Browsing Tag

BSKY Smart Health Card

କାଲି କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ସୋମବାର କଳାହାଣ୍ଡି ଜିଲ୍ଲା ଗସ୍ତ କରିବେ । ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ବଂଟନର ଶୁଭାରମ୍ଭ କରିବେ । ଏହାଛଡା ଅନେକ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ବି କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ସୋମବାର ସକାଳ…

କୁଚିଣ୍ଡାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ବନ୍ଦ କରି ହୀନମନ୍ୟତାର ପରିଚୟ ଦେଲେ ବିରୋଧୀ, ହିତାଧିକାରୀ ମହଲରେ ତୀବ୍ର…

ସମ୍ବଲପୁର : କୁଚିଣ୍ଡାରେ ବିଜେପି ଏବଂ କଂଗ୍ରେସ ମିଳିତ ଭାବେ ଗତକାଲି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଭଣ୍ଡୁର କରିବାକୁ ଯାଇ ଗଣ୍ଡଗୋଳ ଭିଆଇଥିବା ବିରୋଧୀ ଗତକାଲି ବିଜେଡି ଉପରେ ଦୋଷାରୋପ କରି ବନ୍ଦ ଡାକରା ଦେଇଥିଲେ । ତେବେ , ଏହି ବନ୍ଦ ପାଳନ ବେଳେ…

“ଘରର୍ ବଢେଟେ ବୁଝା ନବୀନ ବାବୁ ଉଠେଇଦେଲେ”

ମୁଖ୍ୟମନ୍ତ୍ରୀଙ୍କ ହାତରୁ ସ୍ମାର୍ଟକାର୍ଡ ପାଇଥିବା କିଛି ମହିଳାଙ୍କ ପ୍ରତିକ୍ରିୟା "ଗରିବର୍ ଜୀବନ୍ ଥିଁ ଇ କାର୍ଡ ବିପଦ୍ ବେଲର୍ ବନ୍ଧୁ ଆଏ" ସମ୍ବଲପୁର: ପଇସା ଅଭାବରୁ ଗରିବ ଲୋକେ ଚିକିତ୍ସା ସୁବିଧାରୁ ବଂଚିତ ହୋଇଥାନ୍ତି । ଆଉ ଚିକିତ୍ସା ଖର୍ଚ ତୁଳାଇବାକୁ ଯାଇ ଲୋକେ ପିଲାଙ୍କ…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ସମ୍ବଲପୁର, ଉପକୃତ ହେବେ ୭ ଲକ୍ଷ ୭୩ ହଜାର

ସମ୍ବଲପୁରରେ ୧୫୫୩ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ ମା ସମଲେଇଙ୍କ ପୀଠର ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ଜରୁରୀ ଚିକିତ୍ସା ପାଇଁ ୧୪୭ କୋଟି ଟଙ୍କାର ପାଣ୍ଠି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର:…

ଧନତେରାସରେ ସମ୍ବଲପୁର ଜିଲ୍ଲାବାସୀଙ୍କୁ ୧୫୫୪ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ, ବିଏସକେୱାଇ ସ୍ମାର୍ଟ…

କୁଚିଣ୍ଡା – ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତି । କୁଚିଣ୍ଡାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ସ୍ମାର୍ଟକାର୍ଡ ବଂଟନର ଶୁଭାରମ୍ଭ କରିବା ସହ…

ବିଏସକେଓ୍ବାଇ ସ୍ମାର୍ଟ କାର୍ଡ ପାଲଟିଛି ବରଦାନ

ଲେଖକ- ହର୍ଷିତା ବିଶ୍ବାଳ ବଲାଙ୍ଗୀର: ଇ ହେଲଥ କାର୍ଡ ଆମର୍ ବାଗିର୍ ଅଭାବୀ ଲୁକର୍ ଲାଗିଁ ବଢେଟେ ଆଶିରବାଦ୍ ଆଏ । ଆଘୋ ଛୁଆ ଟେ ବେମାର୍ ସେମାର୍ ଲାଗିଁ ପଏସା ଅଭାବ୍ ନୁ ଡାକ୍ତରଖାନା ନୁ ଫିରି ଆଉଥିଲୁଁ । ହେଲେଁ ଇହାଦେ ଇ କାର୍ଡ ଥି ସବୁ ଅସପତାଲେଁ ମଗନା ଚିକିତ୍ସା ମିଲିପାରବା । ଇ…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲ୍‌ଥ କାର୍ଡ ହେଉଛି ବିପଦ ସମୟରେ ଶ୍ରେଷ୍ଠ ବନ୍ଧୁ: ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ ଜିଲ୍ଲା ପାଇଁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୨୧ ଲକ୍ଷ ୪୦ ହଜାର ପାଇବେ ସ୍ମାର୍ଟ ହେଲ୍‌ଥ କାର୍ଡ ମୟୁରଭଞ୍ଜରେ ୨୦୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୟୁରଭଞ୍ଜର ସବୁ ପରିବାରକୁ ପାଇପ ପାଣି…