Browsing Tag

Chief Minister Naveen Patnaik

ରଙ୍ଗେଇଲୁଣ୍ଡା ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଗୋପବନ୍ଧୁ ଦାଶ

ବ୍ରହ୍ମପୁର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଏସଡି ଗୋପବନ୍ଧୁ ଦାଶ ଗଂଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସେ ସ୍ଥାନୀୟ ଲୋକ ଓ ଜନ ପ୍ରତିନିଧିଙ୍କ ସହ ଆଲୋଚନା କରି ବିଭିନ୍ନ ସରକାରୀ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି, ତାହା…

ଇଣ୍ଡିଆନ ଗ୍ରାଁପ୍ରିରେ ପଦକ ହାସଲ ପାଇଁ ଦୂତି ଓ ଅମୀୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର- ଇଣ୍ଡିଆନ ଗ୍ରାଁ.ପ୍ରି ଆଥଲେଟିକ୍ସରେ ଧାବିକା ଦୂତିଚାନ୍ଦ ଓ ଧାବକ ଅମୀୟ କୁମାର ମଲ୍ଲିକ ପଦକ ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଦୂତିଚାନ୍ଦ ମହିଳା ୧୦୦ ମିଟର ଦୌଡରେ ସ୍ୱର୍ଣ୍ଣ ଓ ଅମୀୟ ପୁରୁଷ ୧୦୦ ମିଟରେ ରୌପ୍ୟ…

ଗ୍ରାମ୍ୟ ଉନ୍ନୟନ ବିଭାଗର ମଲଟି ପ୍ରୋଟକଲ୍ ଲେବେଲ ସ୍ୱିଚିଂ- ଏମପିଏଲଏସ ନେଟୱର୍କ ବ୍ୟବସ୍ଥାର ଲୋକାର୍ପଣ କରିବେ…

ଭୁବନେଶ୍ୱର- ଗ୍ରାମ୍ୟ ଉନ୍ନୟନ ବିଭାଗର ମଲଟି ପ୍ରୋଟକଲ୍ ଲେବେଲ ସ୍ୱିଚିଂ- ଏମପିଏଲଏସ ଭିପିଏନ ନେଟୱର୍କ ବ୍ୟବସ୍ଥାର ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଆଜି ସଂଧ୍ୟାରେ ଏହି ବ୍ୟବସ୍ଥାର ଲୋକାର୍ପଣ ହେବ । ଇ-ଗଭର୍ଣ୍ଣାନ୍ସ ଆପ୍ଲିକେସନଗୁଡିକୁ ବିଭାଗୀୟ କ୍ଷେତ୍ର କାର୍ଯ୍ୟାଳୟ ସମୂହର…

ପିପିଲି ଓ ଡେଲାଙ୍ଗବାସୀଙ୍କୁ ୭୦ କୋଟି ଟଙ୍କା ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ପିପିଲି ଓ ଡେଲାଙ୍ଗବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ୨ଟି ବ୍ଲକ ପାଇଁ ୭୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ । ୨ଟି ବ୍ଲକର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପିପିଲି ଓ ଡେଲାଙ୍ଗର ବିକାଶକୁ ଏହା ଆଗକୁ ନେବ ବୋଲି ମୁଖ୍ୟମନ୍ତ୍ରୀ…