ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ ଓୟୁଟିଆରର ନୂଆ କୁଳପତି

ଭୁବନେଶ୍ୱର – ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ -ଓୟୁଟିଆରର ନୂଆ କୁଳପତି ଭାବେ ପ୍ରଫେସର ବିଭୂତି ଭୂଷଣ ବିଶ୍ବାଳଙ୍କୁ ନିଯୁକ୍ତି ଦିଆଯାଇଛି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତାଙ୍କୁ ନିଯୁକ୍ତ କରିଛନ୍ତି। ଚାରିବର୍ଷ ପାଇଁ ଓୟୁଟିଆର କୁଳପତି ରହିବେ ପ୍ରଫେସର ବିଶ୍ୱାଳ। ଶିକ୍ଷକତା କ୍ଷେତ୍ରରେ ପ୍ରଫେସର ବିଶ୍ୱାଳଙ୍କ ଦୀର୍ଘ ୩୬ବର୍ଷର ଅଭିଜ୍ଞତା ରହିଛି। ସେ
ବର୍ତ୍ତମାନ ଆଇଆଇଟି ସିଲଂର ଡାଇରେକ୍ଟର ଅଛନ୍ତି ।

Comments are closed.