ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବିରୋଧରେ ନକଲି ଫେସବୁକ ଆଇଡି !

ଭୁବନେଶ୍ୱର- ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ନାଁରେ ନକଲି ଫେସବୁକ୍ ଆଇଡି ଖୋଲାଯାଇଥିବା ଅଭିଯୋଗ । ଏ ନେଇ ନିଜେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିଜର ଫେସବୁକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ, କେହି ଜଣେ ଦୁର୍ବୃତ୍ତ ତାଙ୍କ ନାଁରେ ଫେକ୍ ଆଇଡି ଖୋଲି ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇବା ସହ ଟଙ୍କା ମଧ୍ୟ ମାଗିବା ଖବର ସେ ପାଇଛନ୍ତି । ଏଥି ପ୍ରତି ଗୁରୁତ୍ୱ ନ ଦେଇ ଦୂରେଇ ରହିବାକୁ ଅପିଲ କରିଛନ୍ତି ମନ୍ତ୍ରୀ ।

Comments are closed.