ଠକ ଡାକ୍ତର ରମେଶ ସ୍ବାଇଁର ଆଜି ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ୱର – ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁର ରସୁଲଗଡ ସ୍ଥିତ ଫରେନସିକ ଲାବୋରେଟୋରିରେ ଆଜି ହେବ ପଲିଗ୍ରାଫ ଟେଷ୍ଟ । ୧୮ ଜଣ ମହିଳା ଙ୍କୁ ବାହା ହୋଇ ଠକିଥିବା ନକଲି ଡାକ୍ତର ତଦନ୍ତ ବେଳେ ସହଯୋଗ ନ କରି ମିଛ କହୁଥିବାରୁ ରମେଶର ପାଲିଗ୍ରାଫ ଟେଷ୍ଟ ପାଇଁ ଆବେଦନ କରିଥିଲା ପୋଲିସ । କୋର୍ଟ ଏଥିପାଇଁ ଅନୁମତି ଦେଇଥିଲେ ।

ସେପଟେ ଆଜି ରମେଶର ପ୍ରଥମ ପତ୍ନୀ ଓ ପୁଅକୁ ପଚରାଉଚରା କରିବ ମହିଳା ଥାନା ପୋଲିସ ।

Comments are closed.