ଆମେଥିରେ ସ୍ମୃତି ଇରାନୀ ପଛୁଆ

ओडिया समाचारଆମେଥିରେ ସ୍ମୃତି ଇରାନୀ ପଛୁଆ
ଲକ୍ଷ୍ନୌ: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଉତ୍ତରପ୍ରଦେଶର ଆମେଥି ଲୋକସଭା ଆସନରେ ପଛରେ ପଡ଼ିଯାଇଛନ୍ତି । ନିର୍ବାଚନ କମିଶନର ୱେବସାଇଟରେ ତଥ୍ୟ ଅନୁଯାୟୀ ସ୍ମୃତି ଇରାନୀ କଂଗ୍ରେସର କିଶୋରୀ ଲାଲ ଶର୍ମାଙ୍କ ଠାରୁ ପଛୁଆ ଅଛନ୍ତି। ଇରାନୀ ୬୩,୬୫୨ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ କିଶୋରୀ ଲାଲ ଶର୍ମା ୯୦,୭୪୭ ଭୋଟ୍ ପାଇଛନ୍ତି। କିଶୋରୀ ଲାଲ ଶର୍ମା ଏଯାବତ୍ ୨୭,୦୯୪ ଭୋଟରେ ଆଗୁଆ ରହିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ସ୍ମୃତି ଇରାନୀ କଂଗ୍ରେସର ଗଡ଼ କୁହାଯାଉଥିବା [...]
ଉତ୍ତର ପ୍ରଦେଶରେ ବିଜେପିକୁ ଝଟକା, ଇଣ୍ଡିଆ ମେଣ୍ଟ ଆଗରେ

ओडिया समाचारଉତ୍ତର ପ୍ରଦେଶରେ ବିଜେପିକୁ ଝଟକା, ଇଣ୍ଡିଆ ମେଣ୍ଟ ଆଗରେ
ଲକ୍ଷ୍ନୌ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭୋଟ ଗଣତି ଜାରି ରହିଥିବା ବେଳେ ଏନଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ସଦ୍ୟତମ ଟ୍ରେଣ୍ଡ୍ ଅନୁସାରେ ଏନଡିଏ ମ୍ୟାଜିକ ସଂଖ୍ୟା ଅତିକ୍ରମ କିରିଛି । ହେଲେ ବିଜେପି ଓ ଏନଡିଏ ମେଣ୍ଟକୁ ଆଶାନୁରୂପ ସଫଳତା ମିଳୁନାହିଁ। ଏନଡିଏ ଏଯାବତ୍ ୨୯୦ ଆସନରେ ଆଗୁଆ ରହିଥିବା ବେଳେ ଇଣ୍ଡିଆ ମେଣ୍ଟ ୨୩୦ ସିଟରେ ଅଗ୍ରଣୀ ରହିଛି। ତେବେ ଉତ୍ତର ପ୍ରଦେଶରେ ବିଜେପି ଓ ଏନଡିଏ [...]
ଜନାଦେଶ ୨୦୨୪: ଏନଡିଏକୁ ଟକ୍କର ଦେଉଛି ଇଣ୍ଡିଆ ମେଣ୍ଟ

ओडिया समाचारଜନାଦେଶ ୨୦୨୪: ଏନଡିଏକୁ ଟକ୍କର ଦେଉଛି ଇଣ୍ଡିଆ ମେଣ୍ଟ
ନୂଆଦିଲ୍ଲୀ: କେନ୍ଦ୍ରରେ ଏଥର କାହାର ସରକାର ? ମୋଦୀଙ୍କ ନେତୃତ୍ଵାଧୀନ ଏନଡିଏ କରିବ କି ହ୍ୟାଟ୍ରିକ ନା ବିରୋଧୀ ‘ଇଣ୍ଡିଆ’ ମେଣ୍ଟ କରିବ ଚମତ୍କାର? ଆଜି ସ୍ପଷ୍ଟ ହୋଇଯିବ ଏହି ସବୁ ପ୍ରଶ୍ନର ଉତ୍ତର । ଅଷ୍ଟାଦଶ ଲୋକସଭା ନିର୍ବାଚନ ପାଇଁ ୪୪ ଦିନ ଧରି ୭ ପର୍ଯ୍ୟାୟ ମତଦାନ ପରେ ମଙ୍ଗଳବାର (ଜୁନ୍ ୪) ଭୋଟ୍ ଗଣତି ଆରମ୍ଭ ହୋଇଛି । ଜନାଦେଶ କେଉଁ ଆଡ଼କୁ ଯାଉଛି ସେନେଇ ଧୀରେ ଧୀରେ ଟ୍ରେଣ୍ଡ ଆସିବାରେ ଲାଗିଛି। [...]
କଡ଼ା ସୁରକ୍ଷା ମଧ୍ୟରେ ରାଜ୍ୟରେ ଭୋଟ୍ ଗଣତି ଜାରି

ओडिया समाचारକଡ଼ା ସୁରକ୍ଷା ମଧ୍ୟରେ ରାଜ୍ୟରେ ଭୋଟ୍ ଗଣତି ଜାରି
ଭୁବନେଶ୍ୱର – କଡ଼ା ସୁରକ୍ଷା ମଧ୍ୟରେ ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ମତଦାନ ଗଣତି ଆରମ୍ଭ ହୋଇଛି। ୭୦ଟି ଗଣତି କେନ୍ଦ୍ରରେ ସକାଳ ୮ଟାରୁ ଆରମ୍ଭ ହୋଇଛି ଗଣତି । ରାଜ୍ୟରେ ଜନାଦେଶ କାହା ସପକ୍ଷରେ ଯିବ, ତାହା ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବା ଆଶା କରାଯାଉଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଧାନସଭା ନିର୍ବାଚନ ଗଣତିରେ ବିଜେଡି ଆଗୁଆ ରହିଛି। ୧୧ଟି ଆସନରୁ ବିଜେଡି ୮ଟିରେ ଆଗୁଆ ରହିଛି।
୨୦୧୯ ନିର୍ବାଚନ ପରେ ଦଳୀୟ ସ୍ଥିତି

ओडिया समाचार୨୦୧୯ ନିର୍ବାଚନ ପରେ ଦଳୀୟ ସ୍ଥିତି
ଭୁବନେଶ୍ୱର -ରାଜ୍ୟରେ ସପ୍ତଦଶ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ଭୋଟ୍ ଗ୍ରହଣର ଗଣତି ପୂର୍ବରୁ ଆସନ୍ତୁ ନଜର ପକାଇବା ୨୦୧୯ ନିର୍ବାଚନରେ କାହାର କ’ଣ ସ୍ଥିତି ଥିଲା । * ବିଜେଡି ୧୪୬ ଆସନରେ ଲଢି ଜିତିଥିଲା ୧୧୨ ଆସନ ( ପାଟକୁରା ଆସନ ବାଦ୍ ଦେଇ । ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ଏହି ଆସନରେ ପରେ ଉପନିର୍ବାଚନ ହୋଇଥିଲା ) * ବିଜେପି ୧୪୬ ଆସନରେ ଲଢି ଜିତିଥିଲା ୨୩ ଆସନ * କଂଗ୍ରେସ ୧୩୮ [...]
କାହା ସପକ୍ଷରେ ଜନାଦେଶ ? ଆଜି ଭୋଟ୍ ଗଣତି, ରାଜ୍ୟରେ ୭୦ଟି କେନ୍ଦ୍ରରେ ଭୋଟ୍ ଗଣତି , ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟ ହେବ ସ୍ଥିତି

ओडिया समाचारକାହା ସପକ୍ଷରେ ଜନାଦେଶ ? ଆଜି ଭୋଟ୍ ଗଣତି, ରାଜ୍ୟରେ ୭୦ଟି କେନ୍ଦ୍ରରେ ଭୋଟ୍ ଗଣତି , ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟ ହେବ ସ୍ଥିତି
ଭୁବନେଶ୍ୱର – ପ୍ରତୀକ୍ଷାର ଅବସାନ । ଆଜି ସାଧାରଣ ନିର୍ବାଚନର ଭୋଟ୍ ଗଣତି । ଜନତା ଜନାର୍ଦ୍ଦନ କାହାକୁ ଜିତାଇଛନ୍ତି ତାହା ଆଜି ଜଣାପଡ଼ିବ । ଆଜି ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ଭୋଟ୍ ଗ୍ରହଣର ଆଜି ଗଣତି । ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଚାରିଟି ପର୍ଯ୍ୟାୟରେ ହୋଇଥିବା ମତଦାନର ଆଜି ଆସିବ ଫଳାଫଳ। ମଧ୍ୟାହ୍ନ ସୁଦ୍ଧା ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି। ସକାଳ ୮ଟାରୁ [...]
ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

ओडिया समाचारଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସୋ ସଂବାଦ ଉଦାର ଜେହି ବିଧି ଭା ଆଗେଂ କହବ। ସୁନହୁ ରାମ ଅବତାର ଚରତି ପରମ ସୁନ୍ ଅନଘ॥ ଭାବାର୍ଥ:- ହେ ପାର୍ବତୀ ! କାକ ଭୁଷୁଣ୍ଡିଙ୍କ ଶ୍ରେଷ୍ଠତ୍ତର ସମ୍ବାଦ ଯେପରି ହୋଇଥିଲା, ମୁଁ ପ୍ରଥମେ ସେହି କଥା ତୁମକୁ କହିବି । ଏବେ ତୁମେ ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କ ଅବତାରର ସବୁଠାରୁ ସୁନ୍ଦର, ପବିତ୍ର, ସର୍ବ ପାପ ନାଶକ ଚରିତ୍ର କଥାକୁ ଶୁଣ ।
ଗୀତା ଉପଦେଶ: ତ୍ୟାଗ ହିଁ ପୁରୁଷ ବ୍ୟାଘ୍ର

ओडिया समाचारଗୀତା ଉପଦେଶ: ତ୍ୟାଗ ହିଁ ପୁରୁଷ ବ୍ୟାଘ୍ର
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଧ୍ଯାନଯୋଗ ସମ୍ବନ୍ଧରେ କହୁଛନ୍ତି : – ଯଂ ସଂନ୍ୟାସମିତି ପ୍ରାହୁର୍ଯୋଗଂ ତଂ ବିଦ୍ଧି ପାଣ୍ଡବ।ନ ହ୍ୟସଂନ୍ୟସ୍ତସଂକଳ୍ପୋ ଯୋଗୀ ଭବତି କଶ୍ଚନ। ଅର୍ଥାତ :-ଯାହାକୁ ସନ୍ୟାସ କୁହାଯାଏ,ତାହା ଯୋଗଠାରୁ ଭିନ୍ନ ନୁହେଁ,କାରଣ କେହି ମଧ୍ୟ ସାଂସାରିକ କାମନା ତ୍ୟାଗ ନ କରି ଯୋଗୀ ହୋଇପାରିବେ ନାହିଁ। ( ଗୀତା ଧ୍ଯାନ ଯୋଗ )
ओडिया समाचारପୁଲୱାମା ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ସଫଳତା, ଲସ୍କର କମାଣ୍ଡର ସମେତ ଦୁଇ ଆତଙ୍କବାଦୀ ନିପାତ
ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାରେ ସୋମବାର ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଏହି ଏକାଉଣ୍ଟରରେ ଲସ୍କର-ଏ-ତଇବାର ଜଣେ କମାଣ୍ଡର ସହ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ପୋଲିସ ଏହି ସୂଚନା ଦେଇଛି। କାଶ୍ମୀର ଆଇଜି ଭିକେ ବିର୍ଦ୍ଧିଙ୍କ ସୂଚନା ଅନୁଯାୟୀ, ଦକ୍ଷିଣ କାଶ୍ମୀର ଜିଲ୍ଲାର ନିହାମା ଅଞ୍ଚଳରେ ଘେରାବନ୍ଦୀ ଓ ତଲାସି ଅପରେସନ ବେଳେ ହୋଇଥିବା ଏନକାଉଣ୍ଟରରେ ରିୟାଜ ଦର ଓ ରଇସ୍ ଦର ନାମକ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। [...]
ओडिया समाचारଏଥର ନିର୍ବାଚନରେ ରାଜ୍ୟରେ ମତଦାନ ହାର ୨୦୧୯ ଅପେକ୍ଷା ଅଧିକ, ମହିଳାଙ୍କ ମତଦାନ ହାର ସର୍ବାଧିକ
ଭୁବନେଶ୍ୱର – ଏଥର ଓଡ଼ିଶାରେ ପୋଷ୍ଟାଲ ବ୍ୟାଲଟ୍ ମାଧ୍ୟମରେ ବିଧାନସଭା ନିର୍ବାଚନ ପାଇଁ ମୋଟ ୧.୪୬ ଲକ୍ଷ ଓ ଲୋକସଭା ପାଇଁ ୧.୪୭ ଲକ୍ଷ ଭୋଟ୍ ପଡ଼ିଛି । ରାଜ୍ୟରେ ଚଳିତଥର ମତଦାନ ହାର ୨୦୧୯ ନିର୍ବାଚନ ଅପେକ୍ଷା ବୃଦ୍ଧି ପାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି। ୨୦୧୯ ନିର୍ବାଚନରେ ରାଜ୍ୟରେ ମତଦାନ ହାର ୭୩.୦୯ ପ୍ରତିଶତ ଥିବାବେଳେ ଏଥର ୭୪.୪୪% କୁ ବୃଦ୍ଧି ପାଇଛି । [...]
