Browsing Tag

Coronavirus

କୋରୋନାକୁ ହରାଇବା ପାଇଁ ମାସ୍କ ପିନ୍ଧିବାକୁ ରାଜ୍ୟବାସୀଙ୍କୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସମସ୍ତ ମାସ୍କ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ୍ କରିଛନ୍ତି । ନିଜେ ମାସ୍କ ପିନ୍ଧିବା ସହ ଅନ୍ୟମାନଙ୍କୁ ସର୍ବଦା ମାସ୍କ ବ୍ୟବହାର କରିବା ପାଇଁ ଟ୍ୱିଟ୍ କରି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।…

ଉହାନର ଲ୍ୟାବ୍‌ରୁ କରୋନା ବ୍ୟାପିବାର ପ୍ରମାଣ ନାହିଁ: ଡବ୍ଲୁଏଚ୍‌ଓ ଟିମ୍‌

ବେଜିଂ – କରୋନା ଭାଇରସ୍ ଚୀନର ଉହାନର ଏକ ଲ୍ୟାବ୍‌ରୁ ବ୍ୟାପିଥିବାର କୌଣସି ପ୍ରମାଣ ନାହିଁ ବୋଲି ଡବ୍ଲୁଏଚ୍‌ଓର ବିଶେଷଜ୍ଞ ଦଳ କହିଛି । ଡିସେମ୍ବର ୨୦୧୯ ପୂର୍ବରୁ ଏହି ଭାଇରସ ବ୍ୟାପକ ଭାବେ ଉହାନ ସହରରେ କିମ୍ବା ଚୀନର ଅନ୍ୟ ଅଞ୍ଚଳରେ ବ୍ୟାପିଥିବାର ମଧ୍ୟ ପ୍ରମାଣ ମିଳିନାହିଁ । ଗତବର୍ଷ…

କରୋନା ବ୍ୟାପିବା ନେଇ ଚୀନ୍‌ର ଭୂମିକା ଉପରୁ ହଟିବ ପରଦା, ଡବ୍ଲୁଏଚ୍‌ଓ ଟିମ୍ ଆଜି ଦେବ ରିପୋର୍ଟ

ବେଜିଂ –କରୋନା ମହାମାରୀର ଉତ୍ପତ୍ତି ଚୀନର ଉହାନ୍ ସହରରୁ ହୋଇଥିଲା କି ନାହିଁ ଆଜି ତାହା ସ୍ପଷ୍ଟ ହେବ । କରୋନା ପ୍ରଥମେ ଉହାନରୁ ସାରା ବିଶ୍ୱକୁ ବ୍ୟାପିଥିଲା ବୋଲି କୁହାଯାଇଥିଲା । ଏନେଇ ଅନୁଧ୍ୟାନ କରିବାକୁ ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)ର ଏକ ବିଶେଷଜ୍ଞ ଟିମ୍ ଉହାନ…

କରୋନା ଅପଡେଟ୍‌: ଚିହ୍ନଟ ହେଲେ ଆଉ ୨୩,୯୫୦ ନୂଆ ରୋଗୀ

ନୂଆଦିଲ୍ଲୀ – ଭାରତରେ ଗତକାଲି ଦୈନିକ ମାମଲା ୨୦ ହଜାର ତଳେ ରହିଥିଲା । ହେଲେ ଗତ ୨୪ ଘଣ୍ଟାରେ ଏଥିରେ ୨୨% ବୃଦ୍ଧି ଘଟିଛି । ଦେଶରେ ଆଉ ୨୩,୯୫୦ ରୋଗୀ ଚିହ୍ନଟ ହୋଇଛନ୍ତି । ଗତକାଲି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୯,୫୫୬ ଥିଲା । ଭାରତରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୯୯ ହଜାରକୁ…