Browsing Tag

Chief Minister Naveen Patnaik

ବାତ୍ୟାର ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନଗୁଡିକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର –ବାତ୍ୟା ୟାଶ୍‌ର ସଫଳ ମୁକାବିଲା କରିଥିବାରୁ ପ୍ରଭାବିତ ଜିଲ୍ଲାଗୁଡିକର ପ୍ରଶାସନକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାକ୍ ପ୍ରସ୍ତୁତି, ପରିସ୍ଥିତିର ଲଗାତର ତଦାରଖ, ତ୍ୱରିତ ଭାବେ ଜଳ ଏବଂ ବିଦ୍ୟୁତ ଯୋଗାଣର ପୁନରୁଦ୍ଧାର କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ…

ବାତ୍ୟା ମୁକାବିଲାରେ ଅବଦାନ ପାଇଁ ଓଡିଶା ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର-ବାତ୍ୟା ୟାଶ୍ ପୂର୍ବ ଓ ପରବର୍ତ୍ତୀ ସ୍ଥିତିରେ ଲୋକଙ୍କ ସହାୟତାରେ ଅବିଶ୍ରାନ୍ତ ଭାବେ ଲାଗିଥିବାରୁ ଓଡିଶା ପୋଲିସକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଂଚାଇବ, ବିପଦରେ ଥିବା ଲୋକଙ୍କୁ ଉଦ୍ଧାର କରିବା ସହ ସ୍ୱାଭାବିକ…

ୟାଶ୍ ବେଳେ ଜୀବନକୁ ବାଜି ଲଗାଇ ଲୋକଙ୍କ ସହାୟତା କରିଥିବାରୁ ଓଡ୍ରାଫ, ଏନଡିଆରଏଫ୍‌କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର- ବାତ୍ୟା ୟାଶ୍‌ର ସଫଳ ମୁକାବିଲା ପାଇଁ ଓଡ୍ରାଫ୍ ଓ ଏନଡିଆରଏଫକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାହସିକତାର ସହ ହୋଇ ଅବିରତ ଭାବେ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବା, ପଡିଯାଇଥିବା ଗଛକୁ କାଟି ଶୀଘ୍ର ରାସ୍ତା ସଫା କରିବା ଭଳି କାମ ଅତି…

ଅପରାହ୍ନରେ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିବେ । ଆଜି ଅପରାହ୍ନରେ ବାତ୍ୟାଚଂଳ ପରିଦର୍ଶନ କରିବେ ମୁଖମନ୍ତ୍ରୀ । ଗତକାଲି ମୁଖ୍ୟମନ୍ତ୍ରୀ ବାତ୍ୟା ପ୍ରଭାବିତ ଜିଲ୍ଲାର ୧୨୮ଟି ଜଳବନ୍ଦୀ ଗାଁର ସବୁ ପରିବାରକୁ ୭ ଦିନ ରିଲିଫ ଯୋଗାଇବା ପାଇଁ…

ବାତ୍ୟା ୟାଶ୍ ପରବର୍ତ୍ତୀ କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଜଳବନ୍ଦୀ ୧୨୮ଟି ଗାଁର ସବୁ ପରିବାରକୁ ୭ ଦିନ…

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ୟାଶ ପରବର୍ତ୍ତୀ କ୍ଷୟକ୍ଷତି ନେଇ ସମୀକ୍ଷା କରିଛନ୍ତି । ବାତ୍ୟା ପ୍ରଭାବିତ ଜିଲ୍ଲାର ୧୨୮ଟି ଗାଁ ଜଳବନ୍ଦୀ ହୋଇ ରହିଛି । ଜଳବନ୍ଦୀ ହୋଇ ରହିଥିବା ଗାଁଗୁଡିକର ସବୁ ପରିବାରକୁ ୭ ଦିନ ଲାଗି ରିଲିଫ ଯୋଗାଇ ଦିଆଯିବ । ଏହାଛଡା ୨୪ ଘଂଟାରେ…