Browsing Tag

Biju Janata Dal

ଆସନ୍ତା ୨୦ରେ ବିଜେଡି କାର୍ଯ୍ୟକାରିଣୀ, ୨୧ରେ ରାଜ୍ୟ ପରିଷଦ ବୈଠକ, ୨୬ରେ ପାଳନ ହେବ ଦଳର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର- ଆସନ୍ତା ୨୦ ତାରିଖରେ ବସିବ ବିଜେଡି କାର୍ଯ୍ୟକାରିଣୀ । ତା ପରଦିନ ଅର୍ଥାତ ୨୧ ତାରିଖରେ ବିଜେଡି ରାଜ୍ୟ ପରିଷଦ ବୈଠକ ବସିବ । ଏହି ମାସ ୨୬ ତାରିଖରେ ଦଳର ପ୍ରତିଷ୍ଠା ଦିବସ ପାଳନ ହେବ ବୋଲି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା…

ଉପନିର୍ବାଚନରେ ବିଜେଡିର ବାଜିମାତ, ବଜାୟ ରଖିଲା ତିର୍ତୋଲ ଆସନ, ବିଜେପିଠାରୁ ଛଡାଇ ଆଣିଲା ବାଲେଶ୍ୱର ସଦର

ଭୁବନେଶ୍ୱର – ଉପନିର୍ବାଚନରେ ବିଜେଡିର ବାଜିମାତ୍ । ତିର୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ବାଜି ମାରିଛି ବିଜେଡି । ଦଳ ତିର୍ତୋଲ ଆସନ ବଜାୟ ରଖିଥିବା ବେଳେ ବାଲେଶ୍ୱର ସଦର ଆସନ, ବିଜେପିଠାରୁ ଛଡାଇ ଆଣିବାରେ ସଫଳ ହୋଇଛି । ତିର୍ତୋଲ ଦଳୀୟ ପ୍ରାର୍ଥୀ ବିଜୟ…