Browsing Tag

CM Naveen Patnaik

ସିଆରୟୁଟିକୁ ଉତ୍କର୍ଷତା ପାଇଁ ପୁରସ୍କାର ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର- ସହରାଂଚଳ ପରିବହନ କ୍ଷେତ୍ରରେ ଓଡିଶାର ରାଜଧାନୀ ଅଂଚଳ ସହରାଚଂଳ ପରିବହନ ସଂସ୍ଥା-ସିଆରୟୁଟି ଉତ୍କର୍ଷ ପାଇଁ ପୁରସ୍କାର ମିଳିଛି । ଜାତୀୟ ସମ୍ମିଳନୀରେ ପୁରସ୍କୃତ କରିଛି କେନ୍ଦ୍ର ଗୃହ ନିର୍ମାଣ ଓ ସହରାଂଚଳ ବ୍ୟାପାର ମନ୍ତ୍ରାଳୟ । ସିଆରୟୁଟିକୁ ଏହି ପୁରସ୍କାର ମିଳିଥିବାରୁ…

୫-ଟି ଫୋକସରେ ଜଳସମ୍ପଦ ବିଭାଗ: ମୋବାଇଲରେ ହେବ ଜଳସେଚନ ସମସ୍ୟା ସମାଧାନ

ଜଳସଂପଦ ବିଭାଗର ୪ଟି ଅନ୍‌ଲାଇନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ୫-ଟି କାର୍ଯ୍ୟକ୍ରମ ଚାଷୀ ଓ ବିଭାଗକୁ ଏକାଠି କଲା ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କର ଲୋକପ୍ରିୟ ୫-ଟି କାର୍ଯ୍ୟକ୍ରମ ଆଜି ଚାଷୀ ଓ ଜଳସଂପଦ ବିଭାଗକୁ ସିଧାସଳଖ ଯୋଡି ପାରିଛି। ମୋବାଇଲ ଫୋନର ଫଟୋ ଓ ଭିଡିଓ…

କୋଭିଡରୁ ସୁସ୍ଥ ହେଲା ପରେ ତିନି ଥର ପ୍ଲାଜନା ଦାନ କରିଥିବା ଗଂଜାମ ଜିଲ୍ଲାର ଡମ୍ବୁରୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର- କୋରୋନାରୁ ସୁସ୍ଥ ହେଲା ପରେ ତିିନି ତିନି ଥର ପ୍ଲାଜମା ଦାନ କରିଛନ୍ତି ଗଞ୍ଜାମ ଜିଲ୍ଲା କୋଠାରିସିଙ୍ଗିର ୪୩ ବର୍ଷିୟ ସମାଜସେବ ଏନ. ଡମ୍ବୁରୁ ରେଡ୍ଡି । ଡମ୍ବୁରୁଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, ଡମ୍ବୁରୁଙ୍କ ଭଳି…

ସିଡିଏସ ଟପ୍ପର ଅଦିତି ପରିଡାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର- ସଂଯୁକ୍ତ ପ୍ରତିରକ୍ଷା ସେବା –ସିଡିଏସ ପରୀକ୍ଷା ମହିଳା ବର୍ଗରେ ଢେଙ୍କାନାଳର ଅଦିତି ପରିଡା ପ୍ରଥମ ସ୍ଥାନ ହାସଲ କରିବାଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟର ପ୍ରଥମ ମହିଳା ଭାବେ ତାଙ୍କର ଏହି ସଫଳତା ଅନ୍ୟମାନଙ୍କ ପାଇଁ…

Naveen Congratulates Aditi Parida for Topping CDS Exam

Bhubaneswar: Chief Minister Naveen Patnaik has congratulated Odisha born Aditi Parida for topping the Combined Defence Services (CDS) II, 2019 examination (women). ସଂଯୁକ୍ତ ପ୍ରତିରକ୍ଷା ସେବା ପରୀକ୍ଷା ମହିଳା ବର୍ଗରେ ଢେଙ୍କାନାଳର ଅଦିତି ପରିଡା ପ୍ରଥମ…

ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର- ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ବିଜୟ ପାଇଁ ଜୋ ବିଡେନ୍ ଓ ନିର୍ବାଚିତ ଉପରାଷ୍ଟ୍ରପତି ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଡେନଙ୍କ ସମୟରେ ଭାରତ ଓ ଆମେରିକା ଭଳି ଦୁଇ ଶକ୍ତିଶାଳୀ ଗଣତନ୍ତ୍ର ମଧରେ…

ଏସସି,ଏସଟି ପିଲାଙ୍କ ପାଇଁ ରାଜ୍ୟରେ ମାଟ୍ରିକ ପରବର୍ତୀ ସ୍କଲାରସିପରେ ପରିବର୍ତନ ହେବ ନାହିଁ

ଭୁବନେଶ୍ୱର- ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ରାଜ୍ୟରେ ଏସସି/ଏସଟି ପିଲାଙ୍କ ଛାତ୍ରବୃତି ରାଶ ହ୍ରାସ ହେବ ନାହିଁ । ପ୍ରଚଳିତ ହାରରେ ହିଁ ସେମାନେ ମାଟ୍ରିକ ପରବର୍ତୀ ଛାତ୍ରବୃତି ପାଇବେ । ବୃତି ରାଶି କମାଇବା ନିଷ୍ପତି ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…