Browsing Tag

Chief Minister Naveen Patnaik

କାଳିଆ ଯୋଜନାର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ: ୫୩ ଲକ୍ଷରୁ ଅଧିକ ଚାଷୀ ପାଇଲେ ୧୨୭୨ କୋଟିରୁ ଅଧିକ ଟଙ୍କା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏ କାଳିଆ ସହାୟତା ପ୍ରଦାନ କରିଛନ୍ତି। ସମୁଦାୟ ୧୨୭୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏହି ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରଦାନ…

ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଉପରୁ ବାଇ-ଲ’ ପ୍ରତ୍ୟାହାର ପାଇଁ ନବୀନଙ୍କ ଦାବି

ଭୁବନେଶ୍ୱର- ଏକାମ୍ର କ୍ଷେତ୍ରରେ ଥିବା ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିର ଉପରୁ ବିବାଦୀୟ ଏନଏମଏ ବାଇ-ଲ’ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବେଦନଶୀଳ ଧର୍ମୀୟ ପ୍ରସଙ୍ଗରେ କେନ୍ଦ୍ରୀୟ ସଂସ୍ଥା ରାଜ୍ୟକୁ…

ସହର ଛୋଟ, ବିକାଶରେ ଆଗ

ସେ ମହାନଗର ହେଉ କି ପୌରପାଳିକା ଅଥବା ଏନ୍‌ଏସି ... ରାଜ୍ୟର ସମସ୍ତ ସହରାଞ୍ଚଳ ଯେପରି ବିକାଶର ଦୌଡ଼ରେ ନିଜକୁ ସାମିଲ କରିପାରିବେ ତାହା ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିପାଇଁ ତ ରାଜ୍ୟର ସମସ୍ତ ସହରାଞ୍ଚଳ ପାଇଁ ପାନୀୟ ଜଳ ପ୍ରକଳ୍ପରୁ ଆରମ୍ଭ କରି ଯୁବ ବର୍ଗ ପାଇଁ…

ହିଞ୍ଜିଳିରେ ବିକାଶର ନୂଆ ଫର୍ଦ୍ଦ ଯୋଡିଲେ ନବୀନ : ୨୮ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ପ୍ରକଳ୍ପ ଉଦଘାଟିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ହିଞ୍ଜିଳି ପୌର ପରିଷଦ ଅଞ୍ଚଳରେ ୨୮କୋଟି ଟଙ୍କାରୁ ଉର୍ଦ୍ଧ୍ବ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନେ ହେଉଛନ୍ତି ଏ ଜାତିର, ଏ ଦେଶର ଭବିଷ୍ୟତ । ଶିକ୍ଷା ହେଉଛି…

ତାଳସାରୀ ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ତାଳସାରୀ ବିକାଶ ପାଇଁ ଭର୍ଚୁଆଲରେ ଭିତ୍ତି ପ୍ରସ୍ଥର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଳସାରୀ ବିକାଶ ପାଇଁ ଖର୍ଚ୍ଚ ହେବ ୩୬ କୋଟି ଟଙ୍କା । ସମୁଦ୍ର ତଟ ବେଳାଭୂମିର ଉନ୍ନତିକରଣ ସହ ବେଳାଭୂମି ଅଂଚଳର ଆଲୋକୀକରଣ ବ୍ୟବସ୍ଥା କରାଯିବ ।

ହିଞ୍ଜିଳି ମ୍ୟୁନିସପାଲିଟିର ୧୪ଟି ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ- ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ୨୮ କୋଟି ବ୍ୟୟ ବ୍ୟୟରେ ନିର୍ମିତ ୧୪ଟି ପ୍ରକଳ୍ପ ଉଦଘାଟନ କରିବେ । ଏଥିମଧ୍ୟରେ ରହିଛି ଉପଖଣ୍ଡ ଡାକ୍ତରଖାନା, ବସ ଟର୍ମିନାଲ, ହିଞ୍ଜିଳିକାଟୁ ନେତାଜୀ ପାର୍କ, ମାଛ ମାଂସ…