Browsing Tag

Australia Cricket Team

ଅଷ୍ଟ୍ରେଲିଆ ପ୍ରଥମ ଥର ୨୦ ବିଶ୍ୱ ଚାମ୍ପିୟନ, ଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ ଓ୍ବିକେଟରେ‌ ହରାଇଲା

ଦୁବାଇ: ଶେଷରେ ଅଷ୍ଟ୍ରେଲିଆର ଅବଶୋଷ ପୂରଣ ହୋଇଛି । ଅଷ୍ଟ୍ରେଲିଆ ପ୍ରଥମ ଥର ଟି୨୦ ବିଶ୍ୱକପ୍ ଟାଇଟଲ୍ ଜିତିଛି । ରବିବାର ଦୁବାଇ ଇଣ୍ଟନ୍ୟାସନାଲ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲରେ ଅଷ୍ଟ୍ରେଲିଆ ସହଜରେ ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ହରାଇ ଟି୨୦ ଫର୍ମାଟରେ ନୂଆ…

ଟି-୨୦ ବିଶ୍ୱକପ୍ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା, ସ୍ମିଥ୍, ୱାର୍ଣ୍ଣର, କମିନ୍ସ ଫେରିଲେ

ସିଡନୀ: ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ କ୍ରିକେଟ୍ ଅଷ୍ଟ୍ରେଲିଆ ତାର ଦଳ ଘୋଷଣା କରିଛି। ଆରୋନ ଫିଞ୍ଚଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଦଳ ଟି-୨୦ ବିଶ୍ୱକପରେ ଭାଗ ନେବ। ଏହା ସହିତ ସ୍ମିଥ୍, ୱାର୍ଣ୍ଣର, କମିନ୍ସ, ମ୍ୟାକ୍ସୱେଲ ଏବଂ ଷ୍ଟୋଇନିସ୍ ପରି ବଡ଼ ଖେଳାଳି…

କରୋନା ଭୟ: ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍‌ର ଦକ୍ଷିଣ ଆଫ୍ରିକା ଗସ୍ତ ବାତିଲ

ମେଲବୋର୍ଣ୍ଣ – କରୋନା ସଂକ୍ରମଣ ଯୋଗୁଁ କ୍ରିକେଟ୍ ଅଷ୍ଟ୍ରେଲିଆ ନିଜ ଦଳର ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ବାତିଲ କରିଦେଇଛି । ଦକ୍ଷିଣ ଆଫ୍ରିକାରେ ସମ୍ପ୍ରତି କରୋନା ସ୍ଥିତି ଉଦବେଗଜନକ ରହିଛି । ସେଠାରେ ସଂକ୍ରମଣ ବଢ଼ି ଚାଲିଥିବାରୁ କ୍ରିକେଟ୍ ଅଷ୍ଟ୍ରେଲିଆ ଏହି ଗସ୍ତ ବାତିଲ କରିବାକୁ…

ଗୁରୁବାର ଠାରୁ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିବାରାତ୍ର ଟେଷ୍ଟ

ଆଡିଲେଡ୍ - ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟର ପ୍ରତୀକ୍ଷିତ ଚାରି ମ୍ୟାଚ୍ ଟେଷ୍ଟ ସିରିଜ୍ ଗୁରୁବାର ଠାରୁ ଆରମ୍ଭ ହେଉଛି । ଆଡିଲେଡରେ ଖେଳାଯିବ ସିରିଜର ପ୍ରଥମ ତଥା ଦିବାରାତ୍ର ଟେଷ୍ଟ୍ । ଗତଥର ଭଳି ଅଷ୍ଟ୍ରେଲିଆ ମାଟିରେ ପୁଣି ଆଧିପତ୍ୟ ଜାହିର କରିବାକୁ ବିରାଟ ବାହିନୀ ଅଣ୍ଟା ଭିଡିଥିବା ବେଳେ…