକେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ
ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ଗସ୍ତରେ ସେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ସହ ଆଳାପ ଆଲୋଚନା କରିଥିଲେ। ୫-ଟି ଅଧ୍ୟକ୍ଷ ସ୍ଥାନୀୟ ଧରଣୀଧର ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ଆୟୋଜିତ ନୂଆ – ଓ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ସେ ଜିଲ୍ଲାର ସବୁ କଲେଜରୁ [...]
Odiaବ୍ୟାଟ୍ସମ୍ୟାନଙ୍କ ଦାୟିତ୍ବହୀନ ପ୍ରଦର୍ଶନ, ପ୍ରଥମ ଟେଷ୍ଟରେ ୨୮ ରନରେ ହାରିଲା ଭାରତ
ହାଇଦ୍ରାବାଦ: ବ୍ୟାଟ୍ସମ୍ୟାନଙ୍କ ଦାୟିତ୍ବହୀନ ପ୍ରଦର୍ଶନ ଯୋଗୁଁ ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଠାରୁ ୨୮ ରନରେ ହାରିଯାଇଛି ଭାରତ । ପ୍ରଥମ ଇନିଂସରେ ୧୯୦ ରନର ବିଶାଳ ଅଗ୍ରଣୀ ହାସଲ କରିବା ସତ୍ତ୍ୱେ ଭାରତ ମ୍ୟାଚ୍ ଜିତିପାରି ନାହିଁ। ଅନ୍ୟପକ୍ଷରେ ଇଂଲଣ୍ଡ ଟିମ୍ ନିର୍ଭୀକ ପ୍ରଦର୍ଶନ ସହ ପରାଜୟ ମୁହଁରୁ ବିଜୟ ଛଡ଼ାଇ ଆଣିଛି । ଏହି ଚମତ୍କାର ବିଜୟ ସହ ଇଂଲଣ୍ଡ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି | ଦ୍ୱିତୀୟ ଟେଷ୍ଟ [...]
Odiaରେକର୍ଡ ନବମ ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ
ପାଟନା: ସକାଳେ ଆରଜେଡି ସହ ମେଣ୍ଟ ଭାଙ୍ଗିବା ପରେ ସନ୍ଧ୍ୟାରେ ବିଜେପି ସହ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଫେରିଛନ୍ତି ଜେଡିୟୁ ସଭାପତି ନୀତିଶ କୁମାର । ରେକର୍ଡ ନବମ ଥର ପାଇଁ ନୀତିଶ ବିହାରର ମୁଖ୍ୟମନ୍ତ୍ରୀ ଭାବେ ରବିବାର ଶପଥ ନେଇଛନ୍ତି। ନୀତିଶଙ୍କ ସହ ଆଉ ୮ ଜଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ଜେଡିୟୁ ଓ ବିଜେପିର ତିନି ଜଣ ଲେଖାଏଁ ମନ୍ତ୍ରୀ ଥିବାବେଳେ ଜିତନ ରାମ ମାଂଝୀଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର [...]
Odiaପ୍ରଥମ ଟେଷ୍ଟ ଜିତିବା ପାଇଁ ଭାରତକୁ ୨୩୧ ରନର ଟାର୍ଗେଟ୍
ହାଇଦ୍ରାବାଦ: ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଦ୍ବିତୀୟ ଇନିଂସରେ ୪୨୦ ରନ୍ କରି ଆଉଟ୍ ହୋଇଛି । ଫଳରେ ଏହି ଟେଷ୍ଟ ଜିତିବାକୁ ଭାରତ ଆଗରେ ୨୩୧ ରନର ଟାର୍ଗେଟ୍ ଧାର୍ଯ୍ୟ ହୋଇଛି। ଇଂଲଣ୍ଡ ବ୍ୟାଟର ଓଲି ପୋପ୍ ଦ୍ୱିଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ । ସେ ୧୯୬ ରନ୍ କରି ଶେଷ ବ୍ୟାଟ୍ସମ୍ୟାନ୍ ଭାବେ ଆଉଟ୍ ହୋଇଥିଲେ। ଆହୁରି ଦେଢ଼ ଦିନର ଖେଳ ବାକି ଥିବାବେଳେ ମ୍ୟାଚ୍ ରୋମାଞ୍ଚକର ପରିସମାପ୍ତି ଆଡ଼କୁ ମୁହାଁଉଛି। ପିଚ୍ ବେଶ୍ ମନ୍ଥର [...]
