Browsing Tag

Congress Working Committee

ନେତୃତ୍ୱ ପ୍ରସଙ୍ଗରେ କଂଗ୍ରେସ ୱାର୍କିଂ କମିଟି ବୈଠକରେ ତମ୍ବିତୋଫାନ, ସୋନିଆ ରହିବେ ଅନ୍ତରୀଣ ସଭାପତି

ନୂଆଦିଲ୍ଲୀ : କଂଗ୍ରେସରେ ନେତୃତ୍ୱ ପରିବର୍ତନ ପ୍ରସଙ୍ଗ ନେଇ ଦଳର ୱାର୍କିଂ କମିଟି ବୈଠକରେ ତମ୍ବିତୋଫାନ ହୋଇଛି । ସୂତ୍ରରୁ ମିଳିଥିବା ଖବର ଅନୁସାରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ଭାବେ ଆଉ କିଛି ମାସ ରହିବେ ସୋନିଆ ଗାନ୍ଧି । ସବ ର୍ସମ୍ମତ ଭାବେ ଏହି ନିଷ୍ପତି ହୋଇଥିବା ଜଣାପଡିଛି ।…