Browsing Tag

3rd Test India Vs Australia

ଭାରତକୁ ପରାଜୟରୁ ବଞ୍ଚାଇଲେ ଅଶ୍ୱିନ, ବିହାରୀ; ସିଡନୀ ଟେଷ୍ଟ ଡ୍ର

ସିଡନୀ – ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟର ରୋମାଞ୍ଚକ ପରିସମାପ୍ତି ଘଟିଛି । ରିଷଭ ପନ୍ତଙ୍କ ଆକ୍ରାମଣାତ୍ମକ ଇନିଂସ୍ ପରେ ରବିଚନ୍ଦ୍ରନ ଅଶ୍ୱିନ ଓ ହନୁମା ବିହାରୀଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ସହାୟତାରେ ଭାରତ ପରାଜୟରୁ ବର୍ତ୍ତି ତୃତୀୟ ଟେଷ୍ଟକୁ ଡ୍ର କରିବାରେ ସଫଳ ହୋଇଛି । ଅଷ୍ଟ୍ରେଲିଆ…

ସିଡନୀ ଟେଷ୍ଟ: ଦ୍ୱିତୀୟ ଦିନରେ ଗିଲ୍‌, ଜାଡେଜାଙ୍କ ଚମକ

ସିଡନୀ - ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଯାଦୁକରୀ ବୋଲିଂ ପରେ ଯୁବ ଓପନର ଶୁବମନ ଗିଲଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ଏଠାରେ ଚାଲିଥିବା ତୃତୀୟ ଟେଷ୍ଟର ଦ୍ୱିତୀୟ ଦିବସରେ ଆଧିପତ୍ୟ ଜାହିର କରିଛି । ଷ୍ଟିଭ୍ ସ୍ମିଥଙ୍କ ଧୈର୍ଯ୍ୟପୂର୍ଣ୍ଣ ଶତକ ସତ୍ତ୍ୱେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୮…

ତୃତୀୟ ଟେଷ୍ଟ: ସ୍ମିଥଙ୍କ ଶତକ, ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୩୮ରେ ଅଲ ଆଉଟ୍‌

‌ସିଡନୀ - ପ୍ରଥମ ଦୁଇଟି ଟେଷ୍ଟରେ ଫେଲ୍ ମାରିବା ପରେ ଷ୍ଟିଭ୍ ସ୍ମିଥ୍ ଶେଷର ଫର୍ମକୁ ଫେରିଛନ୍ତି । ସ୍ମିଥ୍ ଚମତ୍କାର ୧୩୧ ରନ୍‌ କରିଥିବା ବେଳେ ଏଠାରେ ଚାଲିଥିବା ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୮ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛି । ଅଷ୍ଟ୍ରେଲିଆ ପ୍ରଥମ ଦିନର ଖେଳ ଶେଷ…

ତୃତୀୟ ଟେଷ୍ଟ: ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୧୬୬/୨

ସିଡନୀ – ଡେବୁଟାଣ୍ଟ୍ ୱିଲ ପକୋଭସ୍କି ଓ ମାର୍ନସ ଲାବୁସେନଙ୍କ ଅର୍ଦ୍ଧଶତକ ସହାୟତାରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଦୃଢ଼ ସ୍ଥିତିରେ ରହିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ବର୍ଷା ପ୍ରଭାବିତ ପ୍ରଥମ ଦିବସର ଖେଳ ଶେଷ ବେଳକୁ ୨ ୱିକେଟ୍…