Browsing Tag

BMC

ରାଜଧାନୀରେ କଡାକଡି ହେବ କୋରୋନା କଟକଣା

ଭୁବନେଶ୍ୱର- ରାଜଧାନୀରେ କଡାକଡି ହେବ କୋରୋନା କଟକଣା । ମାସ୍କ ଓ ସାମାଜିକ ଦୂରତା କଡାକଡି ଭାବେ ଯାଂଚ କରାଯିବ । ରାଜଧାନୀରେ ଅଧିକ ଲୋକଙ୍କୁ ଏକାଠି ହେବାକୁ ଦିଆଯିବ ନାହିଁ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କୋଭିଡ ଯୋଗୁଁ ଏ ବର୍ଷ ହେବନି ଖଣ୍ଡଗିରି ମେଳା

ଭୁବନେଶ୍ୱର – କୋଭିଡ ପରିସ୍ଥିତି ଯୋଗୁଁ ଏ ବର୍ଷ ହେବ ନାହିଁ ଖଣ୍ଡଗିରି ମେଳା । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି । କେବଳ କୋଭିଡ କଟକଣା ମଧ୍ୟରେ ପାଳନ ହେବ ପରମ୍ପରା । ଯାତ୍ରା ଓ ଷ୍ଟଲ ଲଗାଇବା ଉପରେ କଟକଣା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ ।

ରାଜଧାନୀ ହେବ ଭିକାରୀମୁକ୍ତ: ଏବେ ଭିକ୍ଷାବୃତି କରୁଥିବା ବ୍ୟକ୍ତିଙ୍କୁ ଥଇଥାନ

ଭୁବନେଶ୍ୱର: ବାସହୀନ ଏବଂ ନିରାଶ୍ରୟଙ୍କୁ ଆଶ୍ରୟସ୍ଥଳୀର ସାମୁଦାୟିକ ସେବା ନିଶ୍ଚିତ କରିବା ସହିତ ଭୁବନେଶ୍ବର ମହାନଗର ନିଗମାଂଚଳରେ ଭିକ୍ଷାବୃତି କରୁଥିବା ବ୍ୟକ୍ତିମାନଙ୍କୁ ଥଇଥାନ କରିବାର ନିଷ୍ପତି ନେଇଛନ୍ତି ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) କର୍ତ୍ତୃପକ୍ଷ । ବିଏମ୍‌ସି ଇଲାକାରେ…

ଫୁଡ୍ ସାର୍ଟିଫିକେଟ ଟାଙ୍ଗିବାକୁ ରାଜଧାନୀର ଦୋକାନ, ହୋଟେଲ ଓ ରେଷ୍ଟୁରାଂଟକୁ ବିଏମସିର ନିର୍ଦ୍ଦେଶ

ଭୁବନେଶ୍ୱର- ୭ ଦିନ ମଧ୍ୟରେ ଦୋକାନ ଆଗରେ ଫୁଡ୍ ସେଫଟି ସାର୍ଟିଫିକେଟ ଲଗାଇବାକୁ ବିଏମସି ନିର୍ଦ୍ଦେଶ ଦେଇଛି । ରାଜଧାନୀରେ ଥିବା ହୋଟେଲ ଓ ରେଷ୍ଟୁରାଂଟ ବି ବିଏମସିର ଏହି ନିର୍ଦ୍ଦେଶ ମାନିବାକୁ ବାଧ୍ୟ । ସେମାନେ ଫୁଟ୍ ସେଫଟି ସାର୍ଟିଫିକେଟ ପ୍ରଦର୍ଶନ କରିବେ । ନିୟନ ନ ମାନିଲେ କଡା…

ବିଏମସିର ନୂଆ ପଦକ୍ଷେପ : କିନ୍ନର ସଂଗଠନ ଟିଜି ସ୍ୱୀକୃତିକୁ ଦିଆଗଲା ଭୁବନେଶ୍ୱରର ଦୁଇ ପ୍ରମୁଖ ପାର୍କିଂ ଲଟ୍

‌ଭୁବନେଶ୍ୱର- ଏକ ନୂଆ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱର ମହାନଗର ନିଗମ ଅଗ୍ରଣୀ କିନ୍ନର ସଂଗଠନ ଟିଜି ସ୍ୱୀକୃତିକୁ ସହରର ଦୁଇଟି ପ୍ରମୁଖ ପାର୍କିଂ ଲଟ୍ ହସ୍ତାନ୍ତର କରିଛନ୍ତି । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏହି ପାର୍କିଂ ଲଟ୍ ହସ୍ତାନ୍ତର କରିଛନ୍ତି । ସଂପୃକ୍ତ ସଂଗଠନ- ଟିଜି…

ବିଏମସି କମିଶନରଙ୍କ ୱାର୍ଡ ନଂ ୪୫ ପରିଦର୍ଶନ

ଭୁବନେଶ୍ୱର: ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଆଜି ବିଏମସି ଦକ୍ଷିଣ ପୂର୍ବ ମଣ୍ଡଳର ୪୫ ନମ୍ବର ୱାର୍ଡ ଅନ୍ତର୍ଗତ ଚିନ୍ତାମଣିଶ୍ୱର ଓ ବରଗଡ ଅଂଚଳ ପରିଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ଚୋୖଧୁରୀ ୱାର୍ଡର ସମସ୍ତ ଯୋଜନାମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ୱାର୍ଡର ନାଗରିକଙ୍କ ସହ…

ସ୍ମାର୍ଟ ସିଟି ଭୁବନେଶ୍ୱରକୁ ଓଡିଏଫ୍ ପ୍ଲସ୍ ପ୍ଲସ୍ ମାନ୍ୟତା

ଭୁବନେଶ୍ବର: ତୃତୀୟ ପକ୍ଷ ସମୀକ୍ଷାରେ ଭୁବନେଶ୍ୱର ମହାନଗର ନିଗମକୁ ମିଳିଛି ଓଡ଼ିଏଫପ୍ଲସ୍ ପ୍ଲସ୍ ରେ ସଫଳତା । ସ୍ବଚ୍ଛ ଭାରତ ମିଶନର ଏକ ପ୍ରମୁଖ ସୂଚକାଙ୍କ ହେଉଛି ଓଡ଼ିଏଫପ୍ଲସ୍ ପ୍ଲସ୍ ମାନ୍ୟତା । ୧୦ ଏବଂ ୧୧ ଡିସେମ୍ବର ୨୦୨୦ରେ କ୍ୟାସି ଆଇ ଦ୍ବାରା ଭୁବନେଶ୍ୱରର ବିଭିନ୍ନ ସ୍ଥାନ ଦେଖି ,…