Browsing Tag

Chief Minister Naveen Patnaik

ସାରା ପଶ୍ଚିମ ଓଡିଶା କରୋନା ମୁକ୍ତ ଅଭିମୁଖେ, ଦୁଇ ଅଙ୍କ ଭିତରେ ସବୁ ଜିଲ୍ଲା

ସମ୍ବଲପୁର : ସାରା ପଶ୍ଚିମ ଓଡିଶା ଏବେ କରୋନା ମୁକ୍ତ ଅଭିମୁଖେ । ଆଜି ସମଗ୍ର ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାରେ ସଂକ୍ରମଣ ଦୁଇ ଅଙ୍କ ଭିତରେ ରହିଛି । ଏପରିକି ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ସୁନ୍ଦରଗଡ ଜିଲ୍ଲାରେ ଗତ ଦୁଇଦିନ ହେଲା ସଂକ୍ରମଣ ଶହେ ତଳକୁ ଖସିଛି । ସବୁ ଠାରୁ…

ରଘୁରାଜପୁର ଓଡିଶାର ଗର୍ବ ଓ ଗୌରବ: ମୁଖ୍ୟମନ୍ତ୍ରୀ

ରଘୁରାଜପୁର ରେ ଅନୁଷ୍ଠିତ କଳା ଶିବିର ସପ୍ତରଙ୍ଗ ଉଦଯାପିତ ଭାଗ ନେଇଥିବା ଗାଁର ପ୍ରତି ପରିବାରକୁ ଦଶହଜାର ଟଙ୍କା ମାନଦେୟ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ଆମ କଳା ଆମ ଗୌରବ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ପୁରୀ ଜିଲ୍ଲାର ରଘୁରାଜପୁର । ଫଟୋଚିତ୍ର ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ…

ଶୀତଳଷଷ୍ଠୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର- ଆଜି ପବିତ୍ର ଶୀତଳଷଷ୍ଠୀ । ଶୀତଳଷଷ୍ଠୀ ତଥା ଶିବ ବିବାହ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ, ଦେବ ଦଂପତ୍ତିଙ୍କ ଆଶୀର୍ବାଦ କୋଭିଡ ସଙ୍କଟକୁ ଦୂର କରିବା ସହ…

କୋଭିଡରୁ ସୁସ୍ଥ ଲୋକଙ୍କ ସଂଖ୍ୟା ୮ ଲକ୍ଷରୁ ଅଧିକ, ସମ୍ମୁଖ କୋଭିଡ ଯୋଦ୍ଧା, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ…

ଭୁବନେଶ୍ୱର- ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ଆଉ ୮ ହଜାର ୧୮୨ କୋରୋନା ଆକ୍ରାନ୍ତ । ଏଥିସହ ରାଜ୍ୟରେ କୋରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୮ ଲକ୍ଷରୁ ଅଧିକ ହୋଇଛି । ସୁସ୍ଥଙ୍କ ସଂଖ୍ୟା ୮ ଲକ୍ଷରୁ ଅଧିକ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗଧାଡିର କୋଭିଡ ଯୋଦ୍ଧା,ଡାକ୍ତର ଓ…

ନକଲି ଔଷଧ କାରବାର ମାମଲାର କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ଔଷଧ କାରବାର ମାମଲାର କ୍ରାଇମବ୍ରାଂଚ ତଦନ୍ତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାମଲାର କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କଟକ,ରାଉରକେଲା ସମେତ ଆଉ କିଛି ସ୍ଥାନରେ ନକଲି ଔଷଧ କାରବାର ହେଉଥିବାର ଖବର ଆସିଥିଲା । କିଛି…

ରାଜ୍ୟରେ ଅନାଥ ଶିଶୁଙ୍କୁ ‘ଗ୍ରୀନ ପ୍ୟାସେଜ୍’ ଯୋଜନାରେ ସାମିଲ କରାଯିବ, ଶିକ୍ଷା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର- କୋରୋନାରେ ଅନାଥ ପିଲାଙ୍କ ଶିକ୍ଷା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଅନାଥ ଶିଶୁମାନଙ୍କୁ ରାଜ୍ୟ ସରକାରଙ୍କ ‘ଗ୍ରୀନ ପ୍ୟାସେଜ୍‌’ ଯୋଜନାରେ ସାମିଲ କରାଯିବ । ସେମାନଙ୍କ ମେଡିକାଲ ବା ଇଞ୍ଜିନିୟରିଂ ଶିକ୍ଷା ଖର୍ଚ୍ଚ ବି ରାଜ୍ୟ ସରକାର ବହନ କରିବେ । ଘରୋଇ ଶିକ୍ଷାନୁଷ୍ଠାନରେ…