Browsing Tag

Bay of Bengal

ଗଞ୍ଜାମ, ଗଜପତି ଜିଲ୍ଲା ପ୍ରଶାସନର ବାତ୍ୟା ମୁକାବିଲା ପ୍ରସ୍ତୁତି

ଛତ୍ରପୁର /ପାରଳାଖେମୁଣ୍ଡି: ପୁଣି ଏକ ତତଲା ମେ ମାସରେ ବାତ୍ୟା ଆଶଙ୍କା ଧିରେ ଧିରେ ମୁଣ୍ଡ ଟେକୁଛି। ଗତ କିଛି ବର୍ଷ ହେବ ଦେଶର ପୂର୍ବତଟ ତଥା ଓଡ଼ିଶା ଉପକୂଳ ଗ୍ରୀଷ୍ଣଦିନିଆ ବାତ୍ୟାର ବାରମ୍ବାର ସମ୍ମୁଖୀନ ହୋଇ ଆସୁଛି। ତେବେ ବାରମ୍ବାର ଏଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ଏଥିରେ…