Browsing Tag

Boxing Day Test

ବକ୍ସିଂ ଡେ ଟେଷ୍ଟ: ଭାରତ ୮ ୱିକେଟରେ ବିଜୟୀ, ସିରିଜ୍ ୧-୧

ମେଲବୋର୍ଣ୍ଣ - ଆଡିଲେଡ୍‌ର ପ୍ରତିଶୋଧ ମେଲବୋର୍ଣ୍ଣରେ ନେଇଛି ଭାରତ । ଆଡିଲେଡ୍ ବିପର୍ଯ୍ୟୟ ପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ ପୂର୍ବକ ଭାରତ ଦ୍ୱିତୀୟ ତଥା ବକ୍ସିଂ ଡେ ଟେଷ୍ଟକୁ ୮ ୱିକେଟରେ ଜିତି ନେଇଛି । ଅଷ୍ଟ୍ରେଲିଆ ପ୍ରଦତ୍ତ ୭୦ ରନର ବିଜୟଲକ୍ଷ୍ୟକୁ ଭାରତ ଚତୁର୍ଥ ଦିବସରେ କେବଳ ୨ ୱିକେଟ୍…

ବକ୍ସିଂ ଡେ ଟେଷ୍ଟ: ବୋଲର ଦେଲେ ଭାରତକୁ ବିଜୟ ସୁଯୋଗ, ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୧୩୩/୬

ମେଲବୋର୍ଣ୍ଣ – ବୋଲରଙ୍କ ପୁଣି ଦମ୍‌ଦାର ପ୍ରଦର୍ଶନ ସହାୟତାରେ ଏଠାରେ ଚାଲିଥିବା ଦ୍ୱିତୀୟ ତଥା ବକ୍ସିଂ ଡେ ଟେଷ୍ଟରେ ଭାରତର ବିଜୟ ସମ୍ଭାବନା ସୃଷ୍ଟି ହୋଇଛି । ଭାରତ ପ୍ରଥମ ଇନିଂସରେ ୧୩୧ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିବା ପରେ ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆକୁ ବ୍ୟାକଫୁଟକୁ ଠେଲି…

ବକ୍ସିଂ ଡେ’ ଟେଷ୍ଟ: ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ, ଅଷ୍ଟ୍ରେଲିଆ ୧୯୫ରେ ଆଉଟ୍

‌ମେଲବୋର୍ଣ୍ଣ – ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଏଠାରେ ଶନିବାର ଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ତଥା ବକ୍ସିଂ ଡେ ଟେଷ୍ଟରେ ଭାରତ ଘରୋଇ ଅଷ୍ଟ୍ରେଲିଆକୁ ପ୍ରଥମ ଇନିଂସରେ ମାତ୍ର ୧୯୫ ରନରେ ଅଲ୍ ଆଉଟ୍ କରିଦେଇଛି । ଏହାର ଜବାବରେ ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଗୋଟିଏ ୱିକେଟ୍…