ରାଜ୍ୟରେ କୋଭିଡ ଟିକାକରଣ ସଂଖ୍ୟା ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାକରଣ କେନ୍ଦ୍ର ବୃଦ୍ଧି କରାଯାଇଛି । ପୂର୍ବରୁ ୧୬୦୦ କେନ୍ଦ୍ର ଥିଲା । ଏବେ ଏହି ସଂଖା ୨୪୦୦ ହୋଇଛି । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗ୍ରାମାଂଚଳକୁ ଫୋକସରେ ରଖି ଟିକାକରଣ କେନ୍ଦ୍ର ଖୋଲାଯାଉଛି । ହର୍ ଘର୍ କାର୍ଯ୍ୟକ୍ରମ ପରେ ଦ୍ୱିତୀୟ ଡୋଜ୍ ୩୫ ପ୍ରତିଶତରୁ ବଢି ୪୦ ପ୍ରତିଶତ ହୋଇଛି ।

Comments are closed.