ସିଡିଏସ ଟପ୍ପର ଅଦିତି ପରିଡାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର- ସଂଯୁକ୍ତ ପ୍ରତିରକ୍ଷା ସେବା –ସିଡିଏସ ପରୀକ୍ଷା ମହିଳା ବର୍ଗରେ ଢେଙ୍କାନାଳର ଅଦିତି ପରିଡା ପ୍ରଥମ ସ୍ଥାନ ହାସଲ କରିବାଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟର ପ୍ରଥମ ମହିଳା ଭାବେ ତାଙ୍କର ଏହି ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.